କଳାହାଣ୍ଡି

ହୃଦ୍‌ଘାତରେ ବରିଷ୍ଠ ଖବରଦାତାଙ୍କ ପରଲୋକ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣାର ବରିଷ୍ଠ ଖବରଦାତା ପ୍ରଭାକର ପଟ୍ଟନାୟକ(୫୧)ଙ୍କ ଶନିବାର ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ କଳାହାଣ୍ଡି ଜିଲା…

12 months ago

କେନାଲ ଉପରେ ହେଉନି ପୋଲ: ବାଜିରେ ଲାଗୁଛି ଜୀବନ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କେନାଲ ଉପରେ ପୋଲ ନ ଥିବାରୁ ଦୁଇ ପାର୍ଶ୍ୱରେ ଥିବା ଗ୍ରାମବାସୀ ଏବେ ବିପଦସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କେନାଲ ପାରି ହେଉଛନ୍ତି।…

12 months ago

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘରଦ୍ୱାର, ରାସ୍ତାରେ ପଡ଼ିଲା ଗଛ, ଯୋଗାଯୋଗ ବିଚ୍ଛିନ୍ନ

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): ସମଗ୍ର କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲାର କେସିଙ୍ଗା ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। କେସିଙ୍ଗାସ୍ଥିତ…

12 months ago

ବର୍ଷାପରେ ରିଷିଡାରେ ହେଲା ରାବଣ ପୋଡି

ରିଷିଡା:୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବିଜୟାଦଶମୀ ଉପଲକ୍ଷେ ରିଷିଡ଼ାରେ…

12 months ago

ନିଜ ପ୍ରୟାସରେ ଗ୍ରାମବାସୀ ଲଗାଇଲେ ୨ହଜାରୁ ଅଧିକ ଗଛ ଅବୁଜବାହାଲ ଗ୍ରାମ୍ୟ କମିଟି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରିଷିଡା ୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ସ୍ଥିତ ଅବୁଜବାହଳ ଠାରେ ୫ ବର୍ଷ ଆଗରୁ ସରକାରଙ୍କ ତରଫରୁ ଭାଲୁ ଡୁଗୁରି ଓ…

12 months ago

ହାତୀନଦୀରେ ବନ୍ୟା ସ୍ଥିତି: ରାସ୍ତାରେ ଗଛ ପଡ଼ିଲା, ଘରେ ପାଣି ପଶିଲା

ଭବାନୀପାଟଣା,୪ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ଦିନତମାମ ପ୍ରବଳ ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର…

12 months ago

ଲଘୁଚାପ ଜନିତ ପ୍ରବଳ ବର୍ଷା: ନାଳରେ ଭାସି ଜଣେ ମୃତ

ଥୁଆମୂଳ ରାମପୁର,୩।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଗତ କିଛି ଦିନ ହେବ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଛି। ଥୁଆମୂଳ ରାମପୁର  ବ୍ଳକରେ ସର୍ବାଧିକ ୩୫୨…

12 months ago

୨ ଦିନ ପାଇଁ ଫୁର୍ଲିଝରଣ ଜଳପ୍ରପାତ ବନ୍ଦ

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଫୁର୍ଲିଝରଣ ଜଳପ୍ରପାତକୁ ୨ ଦିନ ପାଇଁ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଯୋଗୁ ପ୍ରବଳ ଜଳ ପ୍ରବାହିତ…

12 months ago

ମା’ ଭଣ୍ତାର ଘରିଆଣୀଙ୍କ ଦୁର୍ଗା ପୂଜା ମହାସମାରୋହରେ ସମ୍ପନ୍ନ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଥୁଆମୂଳ ରାମପୁର,୩।୧୦(ଦୁର୍ଗା କୀର୍ତ୍ତି): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପବିତ୍ର ବିଜୟା ଦଶମୀ ଅବସରରେ ଆଶ୍ୱିନ ମାସ ଶୁକ୍ଳ ଦଶମୀ ତିଥିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

12 months ago

କଣ୍ଡରେଇ ଗାଁର ପ୍ରତ୍ୟକ୍ଷ ଦେବୀ ବସ୍ତ୍ରେଣ: ନିଃସନ୍ତାନିଙ୍କ ବିଶ୍ୱାସର ପୀଠ, ପଛରେ ରହିଛି ବଡ଼ ଇତିହାସ

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ। ଏହି ଗାଁର ମଙ୍ଗଳା ଜୋର ନିକଟରେ ପୂଜା ପାଉଛନ୍ତି ବସ୍ତ୍ରେଣ ଦେବୀ।…

12 months ago