କଳାହାଣ୍ଡି

ଶଙ୍ଖ ଧରିଲେ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର,୫।୧(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି। ସେ ରାଜ୍ୟ…

2 years ago

ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବି: ବନ୍ଦ ରହିଲା କଳାହାଣ୍ଡି

କର୍ଲାମୁଣ୍ଡା,୫।୧(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବିରେ ବୁଧବାର ଆଦିବାସୀ ମହାସଂଘ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା। ଏହି କ୍ରମରେ କର୍ଲାମୁଣ୍ଡା ବ୍ଲକରେ ମଧ୍ୟ…

2 years ago

ପରିତ୍ୟକ୍ତ କୂଅରୁ ମିଳିଲା ଶିଶୁ ପୁତ୍ରର ମୃତଦେହ

କଳାହାଣ୍ଡି,୩।୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଜୟନ୍ତପୁର ଗାଁରେ ଥିବା ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। କୂଅରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ…

2 years ago

ବାହାଘର ସାରି ଫେରୁଥିଲେ ବର-କନ୍ୟା, ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୋକସରା,୩୦ା୧୨(ଡି.ଏନ୍‌.ଏ.): ବରକନ୍ୟା ବିବାହ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ସର୍ଗିଗୁଡ଼ାରୁ ନବରଙ୍ଗପୁର ମୈଦାଲପୁର ଡୁମେରମୁଣ୍ଡା ଗାଁରୁ ବିବାହ…

2 years ago

ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ

ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ବାପାଙ୍କ…

2 years ago

ଆର୍‌ଏମ୍‌ସି ଗୋଦାମରେ ନିଆଁ

ଜୁନାଗଡ,୨୩।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସାପ୍ତାହିକ ବଜାରରେ ଥିବା ଆର୍‌ଏମ୍‌ସି ଗୋଦାମରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୁନାଗଡ, ଧର୍ମଗଡ, କୋକସରା, କଲମପୁର ଓ ଭବାନୀପାଟଣା…

2 years ago

ପ୍ରଧାନ ଶିକ୍ଷକଙ୍କ ବଦଳି ବିରୋଧରେ ୪ ଦିନ ହେଲା ପାଠପଢା ବନ୍ଦ

ଜୁନାଗଡ଼,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କେଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ବିବାଦ ଦେଖାଦେଇଛି। ଗତ କିଛି ଦିନ ତଳେ…

2 years ago

ପଞ୍ଚାୟତ ସମ୍ମୁଖରେ ବୃଦ୍ଧାବୃଦ୍ଧଙ୍କ ଧାରଣା

କର୍ଲାମୁଣ୍ଡା,୨୨।୧୨(ଡି.ଏନ୍‌.ଏ.): ଆଧାର ସଂଯୋଗ ଓ କଓ୍ବୋଇସି ଅପ୍‌ଡେଟ ହୋଇ ପାରୁ ନ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା ନେଇ…

2 years ago

ଖେଳୁଥିବା ବେଳେ ଗଲା ଜୀବନ

କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ଦୀପଙ୍କ…

2 years ago

ଦେଶୀ ପିସ୍ତଲ ଜବତ;୨ ଗିରଫ

କେସିଙ୍ଗା,୧୬।୧୨: କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁଇ ଜଣ ଆସାମୀ ବିନା ଲାଇସେନ୍ସର ଦେଶୀ ପିସ୍ତଲ ରଖି କ୍ରାଇମ ଯୋଜନା ପ୍ରସ୍ତୁତ କରୁଥିବାବେଳେ କେସିଙ୍ଗା ପୋଲିସ ଚଢ଼ାଉ…

2 years ago