ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା, ଝିଟିପିଟି: ଧର୍ମଶାଳା ବ୍ଲକର ୨ ସ୍କୁଲର ୫୦ ପିଲା ଅସୁସ୍ଥ
ଧର୍ମଶାଳା, ୧୬।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୨ଟି ସ୍କୁଲର ମଧ୍ୟାହ୍ନଭୋଜନ ଖାଇ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ବ୍ଲକ ଅନ୍ତର୍ଗତ ସିବନ୍ତପୁର ଉପ୍ରା ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ୩୦ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ…
ଖରସ୍ରୋତାରେ ଗାଧୋଇବାକୁ ଯାଇ ବୁଡ଼ିଗଲେ, ବୃଦ୍ଧ ମୃତ
ଯାଜପୁର ଅଫିସ,୧୪।୧୧: ଖରସ୍ରୋତାରେ ଗାଧୋଇବାକୁ ଯାଇଥିବା ବେଳେ ଗୁରୁବାର ଜଣେ ମୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରୀ ଗ୍ରାମର ବିଷ୍ଣୁଚରଣ ବାରିକ। ସେ ଛନ୍ଦାମୁଣ୍ଡ ୟୁପି ସ୍କୁଲର ଜଣେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ…
ଭିଜିଲାନ୍ସ ହାତରେ ବିଞ୍ଝାରପୁରର ଏଏସ୍ଆଇ
ବିଞ୍ଝାରପୁର,୧୪।୧୧(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଜାରପୁର ଥାନାର ଏଏସ୍ଆଇ ଯୁଧିଷ୍ଟର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଥାନା କେଶ ନଂ ୩୭/୧୯ରେ ଚାର୍ଜସିଟ୍ କୋହଳ କରିବାକୁ ବାଇଧର ମଲ୍ଲିକଙ୍କ ଠାରୁ ସେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବାଇଧର ଭିଜିଲାନ୍ସଙ୍କୁ ଅବଗତ…
ମନ୍ଦିରରୁ ମାଇକ୍ ଖୋଲିବା ହେଲା କାଳ: ବିଦ୍ୟୁତ୍ ତାର ନେଲା ଜୀବନ
ଯାଜପୁର ଅଫିସ୍,୧୩।୧୧: ଯାଜପୁର ଜିଲା କୋରାଇ ଥାନା ଶାଳକଣା ଗ୍ରମାରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିରରୁ ମାକଇକ୍ ସେଟ୍ ଖୋଳୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ସେହି ଗାଁର ଅଜୟ…
ଡଙ୍ଗା ଭସାଇ ଫେରୁଥିବାବେଳେ ଦୁର୍ଘଟଣା, ୩ ମୃତ
ଯାଜପୁର ଟାଉନ/ କୋରେଇ, ୧୨।୧୧ (ଡିଏନଏ/ସ୍ବ.ପ୍ର): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇ ଫେରିବାବେଳେ ଏକ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ। ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି। ମୃତକମାନେ…
ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର
ଜେନାପୁର,୧୧।୧୨(ଡି.ଏନ୍.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ଖବରପାଇ ବନ ବିଭାଗ…
ବସ୍ ବାଇକ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର: ରାସ୍ତା ମରାମତି ଦାବିରେ ପ୍ରତିବାଦ ସଭା
ଧର୍ମଶାଳା/ଜେନାପୁର,୧୦ା୧୧(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ବସ୍ ବାଇକ୍ ମୁହଁାମୁହଁି ଧକ୍କା ହୋଇଛି। ଏଥିରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଚାଳକ ଜଣଙ୍କ ଏହି ଥାନା ଅନ୍ତର୍ଗତ ବଉଳମାଳ…
ବିଭିନ୍ନ ସ୍ଥାନରେ ମହମ୍ମଦଙ୍କ ଜୟନ୍ତୀ ପାଳିତ
ଧର୍ମଶାଳା,୧୦ା୧୧(ଡି.ଏନ୍.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଲମାନ ଭାଇମାନେ ଏକତ୍ରିତ ହୋଇ ତାଜିଆ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଧର୍ମଶାଳା ବଜାର ସମେତ ଚୋରମୁହାଁ, ଚହଟା, ବଡ଼ମଙ୍ଗଳପୁର,…
ବସ୍ ବାଇକ୍ ମୁହାଁମୁହିଁ: ବାଇକ୍ ଚାଳକ ଗୁରୁତର
ଜେନାପୁର,୧୦।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଅନ୍ତର୍ଗତ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନଂ. ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍ ଓ ବାଇକ୍ ମୁଁହାମୁହିଁ ହେବାରୁ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ କାଦୁଅବୋଉଳିମାଳ…
ବୁଲ୍ବୁଲ୍ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ
ସିଂହପୁର,୯।୧୧(ଡି.ଏନ୍.ଏ.): ବୁଲ୍ବୁଲ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ୨୪ ଘଣ୍ଟା ଧରି ଅଞ୍ଚଳ ଅନ୍ଧାରରେ ରହିଛି। ଲୋକେ ୬ ମାସ ତଳେ ବାତ୍ୟା…
ସଉଦା କିଣି ଫେରୁଥିବା ବେଳେ ଧକ୍କାଦେଲା ଟ୍ରକ୍ : ଜଣଙ୍କ ଜୀବନଗଲା
ଜେନାପୁର,୮।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ହାଟ ନିକଟସ୍ଥ ରାଣୀବନ୍ଧ ପୋଲ ନିକଟରେ ଶୁକ୍ରବାର ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣଙ୍କ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା(୫୩) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାସ୍କର ସଉଦା…
ବାତ୍ୟା ‘ବୁଲ୍ବୁଲ୍’: ଯାଜପୁର ବିଦ୍ୟୁତ୍ ବିଭାଗର ପ୍ରସ୍ତୁତି
ଯାଜପୁର,୮।୧୧(ନି.ପ୍ର.): ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ନେଇ ଯାଜପୁର ଜିଲା ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା…
Archives


