ପୁରୁଣା ବ୍ରାହ୍ମଣୀ ସେତୁରେ ମାଟିବାଲି ଆସ୍ତରଣ, ଯାତାୟାତ ବାଧାପ୍ରାପ୍ତ
ରସୁଲପୁର,୧୫।୩(ଡିଏନଏ): ରସୁଲପୁର ବ୍ଲକ ବାରବାଟୀ ସୀମା ସଂଲଗ୍ନ ବ୍ରାହ୍ମଣୀ ନଦୀ ଉପରିସ୍ଥ ପୁରୁଣା ବ୍ରାହ୍ମଣୀ ପୋଲ ଉପରେ ବାଲିମାଟିର ଆସ୍ତରଣ ଜମିଛି। ଏହି ପୋଲର ଉଭୟ ପାର୍ଶ୍ୱରୁ ପ୍ରାୟତଃ ୨ଫୁଟ ଓସାରର ବାଲିମାଟି, ପଲିଥିନ, କୁଟାକାଠି, ଲୁହା ପଥରଗୁଣ୍ଡ ମିଶା...
ବେଆଇନ ଖନନ ପ୍ରତିବାଦରେ କଂଗ୍ରେସର ଧାରଣା
ରସୁଲପୁର/ଧର୍ମଶାଳା,୧୫।୩(ଡିଏନଏ): ଯାଜପୁର ଜିଲାର ଲଘୁ ଖଣିଜ ହବ୍ଭାବେ ଜଣାଶୁଣା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡିରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି । ଏହି ଅଞ୍ଚଳର ପାଣିଟାଙ୍କିଠାରେ ଶନିବାରଠାରୁ କଂଗ୍ରେସ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି ।...
ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ: ଅଧ୍ୟକ୍ଷ ପଦବୀ ପାଇଁ ବଦଳି ରାଜନୀତି
ଯାଜପୁର ରୋଡ,୧୫।୩(ଡି.ଏନ.ଏ.): ବ୍ୟାସନଗର ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପଦବୀକୁ ନେଇ ବଦଳି ରାଜନୀତି ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାଧ୍ୟାପକଙ୍କୁ ଏଠାରୁ ରାତିଅଧିଆ ବଦଳି କରାଯାଇ ବର୍ଷକ ତଳେ ବଦଳି କରାଯାଇଥିବା ଅନ୍ୟଜଣେ ପ୍ରାଧ୍ୟାପିକାଙ୍କୁ ପୁଣି ଏଠାକୁ ବଦଳି କରାଯାଇ ଅଣାଯାଇଛି।...
କରୋନା ଭାଇରସ୍ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସଚେତନ ରହିବାକୁ ପରାମର୍ଶ
ସିଂହପୁର,୧୪।୩(ଡି.ଏନ୍.ଏ.): ଯାଜପୁର ଜିଲା ସିଂହପୁର ନିକଟବର୍ତ୍ତୀ ଅଙ୍ଗାଳୋ ଲଛମନ ବାଲାଜୀୟୁ ସ୍ନାତକ ମହାବିଦ୍ୟାଳୟ ପରିସରରେ କରୋନା ସଂକ୍ରମଣର ମୁକାବିଲା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଦିଲୀପ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ...
ମହାବିଦ୍ୟାଳୟ ପରିସରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଜେନାପୁର,୧୩।୩(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦ ପାତ୍ର ମହାବିଦ୍ୟାଳୟ ପରିସରରେ ଥିବା ଏକ ଶାଗୁଆନ ଗଛରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଥାନା ଅନ୍ତର୍ଗତ କାନ୍ତପଡ଼ା ଗ୍ରାମର ଗଙ୍ଗା...
ରସୁଲପୁର ତହସିଲ: ଲିଜ୍ଧାରୀଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ
ରସୁଲପୁର,୧୩।୩(ଡି.ଏନ୍.ଏ.): ରସୁଲପୁର ତହସିଲ ଅଧୀନରେ ବେଆଇନ ବାଲି ମାଫିଆଙ୍କ ପାଦ୍ରୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ମାଫିଆମାନେ ନିଲାମ ବାଲି ଘାଟକୁ ବନ୍ଦ କରିବାକୁ ମହିଳାଙ୍କୁ ଢାଲ କରୁଥିବାବେଳେ ତେଣେ ଲିଜ୍ଧାରୀଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହେଉଛି। ଯାହାଫଳରେ...
‘ନଗଡ଼ା ବିକାଶରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ’
ଯାଜପୁର ଟାଉନ/କାଳିଆପାଣି,୧୩।୩(ଡିଏନଏ): ନଗଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ତେବେ ଏହାକୁ କାର୍ଯ୍ୟକାରୀ କରୁଥିବା ବିଭାଗଗୁଡ଼ିକ ସେମାନଙ୍କ ଦାୟିତ୍ୱକୁ ଠିକ୍ ଭାବେ ତୁଲାଉ ନାହାନ୍ତି। ନଗଡ଼ା ବିକାଶରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ତେଣୁ ଆଗାମୀ ୭ ଦିନ...
ପାରାଭାଡ଼ି ପାହାଡ଼ରେ ବେଆଇନ ଖନନ
ଚଣ୍ଡିଖୋଲ,୧୩।୩(ଡିଏନଏ): ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜି ପରିପୂର୍ଣ୍ଣ ପାରାଭାଡ଼ି ପାହାଡ଼ ଏବେ ବିପଦରେ। ଏହି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇଥିବାବେଳେ ଏଠାରୁ ବିଶ୍ୱପ୍ରସିଦ୍ଧ ଖୀ.ପୂ. ଦ୍ୱିତୀୟ ଶତାଦ୍ଦୀର ଏ୍ୟତିହାସିକ ପାରାଭାଡ଼ି ସ୍ତୂପ ଆବିଷ୍କୃତ ହୋଇଥିଲା। କେବଳ ପାରାଭାଡ଼ି ସ୍ତୂପ...
ପ୍ରହସନ ପାଲଟିଛି ପ୍ଲାଷ୍ଟିକମୁକ୍ତ ଅଭିଯାନ
ରତ୍ନଗିରି,୧୩।୩(ଡିଏନଏ): ପରିବେଶକୁ ପଲିଥିନ ଓ ପ୍ଲାଷ୍ଟିକ୍ ମୁକ୍ତ କରାଯିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ବରୀ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏହି ଅଞ୍ଚଳର ବାଲିଆ, ରତ୍ନଗିରି, କାଇପଡ଼ା, ବରୀ...
ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳକ
ରସୁଲପୁର,୧୨।୩(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡ଼ାଙ୍କ ନାବାଳକ ପୁଅ ଚିତ୍ତରଞ୍ଜନ ଗୁରୁବାର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି। ପରିବାର ଲୋକେ ଖୋଜାଖୋଜି କରିବାର କିଛି ସମୟ ପରେ...
ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି
ରସୁଲପୁର,୧୨।୩(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଶରତ ମହାକୁଡ଼ ନାମକ ଜଣେ ଯୁବକ ତାକୁ ଅସଦାଚରଣ କରିବା ସହ ବଳାତ୍କାର...
କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର
ଦଶରଥପୁର,୯।୩(ଡିଏନ୍ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା...
Archives


