ଯାଜପୁର

ପ୍ରସବ ପରେ ଡାକ୍ତରଖାନାରେ ସ୍ତ୍ରୀ ଆଉ ନବଜାତ ପୁଅକୁ ଛାଡ଼ି ପଳାଇଲେ ସ୍ୱାମୀ, କାର୍ଯ୍ୟାନୁଷ୍ଠାନ ପାଇଁ CWC ଦେଲା ଚେତାବନୀ

ଯାଜପୁର,୧୧ା୧: ଡାକ୍ତରଖାନାରେ ନବଜାତ ଶିଶୁପୁତ୍ର ଏବଂ ସ୍ତ୍ରୀକୁ ଛାଡି ପଳାଇଲେ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଚିକିତ୍ସାଳୟରେ। ମହିଳା ଏବଂ ତାଙ୍କ…

4 months ago

୬୩.୨୫ କୋଟିର ହିସାବ ମିଳିନି

ଯାଜପୁର,୧୦।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ…

4 months ago

ଫେବୃଆରୀ ୬ରୁ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ,୧୦।୧(ପ୍ରଦୀପ୍ତ କୁମାର ପୃଷ୍ଟି): ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ମାଘ…

4 months ago

ଷଣ୍ଢ କଚାଡ଼ି ମାରିଲା

ଯାଜପୁର,୯।୧: ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ। ମୃତକ ଦେଓଦା ଗ୍ରାମର…

4 months ago

ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ଯୁଦ୍ଧ

ଯାଜପୁରରୋଡ୍‌,୮ା୧(ପବିତ୍ର ରଞ୍ଜନ ମହାନ୍ତି): ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ପୋଷ୍ଟର ଯୁଦ୍ଧ…

4 months ago

ବେଧଡ଼କ ବାଲି ଚୋରା ଚାଲାଣ

ଯାଜପୁର ସଦର,୮ା୧(ସମର ବିଜୟ ଶରଣ): ଯାଜପୁର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁର-କୁଆଖିଆକୁ ସଂଯୋଗ କରୁଥିବା ଖରସ୍ରୋତା ନଦୀର ରାଜଘାଟଠାରେ ଥିବା ସେତୁ ନିକଟରୁ ବେଧଡ଼କ…

4 months ago

ଖଣି, ଶିଳ୍ପାଞ୍ଚଳ ବାସିନ୍ଦା ଯକ୍ଷ୍ମା କବଳିତ

ଯାଜପୁର,୮ା୧ (ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ୧୯୯୫ରୁ ଶିଳ୍ପାୟନ ଆରମ୍ଭ ହୋଇଛି। ଏହାର ବହୁ ପୂର୍ବରୁ ଜିଲାର ସୁକିନ୍ଦା ଅଞ୍ଚଳରେ ଖଣି ଖନନ ଆରମ୍ଭ…

4 months ago

୧୭ ବର୍ଷରୁ କମ୍‌ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ

ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍‌ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।…

4 months ago

ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ ବର୍ଷର ଭଉଣୀ,ଭାଇ

ଯାଜପୁର ୬।୧: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସମ୍ମୁଖରେ ଦୁଇ ଭଉଣୀ ଭାଇ ଖେଳୁଥିବା…

4 months ago

କାମ ନ ସରୁଣୁ ଭାଙ୍ଗୁଛି କଂକ୍ରିଟ, ଉଠିଯାଉଛି ପିଚୁ

ଯାଜପୁର,୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପାଣିକୋଇଲି ରାସ୍ତା ଓ କୋଠାବାଡି (ଆରଏଣ୍ଡ ବି) ବିଭାଜନ ଅଧୀନରେ ଚାଲିଥିବା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ…

4 months ago