ଯାଜପୁର

ଖୋଳାଯାଉଛି ନଦୀପଠା

ଯାଜପୁର ଟାଉନ,୧ା୫(ଡି.ଏନ.ଏ.): ଯାଜପୁର ତହସିଲ ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତ ବେଲେଶ୍ୱର ଗ୍ରାମସ୍ଥ ବୈତରଣୀ ନଦୀର ବେଲେଶ୍ୱର ପୋଲ ନିକଟରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି।…

3 years ago

ସାବିତ୍ରୀ ମିଲ୍‌ ଚାଉଳ ଲୁଟ୍‌ ଘଟଣା: ୩.୧୨ କୋଟିରୁ ୮୬.୯୦ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୧ା୫: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ…

3 years ago

୧୦୦ ବଦଳରେ ୩୦ ଶଯ୍ୟା ଡାକ୍ତରଖାନା

ଯାଜପୁର ଅଫିସ, ୩୦।୪: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ସ୍ବାସ୍ଥ୍ୟସେବା ଭୁୁଶୁଡ଼ି ପଡିଛି। ଏହି କ୍ରମରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ…

3 years ago

କ୍ରଶର, କଳାପଥର ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଜିଏସ୍‌ଟି ଚଢ଼ାଉ

ଧର୍ମଶାଳା,୨୯ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚଢ଼େଇଧରାସ୍ଥିତ ଏକ କ୍ରଶର ଓ କଳାପଥର ଖାଦାନ ମାଲିକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ କରାଯାଇଛି। ବିକ୍ରିକର ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ…

3 years ago

ଗାଁରେ ପଶିଲା ଇମ୍ଫା କମ୍ପାନୀ ଆବର୍ଜନା ଜଳ

କାଳିଆପାଣି,୨୯ା୪(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀର ମହାଗିରି କଲୋନୀ ଆବର୍ଜନା ଜଳ କାଳିଆପାଣି ଗାଁରେ ପଶିଛି। ଫଳରେ ଏହାକୁ ନେଇ ଶୁକ୍ରବାର…

3 years ago

ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ଲୋକାୟୁକ୍ତରେ ମାମଲା

ଯାଜପୁର ଅଫିସ,୨୯ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଜଣେ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ରାସ୍ତା ନିର୍ମାଣ କରାଯାଇ ସରକାରୀ ଟଙ୍କା ବ୍ୟୟ ହୋଇଛି। ଏହାସହ ସରକାରୀ ଜମିରେ…

3 years ago

ଦୂର ହେଉଛି ଅବ୍ୟବସ୍ଥା

ରସୁଲପୁର,୨୮ା୪(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା କ୍ରମଶଃ ଦୂର ହେବାରେ ଲାଗିଛି। ଏଠାରେ ରୋଗୀ ସେବାଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ମାଗଣା…

3 years ago

ଡ୍ରେନ୍‌ ସଫେଇରେ ଦୁର୍ନୀତି ଅଭିଯୋଗ

ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ସୟଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ଡ୍ରେନ୍‌ ସଫେଇରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ୍‌ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ,…

3 years ago

ଜାଲ୍‌ ସାର୍ଟିଫିକେଟରେ ଚାକିରି: ଶିକ୍ଷୟିତ୍ରୀଙ୍କ ବିରୋଧରେ ଏତଲା ଦେଲେ ବିଇଓ

ଚଣ୍ଡିଖୋଲ,୨୮ା୪(ଡି.ଏନ.ଏ.): ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ରଇପୁର ପଞ୍ଚାୟତ ପାଥପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ…

3 years ago

ଅସଲି ଟ୍ରାନ୍‌ଜିଟ୍‌ ପାସ୍‌ ଖୋଜୁଛି ନିର୍ମାଣ ବିଭାଗ

ଯାଜପୁର ଅଫିସ,୨୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଯୋଗାଣ ହୋଇଥିବା ପଥର ସାମଗ୍ରୀର ୱାଇ ଫର୍ମ ବା ଟ୍ରାନ୍‌ଜିଟ୍‌ ପାସ୍‌(ଟିିପି)ର ଅସଲି ତଥା ଯର୍ଥାଥତା ଖୋଜୁଛି…

3 years ago