ଜଗତ୍‌ସିଂହପୁର

କଚ୍ଛପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ

ରଘୁନାଥପୁର,୧୩।୨(ରାଜେନ୍ଦ୍ର ନାରାୟଣ ସିଂହ):ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଜନତାଙ୍କ ଯାତାୟାତ ସୁବିଧା ପାଇଁ ରାସ୍ତାଘାଟର ନବୀକରଣ କାର୍ଯ୍ୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଟେଣ୍ଡର ପ୍ରାପ୍ତ ଠିକାଦାରଙ୍କ…

3 months ago

ପାରାଦୀପ ବତିଘର ପାଲଟିବ ପର୍ଯ୍ୟଟନ ସ୍ଥଳ

ପାରାଦୀପ,୧୩।୨(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରର ପ୍ରତୀକ ହେଉଛି ସମୁଦ୍ର କୂଳରେ ଥିବା ବତିଘର (ଲାଇଟ ହାଉସ)। ୩୬ ବର୍ଷ ହେଲା ଏହି ବତିଘର ସାମୁଦ୍ରିକ…

3 months ago

ବେଳାଭୂମି ଝାଉଁ ଜଙ୍ଗଲରେ ନିଆଁ: ଶତାଧିକ ଗଛ ଜଳିଗଲା

ପାରାଦୀପ,୧୧।୨(ଶରତ ରାଉତ)ପାରାଦୀପ ବନ୍ଦର ସହର ନିକଟସ୍ଥ ବେଳାଭୂମିରେ ଥିବା ଝାଉଁ ଜଙ୍ଗଲରେ ଶନିବାର ସାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ଶତାଧିକ ଝାଉଁଗଛ ପୋଡ଼ିଯାଇଛି। ଖବରପାଇ…

3 months ago

ଦିନକରେ ୭୯ ଟ୍ରେନ୍‌ରେ ପଣ୍ୟ କାରବାର ରେକର୍ଡ

ପାରାଦୀପ,୬।୨(ଶରତ ରାଉତ):ପାରାଦୀପ ବନ୍ଦର ରବିବାର ଟ୍ରେନ୍‌ରେ ପଣ୍ୟ କାରବାରରେ ରେକର୍ଡ କରିଛି। ଗୋଟିଏ ଦିନରେ ୭୯ଟି ଟ୍ରେନ୍‌ରେ କାରବାର କରିଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ଟ୍ରେନ କାରବାର…

3 months ago

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକବେଳେ ହଟ୍ଟଗୋଳ

କୁଜଙ୍ଗ,୬।୨(ମନୋଜ ପ୍ରଧାନ):ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପାଇଁ କୁଜଙ୍ଗ ବ୍ଲକ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସହପର୍ଯ୍ୟବେକ୍ଷକ ଗିରିଶ ଦାସ…

3 months ago

ରେଢୁଆ ସମବାୟ ସମିତିରେ ମିଳୁନି ରେକର୍ଡପତ୍ର

ରଘୁନାଥପୁର,୨।୨ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ରେଢ଼ୁଆସ୍ଥିତ କୃଷି ସେବା ସମବାୟ ସମିତିରେ ଗତ ଏକମାସ ଧରି ଅବ୍ୟବସ୍ଥା ଲାଗି ରହିଛି। ସମିତିରେ ବହୁ ଗୁରୁତ୍ୱପୂର୍ଣ୍ଣ…

3 months ago

ଚିକେନ ଅର୍ଡର କରି ୨୦ ହଜାର ନେଇଗଲେ

ପାରାଦୀପ,୧।୨:(ଶରତ ରାଉତ)ପାରାଦୀପ ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧରା ବନ୍ଦର ପରିସରରେ ବୁଧବାର ଜଣେ ଚିକେନ ବ୍ୟବସାୟୀ ସାଇବର ଠକେଇର ଶିକାର ହୋଇଛନ୍ତି। ଚିକେନ ଅର୍ଡର କରିବା ନଁାରେ…

3 months ago

ଲେବର ରୁମ୍‌ରେ ପୁଅ ଜନ୍ମ, ଓ୍ବେଟିଂ ହଲ୍‌ରେ ବାପା ମୃତ

ଜଗତ୍‌ସିଂହପୁର, ୨୮ା୧(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସହରସ୍ଥିତ କିଓରୱେଲ ହସ୍ପିଟାଲ (ନର୍ସିଂହୋମ୍‌)ରେ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନା ବୋରିକିନା ବରଗୁଡ଼ିପଡ଼ାର କସ୍ତୁରୀ ବେହେରାଙ୍କ ନର୍ସିଂ ହୋମ୍‌ରେ ଏକ…

3 months ago

ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ : ୮ଜଣଙ୍କ ନାମରେ ରୁଜୁ ହେଲା ମାମଲା

ବାଲିକୁଦା,୨୩।୧(ତାପସ ସ୍ବାଇଁ): ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ପୋଲିସକୁ ମାଡ଼ ଖାଇବାକୁ ପଡ଼ିଛି। ଏପରିକି ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ପୋଲିସ ହାତରୁ ଛଡ଼ାଇ ନେଇଛନ୍ତି।…

3 months ago

ପ୍ରଶାନ୍ତ ହେଲେ ସୁହାଇବ, ଅମରେନ୍ଦ୍ର ଅଡ଼ୁଆ

ଜଗତ୍‌ସିଂହପୁର,୧୯ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆବହାଓ୍ବା ବେଶ୍‌ ପରିଲକ୍ଷିତ ହେଲାଣି। ବିଶେଷକରି ବିଜେଡି ରାଜନୀତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି…

3 months ago