ଜଗତ୍‌ସିଂହପୁର

ରାତିରେ ପରିବହନ ହେଉଛି ପିଡିଏସ୍‌ ସାମଗ୍ରୀ

ନାଉଗଁା,୩୦ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ସରକାରୀ ନିୟମ ଉଲ୍ଲଘଂନ ହେଉଛି। ଉକ୍ତ ବ୍ଲକରେ ସମୁଦାୟ ୧୭ ହଜାର ୨୫୪ ଜଣ ଖାଉଟି କାର୍ଡଧାରୀ ଥିବାବେଳେ…

3 years ago

ଅବାଧରେ ଚାଲିଛି ଚୋରା ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୩୦ା୧୧: ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି। ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ…

3 years ago

ଯଶୋବନ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି

ବିରିଡି,୨୯।୧୧(ଡି.ଏନ.ଏ.): ଓଡ଼ିଆ ଭାଷା, ସଂସ୍କୃତିକୁ ଆଧ୍ୟାମତ୍ିକ ରଚନାବଳୀ ଦ୍ୱାରା ରୁଦ୍ଧିମନ୍ତ କରି ଓଡ଼ିଆ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ କରିବାକୁ ମଧ୍ୟଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ସାଧକ…

3 years ago

ସେବା ନିବୃତ୍ତ ହେଲା ‘ଆଇସିଜିଏସ୍‌ ସରୋଜିନୀ ନାଇଡୁ’

ପାରାଦୀପ,୨୬।୧୧(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ଓଡ଼ିଶା ଉପକୂଳରେ ଗତ ୨୦ ବର୍ଷ ଧରି ସାମୁଦ୍ରିକ ପାଟ୍ରୋଲିଂ କରୁଥିବା ଜାହାଜ ‘ଆଇସିଜିଏସ୍‌ ସରୋଜିନୀ ନାଇଡୁ’ ଶୁକ୍ରବାର ସୂର୍ଯ୍ୟାସ୍ତ…

3 years ago

ବସ୍‌ ଧକ୍କାରେ ଯୁବକଙ୍କ ଜୀବନ ଗଲା

ନାଉଗାଁ,୨୪ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଇରା ଛକ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ…

3 years ago

ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭଙ୍ଗା, ଗଛ କଟାକୁ ବିରୋଧ

ନାଉଗଁା,୨୩ା୧୧(ସ୍ବ.ପ୍ର): ନାଉଗଁା ତହସିଲ ଅନ୍ତର୍ଗତ ଜାମୁଗଁାସ୍ଥିତ ଉପସ୍ବାସ୍ଥ୍ୟକେନ୍ଦ୍ର ଭଙ୍ଗା ଓ ଏହାର ନିକଟରେ ଥିବା ଗଛା କଟାକୁ ବନ୍ଦ କରିବା ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବାଦ…

3 years ago

ପାରାଦୀପ ବନ୍ଦରରେ ଆଇଏନ୍‌ଏସ୍‌ ଘଡ଼ିଆଳ

ପାରାଦୀପ,୨୩।୧୧(ସ୍ବ.ପ୍ର.): ଡିସେମ୍ବର ୫ ନୌସେନା ଦିବସ ପାଳିତ ହେବ। ଏହା ଅବ୍ୟବହିତ ପୂର୍ବରୁ ନୌସେନା ପକ୍ଷରୁ ଦୁଇଦିନିଆ ସ୍ବାସ୍ଥ୍ୟସେବା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦରରେ…

3 years ago

ଟୋକନ୍‌ ବାତିଲ, ମିଲରଙ୍କ ମନମାନିକୁ ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ୍‌, ୨୦।୧୧: ଟୋକନ ବାତିଲ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କି ୨ରୁ ୩ ଥର ବି ଟୋକନ୍‌ ବାତିଲ ହେବା ସହ ଆଉ…

3 years ago

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ପାନୀୟ ଜଳ ପ୍ରକଳ୍ପ

ନାଉଗଁା,୧୯ା୧୧(ସ୍ବ.ପ୍ର): ବିଶୁଦ୍ଧ ପାନୀୟ ଜଳ ଜନସାଧାରଣଙ୍କୁ ସୁବିଧାରେ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ମାଧ୍ୟମରେ ସୁଉଚ୍ଚ ପାଣି ଟାଙ୍କି…

3 years ago

ବିଦ୍ୟୁତ୍‌ ସଂଯୋଗ କଟିବାରୁ ପାଠପଢ଼ା ବ୍ୟାହତ

ନାଉଗାଁ,୧୭ା୧୧(ସ୍ବ.ପ୍ର): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତକରଣ କରୁଛନ୍ତି। ଏହି ଯୋଜନାରେ ବିଦ୍ୟାଳୟର ଖେଳପଡ଼ିଆଠାରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯନ୍ତ…

3 years ago