ଜଗତ୍‌ସିଂହପୁର

ନିଆଁରେ ୮୦ ଛେଳି, ୧ ଗାଈ ଜୀବନ୍ତଦଗ୍ଧ

କୁଜଙ୍ଗ,୨୧। ୧୨(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଦୁଆଡିଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଜଳିଯାଇଛି। ସେଠାରେ ଥିବା ୮୦…

3 years ago

ପାଇପ ବିଛା ପାଇଁ ରାସ୍ତା ଖୋଳା ଯାଉଛି, ପୋତା ଯାଉନି

ନାଉଗଁା,୨୦ା୧୨(ସ୍ବ.ପ୍ର.):ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକର ବିଭିନ୍ନ ପଞ୍ଚାୟତରେ…

3 years ago

ଅଭିଯୋଗ ଅଧିକ, ଫଇସଲା କମ୍‌

ଜଗତ୍‌ସିଂହପୁର ଅଫିସ,୨୦ା୧୨:ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ ଅଞ୍ଚଳର ଲୋକଙ୍କ ସମସ୍ୟାଗୁଡିକର ସମାଧାନ ନିମନ୍ତେ ପ୍ରତିମାସରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କରାଯାଉଛି। ଏହାର…

3 years ago

ଆହତଙ୍କ ସହ ମଦ ପିଇଲେ ଆମ୍ବୁଲାନ୍ସ ଚାଳକ

ଜଗତ୍‌ସିଂହପୁର ଅଫିସ, ୨୦ା୧୨:ରାସ୍ତା ପାର୍ଶ୍ୱରେ ଆମ୍ବୁଲାନ୍ସ ଅଟକାଇ ଚାଳକ ଗ୍ଲାସରେ ମଦ ପିଉଥିବାବେଳେ ଆହତଙ୍କ ପାଇଁ ପେଗ୍‌ ବନାଉଛନ୍ତି। ଗାଡ଼ିର ପଛ ସିଟ୍‌ରେ ଜଣେ ମହିଳା ଓ…

3 years ago

ରାସ୍ତାରେ ବାଲି ଗଦା, ବଢୁଛି ଜନ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୯ା୧୨:ଜଗତ୍‌ସିଂହପୁର ଜିଲାରେ ବାଲିଘାଟ ନିଲାମ କରି ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ଓ ଲୋକଙ୍କ ସ୍ବାର୍ଥକୁ ଗୌଣ କରାଯାଉଥିବାରୁ…

3 years ago

ଦିନକରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ

ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍‌ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର ପ୍ରଶାସନ…

3 years ago

ସମ୍ପ୍ରସାରଣରେ ବାଧକ ସାଜିବ ବାସଗୃହ, ବିଦ୍ୟୁତ୍‌ ଖୁଣ୍ଟ

ନାଉଗଁା,୧୪ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକ ଅନ୍ତର୍ଗତ କୋକଢ଼ିହ- ତେଲସରା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଏହି ରାସ୍ତା ରହିଛି। ଏବେ…

3 years ago

ମନମୁଖି ଭାବେ ଚାଲିଛି ଡାକଘର, ଅସୁବିଧା ଭୋଗୁଛନ୍ତି ଲୋକେ

ନାଉଗାଁ,୧୩ା୧୨(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଭାରତୀୟ ଡାକ। ପୂର୍ବରୁ ଡାକ ଘର ମାଧ୍ୟମରେ କେବଳ ଚିଠି ପତ୍ର ଦେବା ନେବା ,ଟଙ୍କା ଜମା ଓ…

3 years ago

ଜଗତ୍‌ସିଂହପୁରରେ ହେବ ମଡେଲ ବସ୍‌ଷ୍ଟାଣ୍ଡ

ଜଗତ୍‌ସିଂହପୁର ଅଫିସ, ୧୩ା୧୨: ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ ବର୍ଷ ପୂର୍ବରୁ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା…

3 years ago

ବଢୁଛି ବେଆଇନ ଇଟାଭାଟି, ଚୁପ୍‌ ବସିଛି ପ୍ରଶାସନ

ନାଉଗାଁ,୧୨ା୧୨(ସ୍ବ.ପ୍ର.): ନାଉଗାଁ  ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସରକାରୀ ଆଇନକୁ ଖୋଲା ଉଲ୍ଲଂଘନ କରି ଏସବୁ ଇଟାଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ…

3 years ago