ବିନା ସୁରକ୍ଷାରେ ଶିକ୍ଷକ ଜଗିଛନ୍ତି ସଙ୍ଗରୋଧ କେନ୍ଦ୍ର
ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ ବ୍ୟବସ୍ଥା, ଭିତ୍ତିଭୂମି ନ ସଜାଡି ଲୋକଙ୍କୁ ନେଇ ରଖାଯାଇଛି। ସ୍କୁଲ ଗୁଡ଼ିକରେ ଥିବା ପାଇଖାନାକୁ…
ଭୋଜି ପରେ ଗଣ୍ଡଗୋଳ, ଜଣେ ଗୁରୁତର
ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- ଭୋଜିପରେ ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ ଓ ସହଯୋଗୀଙ୍କ କାଠ ଫାଳିଆ ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବେଗୁନିଆପଡା କଞ୍ଚଣା ଛକଠାରେ। ପୋଲିସ ସୂଚନା ପ୍ରକାରେ, ଗୁରୁବାର ରାତିରେ ଜେ.ମାନସ ଭାଟପଡ଼ା ଗ୍ରାମର ୨ଜଣ ବ୍ୟକ୍ତିଙ୍କ…
ମଦସହ ୩ ବାଇକ ଜବତ, ୩ ଗିରଫ
ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- କରୋନା କଟକଣାର ଫାଇଦା ନେଇ ଅସାଧୁ ମଦ ବେପାରୀ ମାତିଛନ୍ତି। ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଶୁକ୍ରବାର ଶାଳବଣ ଛକରେ ପାଟ୍ରୋଲିଂବେଳେ ବାଇକରେ ମଦ ନେଇ ଯାଉଥିବା ୩ ଜଣଙ୍କୁ ଗିରଫ କରିବା ସହ ୬ଶହ ଲିଟର…
ସଂଘବଦ୍ଧ ଆକ୍ରମଣ ମାମଲା; ୩ କୋର୍ଟଚାଲାଣ
ଦିଗପହଣ୍ଡି,୧୫।୫(ଡି.ଏନ.ଏ.)-ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମର ଏମ. କଂଗ୍ରେସ ପାତ୍ର, ଏମ.ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ ତାଙ୍କ ସମ୍ପର୍କୀୟ ଏମ. ମାଗି ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି,…
ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ
ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ବୁଲି ଦେଖିଛନ୍ତି। ହସ୍ପିଟାଲ ମଧ୍ୟରେ ଡାକ୍ତର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ…
କୋଭିଡ କେୟାର ହସ୍ପିଟାଲରେ ପରିଣତ ହେଲା ପାରଳା ଇଞ୍ଜିନିୟରିଂ, ଛତ୍ରପୁର କଲେଜ; ରହିଛି ମୋଟ ୬୦୦ ଶଯ୍ୟା
ଛତ୍ରପୁର, ୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଏବେ ଗୋଟିଏ କୋଭିଡ ହସ୍ପିଟାଲ ରହିଛି। ଅପରପକ୍ଷରେ ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି। ଏଥିରେ ଥିବା ଆଇସୋଲଶନ…
ଗଞ୍ଜାମରେ ବଢୁଛି ସଂଖ୍ୟା: ୪ ମେଡିକାଲର ୧୫୦ ଡାକ୍ତର, ଷ୍ଟାଫ୍ଙ୍କ ହେଲା କୋଭିଡ ଟେଷ୍ଟ
ଛତ୍ରପୁର, ୧୫।୫(ଡି.ଏନ୍.ଏ.): ରାଜ୍ୟର ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ସର୍ବାଧିକ ରହିଛି। ଏହି ପରିପ୍ରେକ୍ଷୀରେ ୪ ଟି ମେଡିକାଲର ଡାକ୍ତର, ନର୍ସ, ଆଟେନାଣ୍ଟ, ଡ୍ରାଇଭର, ସୁଇପର, ଫାର୍ମାସିଷ୍ଟ ଆଦି ୧୫୦ ଜଣଙ୍କର କୋଭିଡ ଟେଷ୍ଟିଙ୍ଗ କରାଯାଇଛି। ଏହି ମେଡିକାଲ ମଧ୍ୟରେ…
ଚିନ୍ତା ବଢ଼ାଉଛି ଗଞ୍ଜାମ: ଶେରଗଡ଼ରେ ସରପଞ୍ଚମାନଙ୍କ ସହ ୫-ଟି ସଚୀବଙ୍କ ସମୀକ୍ଷା; କହିଲେ ‘୩୦ ତାରିଖ ଯାଏ ଅପେକ୍ଷା କର’
ଶେରଗଡ଼,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଶୁକ୍ରବାର କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲାରେ ପ୍ରସ୍ତୁତି ଏବଂ କାମ ଠିକ୍ ଭାବେ ଚାଲିଛି। ମେ ୩୦ ତାରିଖ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ଅନ୍ତେବାସୀ ଶିଶୁଙ୍କ ମନ ଜିଣି ଚର୍ଚ୍ଚାରେ ତହସିଲଦାର
ପୁରୁଷୋତ୍ତମପୁର,୧୫ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିଥିବା କୋମଳମତି ଶିଶୁଙ୍କୁ ଖେଳଣା, କଣ୍ଢେଇ, ବିସ୍କୁଟ ଦେଇ ସେମାନଙ୍କ ମନ ମୋହି ଚର୍ଚ୍ଚାକୁ ଆସିଛନ୍ତି ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ। ସରକାରଙ୍କ ପକ୍ଷରୁ ପ୍ରବାସୀଙ୍କ ରହିବା,…
ଗଞ୍ଜାମ ଗସ୍ତରେ ଆସିବେ ଓଡ଼ିଶା ଉନ୍ନୟନ କମିଶନର, ୫ଟି ସଚିବ
ଛତ୍ରପୁର,୧୫ା୫(ଡି.ଏନ୍.ଏ.) : ଓଡ଼ିଶା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ ଜିଲାର ଶେରଗଡ଼, ହିଞ୍ଜିଳି, କବିସୂର୍ଯ୍ୟନଗର, ଆସିକା, ପୋଲସରା ଏବଂ ବ୍ରହ୍ମପୁର ଯାଇ ଉଭୟ କୋଭିଡ୍-୧୯ ପରିସ୍ଥିତିର…
ମିଲ୍ ପରେ ଏବେ ସୁଗମ ଯୋଜନା: ଚାଲି ଚାଲି ଯାଉଥିବା ଅନ୍ୟ ଜିଲାର ଶ୍ରମିକଙ୍କୁ ବସ୍ରେ ଘରକୁ ପଠାଉଛି ଗଞ୍ଜାମ ପ୍ରଶାସନ
ଛତ୍ରପୁର, ୧୫।୫( ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଆରମ୍ଭ ହୋଇଥିବା ମିଲ୍ ଯୋଜନା ସହ ଏବେ ସୁଗମ ଯୋଜନା ଯୋଡି ହୋଇଯାଇଛି। ମିଲ୍ ଯୋଜନାରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଶୁଖିଲା ଖାଦ୍ୟ ପ୍ୟାକେଟକୁ ଲୋକେ ଦାନ କରୁଛନ୍ତି। ପରେ ଗରୀବ ପରିବାରଙ୍କୁ…
ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା
ଛତ୍ରପୁର, ୧୫।୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି। ସେମାନେ ଦିନରାତି ଏକକରି ଲୋକଙ୍କୁ ସଚେତନ କରିବା ସହ ଦୋକାନ ବଜାର ଓ କ୍ୱାରାଣ୍ଟାଇନ…
Archives


