ଗଞ୍ଜାମରେ ୨ ହୋମଗାର୍ଡ କରୋନା ପଜିଟିଭ୍
ଛତ୍ରପୁର,୨୭l୫(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ପୋଲସରା ଥାନାର ୨ ଜଣ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ଏହି କର୍ମଚାରୀଙ୍କ ମଧ୍ୟରୁ ଜଣେ ଜଗନ୍ନାଥପୁର ଷ୍ଟେଶନ ଓ ଅନ୍ୟ…
ଯୁବକଙ୍କୁ ଅପହରଣ ପରେ ହତ୍ୟା
ପାଟପୁର,୨୭ା୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଜଙ୍ଗଲରୁ ପାଟପୁର ପୋଲିସ ବୁଧବାର ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ସେ ହେଲେ ବ୍ରହ୍ମପୁର ଶାସ୍ତ୍ରୀନଗରର ବିଭୂପ୍ରସାଦ ଦାସ…
ଚେନ୍ ଟାଣି ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଇଗଲେ ୪୧୩ ପ୍ରବାସୀ ଓଡିଆ
ଖଲିକୋଟ,୨୭ା୫(ଡି.ଏନ୍.ଏ.)- ଖଲ୍ଲିକୋଟ ରେଲ୍ୱେ ଷ୍ଟେଶନରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ଶ୍ରମିକ ସ୍ପେଶାଲ ଟ୍ରେନର ଚେନ୍ ଟାଣି ୪୩୧ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଳାଇଥିଲେ। ଷ୍ଟେଶନ ଅଞ୍ଚଳର ବହୁ ଯୁବକ ସେମାନଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖଲ୍ଲିକୋଟ…
ସଂସ୍କାର ପାଇଁ ଯାଉଥିବା ମୃତଦେହ ଜବତ କଲା ପୋଲିସ
ପାଟପୁର,୨୭ା୫- ପାଟପୁର ପୋଲିସ ବୁଧବାର ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ୱାର ଯାଉଥିବା ମୃତଦେହକୁ ଜବତ କରିଛି। ମୃତଦେହ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଗଣେଶ ସାମନ୍ତରାୟ (୫୫) ବୁଧବାର ଅପରାହ୍ନରେ…
ଭିଜିଲାନ୍ସ ଜାଲରେ ପିପଳପଙ୍କା ବନରକ୍ଷୀ, ରାତ୍ର ଜଗୁଆଳି
ବ୍ରହ୍ମପୁର ଅଫିସ,୨୭।୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧିନରେ ଥିବା ପିପଳପଙ୍କା ବନରକ୍ଷୀ (ଫରେଷ୍ଟ ଗାର୍ଡ) ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ବୁଧବାର ମଧ୍ୟାହ୍ନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ…
ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ପାଣ୍ଡିଆ ଗ୍ରାମକୁ ସଟ୍ଡାଉନ ଘୋଷଣା
ପୁରୁଷୋତ୍ତମପୁର,୨୭।୫(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ପାଣ୍ଡିଆ ଗ୍ରାମରେ। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ପାର୍ସିଆଲ ସଟ୍ଡାଉନ ଘୋଷଣା କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସୋମବାର ରାତିରେ ଲକ୍ଷଣ ଜଣାପଡ଼ିବା ପରେ…
ରାଇସ ମିଲ୍ରୁ ବିଷଧର ସାପ ଉଦ୍ଧାର
ବୁଗୁଡ଼ା,୨୭ା୫(ଡି.ଏନ.ଏ.)-ବୁଗୁଡ଼ା ସହର ନିକଟସ୍ଥ ଷୋହଳମାଇଲି ଠାରେ ଥିବା ଶଙ୍କର ରାଇସ୍ ମିଲରୁ ବୁଧବାର ଅପରାହ୍ନରେ ଏକ ୫ ଫୁଟିଆ ବିଷଧର ସାପ ଉଦ୍ଧାର କରାଯାଇଛି। ମିଲ୍ରେ କାମ କରୁଥିବାବେଳେ ଉକ୍ତ ସାପଟିକୁ ଅଚାନକ ଜଣେବ୍ୟକ୍ତି ଦେଖିଥିଲେ। ଖବର ପାଇ ଦଦରାଖୋଲର ନାରାୟଣ…
କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ଜନଗହଳିରୁ ଦୁରେଇ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟଠାରୁ…
ଗଞ୍ଜାମରେ ହୋମ୍ କ୍ୱାରାଣ୍ଟାଇନ୍ରେ ଅଛନ୍ତି ପ୍ରବାସୀ: ନିୟମିତ ସ୍ବାସ୍ଥ୍ୟାବସ୍ଥା ମନିଟରିଂ କରୁଛି ଟିମ୍
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମକୁ ଫେରୁଛନ୍ତି। ଜି଼ିଲାରେ ବହୁ ପ୍ରବାସୀ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନିରୀକ୍ଷଣ ପାଇଁ ଗଠିତ ଟିମ ସେମାନଙ୍କ ଘରକୁ ଯାଇ ନିୟମିତ ମନିଟରିଂ କରୁଛି। ଏହା ଏକ ଗୁରୁତ୍ୱପୂର୍ଣ…
୨୦ ହଜାର ଲୋକଙ୍କୁ କୋଭିଡ୍ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ, ଟୁଇଟ୍ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର,୨୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି। ଜିଲାର ୨୦ ହଜାର ଲୋକଙ୍କୁ କୋଭିଡ୍ -୧୯ କମ୍ୟୁନିଟି ତାଲିମ…
ତହସିଲ୍ଦାରଙ୍କୁ ଧମକ ମାମଲା, ଜେଲ ଗଲେ ଅଭିଯୁକ୍ତ
ଚିକିଟି,୨୭ା୫(ଡି.ଏନ.ଏ.)- କ୍ୱାରାଣ୍ଟାଇନ୍ ସେଣ୍ଟର ନିକଟରେ କ୍ରିକେଟ ଖେଳୁଥିବାବେଳେ ବାରଣ କରିବାରୁ ପାତ୍ରପୁର ତହସିଲଦାରଙ୍କୁ ଗାଳିଗୁଲଜ ଓ ଧମକ ମାମଲାରେ କେ.ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ନୂଆ ମୈଶାନପୁର ଗ୍ରାମର ତ୍ରିପତି ସାହୁ।…
ଦୁଇ ଯୁବକଙ୍କୁ ଅପହରଣ: ଜଣେ ଉଦ୍ଧାର, ଅନ୍ୟଜଣଙ୍କ ପତ୍ତା ମିଳୁନି
ପାଟପୁର,୨୭ା୫- ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକକୁ ଶନିବାର ଅପରାହ୍ନରେ ଅପହରଣ କରାଯାଇଥିଲା। ଜଣଙ୍କୁ ହାତଗୋଡ ବନ୍ଧାବେଳେ ଗ୍ରାମବାସୀ ରବିବାର ଉଦ୍ଧାର କରିଥିବାବେଳେ ଅନ୍ୟଜଣଙ୍କ ପତ୍ତା ମିଳିନାହିଁ। ଏନେଇ ପାଟପୁର ପୋଲିସ ନଂ.୧୧୫/୨୦ରେ ମାମଲା ରୁଜୁ…
Archives


