ବ୍ରହ୍ମପୁର ସହରରେ କରୋନା ଭୟ: ଫାଷ୍ଟ ଗେଟ ସିଲ୍
ବ୍ରହ୍ମପୁର ଅଫିସି,୧୩।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସହର ଜିଲାର ଏକ ମାତ୍ର ପ୍ରମୁଖ ସହର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ସହରର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଲକ୍ଡାଉନ୍...
କରୋନା ସଂକ୍ରମଣ ଭୟ: ବ୍ରହ୍ମପୁର ସୀମା ସିଲ୍
ବ୍ରହ୍ମପୁର ଅଫିସ,୧୩।୭-ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲା ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ସୋମବାର ବ୍ରହ୍ମପୁର ସହରର...
ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ
ଗଞ୍ଜାମ,୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ । କାର୍ଯ୍ୟରେ ଯୋଗ ଦେବା ପାଇଁ ହେଲେ କୋଭିଡ-୧୯ ଟେଷ୍ଟ କରିବାକୁ ଅଷ୍ଟମ...
କରଡ଼ାକନାରେ ୨ ଦୋକାନ ସିଲ: ୧୦ହଜାର ଜରିମାନା ଆଦାୟ
ଶେରଗଡ଼,୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଦିନ ଅଞ୍ଚଳରେ ଯାଞ୍ଚ କରାଯାଉଛି। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ଯେପରି ନ ହେବ ସେଥି ପ୍ରତି ତହସିଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ପ୍ରତିଦିନ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା,...
ଛତ୍ରପୁରରେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍: ବ୍ୟାଙ୍କ, ୫ ଗାଁ ଶଟଡାଉନ
ଛତ୍ରପୁର,୧୩।୭(ଡି.ଏନ୍.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏ ନେଇ ଗୋଟିଏ ବ୍ୟାଙ୍କ ଶାଖାକୁ ୫ ଦିନ ଓ ୫ ଟି ଗାଁକୁ ସ୍ଥାନୀୟ ସରପଞ୍ଚମାନେ ୭ ଦିନ ଶଟଡାଉନ ଘୋଷଣା କରିଛନ୍ତି। ମିଳିଥିବା...
ଗଞ୍ଜାମର ୮୧ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ରେ: ବୁଝାଇଲେ ଜ଼ିଲାପାଳ
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି। ଜିଲାରେ ପ୍ରତିଦିନ ୨ଶହରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚି଼ହ୍ନଟ ହେବାରେ ଲାଗିଛନ୍ତି। ଅପରପକ୍ଷରେ...
ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଗଞ୍ଜାମ ଜିଲା। ଏଠାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି...
ବାପାଙ୍କ ମୃତଦେହ ଛୁଇଁ ପାରିଲେନି କରୋନା ଯୋଦ୍ଧା
ପାତ୍ରପୁର,୧୨ା୭(ଡି.ଏନ୍.ଏ.)- ବାପାଙ୍କ ମୃତଦେହ ଛୁଇଁ ପାରିଲେନି କରୋନା ସଂକ୍ରମିତ ଝିଅ। କୋଭିଡ୍ ହସ୍ପିଟାଲରୁ ଆସି କେବଳ ଶେଷ ଦର୍ଶନ କଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ଗ୍ରାମରେ। ଉକ୍ତ ଗ୍ରାମରେ କିଛିବର୍ଷ ହେଲା...
ମୃତଦେହ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ୍
ବୁଗୁଡ଼ା,୧୨ା୭(ଡି.ଏନ୍.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଗବାନପୁର ସରପଞ୍ଚ ସସ୍ମିତା ପ୍ରଧାନ ରବିବାର...
ମଧୁମେହ ରୋଗୀଙ୍କ ସହ ଏହି ସବୁ ଲୋକଙ୍କୁ କରୋନା ହେବାର ରହିଛି ଅଧିକ ଆଶଙ୍କା: ଜାଣନ୍ତୁ କିପରି ହେବେ ଯତ୍ନବାନ
ବ୍ରହ୍ମପୁର ଅଫିସବ,୧୨।୭: କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ଓ ଶଟ୍ଡାଉନ୍ ଘୋଷଣା କରିଛନ୍ତି। କରୋନା ସଂକ୍ରମଣରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସରକାର ଯଥା ସମ୍ଭବ ପଦକ୍ଷେପ...
ଗଞ୍ଜାମରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
ଛତ୍ରପୁର,୧୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କ ଶନିବାର କରୋନାରେ ମୃତ୍ୟୁ ଘଟିଛି। ରବିବାର ଏ ସମ୍ପର୍କରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଟୁଇଟ କରି ସୂଚନା ଦେଇଛନ୍ତି। କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...
ଗଞ୍ଜାମ ଜିଲାପାଳଙ୍କ ପ୍ରଶ୍ନ: କରୋନା ଲକ୍ଷଣ ଲୁଚାଇ, ବିନା ଡାକ୍ତର ପରାମର୍ଶରେ ପାରାସିଟାମଲ ଖାଉଛନ୍ତି କି?
ଛତ୍ରପୁର,୧୨।୭(ଡି.ଏନ୍.ଏ.): କରୋନାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଜିଲାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କରୋନା ଲକ୍ଷଣ ନ ଲୁଚାଇବାକୁ ବାରମ୍ବାର କୁହାଯାଇଥିଲେ ସୁଦ୍ଧା ଲୋକେ ପାରାସିଟାମଲ ଖାଉଛନ୍ତି।...
Archives


