ଫେସବୁକରୁ ପ୍ରେମ ପରେ ଅଶ୍ଲିଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଯୁବକ ଗିରଫ
ବେଗୁନିଆପଡ଼ା,୩୦।୩(ଡି.ଏନ.ଏ): ପ୍ରଥମେ ଫେସବୁକରୁ ବନ୍ଧୁତା ପରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଭିଡିଓ କଲରେ ଭିଡିଓ ଶୁଟ କରି ଥିଲା ପ୍ରେମିକ। ଆଉ ତାପରେ ସମୟ ସୁବିଧା ଦେଖି ଖରାପ ଭିଡିଓ ଶୁଟ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲା।…
ଶ୍ରୀରାମ ନବମୀ, ଦଣ୍ଡକାଳୀ ପୂଜାରେ ଗାଁ ଉତ୍ସବ ମୁଖର
ଗଞ୍ଜାମ,୩୦।୩(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଧୀନ ପୁଇଁତୋଳା ଗ୍ରାମରେ ଗୁରୁବାର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ହନୁମାନ ମନ୍ଦିରରେ ପ୍ରାତଃରୁ ସଂକୀର୍ତ୍ତନ ହୋଇଥିଲା l ଅନ୍ୟପକ୍ଷେ ଦୁଇସାହିରେ ମା’ଦଣ୍ଡକାଳୀଙ୍କ ଧୂଳି ଦଣ୍ଡ ହୋଇଥିଲା। ଏପରିକି ହରେକୃଷ୍ଣ ହରେ ରାମ……
ସ୍କାନରରେ ୨୫୦ ଶିକ୍ଷକଙ୍କ ଜାଲ୍ ପ୍ରମାଣପତ୍ର
ଛତ୍ରପୁର,୩୦ା୩(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜାଲ୍ ଶିକ୍ଷାଗତଠାରୁ ଆରମ୍ଭ କରି ଜାତିଗତ ଓ ବିଭିନ୍ନ ପ୍ରମାଣପତ୍ର ଦାଖଲ କରି ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏନେଇ ଦୀର୍ଘ ବର୍ଷ ପୂର୍ବରୁ ଖୋଳତାଡ ଚାଲିଥିବାବେଳେ ତଦନ୍ତର ଶିଥିଳତା ଯୋଗୁଁ ଏହାର ସୁଫଳ ମିଳିପାରୁନି। ବିଭିନ୍ନ ଅଭିଯୋଗକୁ…
ଗଞ୍ଜାମ ପାଇଁ ଗୌରବ ଆଣିଲେ ଅଖିଳ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ମିଳିଲା ସ୍ବର୍ଣ୍ଣପଦକ
ଗଞ୍ଜାମ,୨୯ା୩(ଡି.ଏନ୍.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଖିଳ ତରାଇ ସ୍ବର୍ଣ୍ଣପଦକ ହାସଲ କରି ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି। ଏନେଇ ବ୍ରହ୍ମପୁର ବିଶବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଗଞ୍ଜାମ…
ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ
ହିଞ୍ଜିଳିକାଟୁ,୨୯ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ମଦ ନିଶାରେ ବଳାତ୍କାର ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାଟି ଗତ ରବିବାର ଘଟିଥିବା ବେଳେ ମଙ୍ଗଳବାର ଏଥିନେଇ ପୀଡ଼ିତା ବୋହୂ ଥାନାରେ ଅଭିଯୋଗ…
ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ସବୁଜ କଇଁଛ
ଗଞ୍ଜାମ,୨୯ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଦେଖିବାକୁ ମିଳିଛି। ଉକ୍ତ ବିଶାଳକାୟ କଇଁଛଟି ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିବା ବ୍ରହ୍ମପୁର ଡିଏଫ୍ଓ ସନି ଖୋଖର ସୂଚନା…
ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ
ଛତ୍ରପୁର,୨୯।୩(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ ମିଶାଇ ୩ ଟି ମାମଲା ହାଇକୋର୍ଟରେ ରୁଜୁ ହେଲାଣି ା ଉକ୍ତ ମୂଳ କେଶ…
ବେଆଇନ ଗାଡ଼ି ଚାଳନା : ପ୍ରଥମ ଦିନରେ ଧରାପଡ଼ିଲେ ୧୪ ନାବାଳକ
ଛତ୍ରପୁର/ଭଞ୍ଜନଗର/ପାରଳାଖେମୁଣ୍ଡି,୨୯।୩(ଡି.ଏନ୍.ଏ): ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏନେଇ ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୪ ନାବାଳକଙ୍କୁ ଧରାଯାଇଛି। ଗଞ୍ଜାମ ଆରଟିଓ ପକ୍ଷରୁ…
ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି
ବ୍ରହ୍ମପୁର ଅଫିସ,୨୯।୩: ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍ମେଣ୍ଟ୍ ଫୋରମ୍ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଓ ସିପିଟିଏମ୍(ଚିଫ୍ ପାସେଞ୍ଜର ଟ୍ରାନ୍ସପ୍ରୋଟେକ୍ଶନ ମ୍ୟାନେଜର) ଜେ.ପି. ମିଶ୍ରଙ୍କ ସହ ଭୁବନେଶ୍ୱର ରେଲୱେ କାର୍ଯ୍ୟାଳୟଠାରେ…
ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ
ଭଞ୍ଜନଗର ୨୮।୩ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଖଲାସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରୁ ସନ୍ତୋଷ ପଣ୍ଡାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ କର୍ମଚାରୀ…
ପାହାଡ଼ ବ୍ଲାଷ୍ଟିଂ ବେଳେ ଶ୍ରମିକ ମୃତ
ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲା ବାଲିଛାଇ ଭାଟଖାଲି ପାହାଡ଼ରେ ବ୍ଲାଷ୍ଟିଂ ବେଳେ ପଥର ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି କୁହାଯାଉଛି। ପୋଲିସ ଘଟଣାସ୍ଥଳରେ…
ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା: ମିଶନ ଶକ୍ତି ସଚିବ କଲେ ଦର୍ଶନ
ପୁରୁଷୋତ୍ତମପୁର,୨୮।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତି ସାଢେ ୧୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ…
Archives


