୪ ବର୍ଷରେ ୨୩୧ ଦୁର୍ଘଟଣା, ୯୮ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର, ୧୫ା୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଓ ୫୯ ଏବଂ ରାଜ୍ୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ପୋଲିସ ଭ୍ୟାନ୍ ଡ୍ରାଇଭର
ପୁରୁଷୋତ୍ତମପୁର,୧୪ା୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ୧୧୨ ପୋଲିସ ଭ୍ୟାନ୍ ଡ୍ରାଇଭର କୁନାଲ ବେହେରା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ କେସ୍ ନଂ ୮୧/୨୪ ବିଭିନ୍ନ ଦଫାରେ ମହିଳା ଓ ଶିଶୁ…
ଶେରଗଡକୁ ଏନଏସି ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର,୧୪।୨: ଗଞ୍ଜାମ ଜିଲା ଶେରଗଡକୁ ଏନଏସି ମାନ୍ୟତା ମିଳିଛି। ଏନଏସି ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶେରଗଡ ସଭାରେ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଭଳି ଘୋଷଣା ପରେ ଶେରଗଡବାସୀ…
ଆଜି ଭାଲେଣ୍ଟାଇନ୍ସ ଡେ’: ପ୍ରଥମ ପସନ୍ଦ ସ୍ପେଶିଆଲ ଚକୋଲେଟ୍
ବ୍ରହ୍ମପୁର,୧୪।୨(ତନୁଶ୍ରୀ ନାହାକ): ଗତ ୭ରୁ ଆରମ୍ଭ ହୋଇଛି ପ୍ରେମ ଦିବସ (ଭାଲେଣ୍ଟାଇନ୍ସ ଡେ)। ଖାସ ପ୍ରେମୀଯୁଗଳଙ୍କ ପାଇଁ ମୁଖ୍ୟତଃ ଏହି ଦିବସ ମହତ୍ୱ ରଖୁଥିବାବେଳେ ଏହି ଦିନଟି ସେଣ୍ଟ ଭାଲେଣ୍ଟାଇନଙ୍କ ତ୍ୟାଗକୁ ମନେପକାଇବା ନିମନ୍ତେ ଆରମ୍ଭ ହୋଇଥିବା ଇତିହାସରୁ ଜଣାପଡେ। ତେବେ…
ମୁଖାଗ୍ନି ପୂର୍ବରୁ ଜୁଇରୁ ଉଠିଥିଲେ ସ୍ତ୍ରୀ ମିଳିଲା ଚିକିତ୍ସା ସୁବିଧା
ବ୍ରହ୍ମପୁର,୧୪।୨(ସ୍ମୃତି ରଞ୍ଜନ ମହାଲିକ/ତନୁଶ୍ରୀ ନାହାକ): ବ୍ରହ୍ମପୁର ମହାନଗର ୨୮ ନଂ ୱାର୍ଡ ଗୁଡସରୋଡ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳଙ୍କ ସ୍ତ୍ରୀ ବୁଚି ଆମ୍ମା ମୁଖାଗ୍ନି ପୂର୍ବରୁ ଜୁଇରେ ଆଖି ଖୋଲିଥିବା ଘଟଣା ଧରିତ୍ରୀରେ ପ୍ରକାଶ ପରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାକୁ…
ନାବାଳିକାଙ୍କୁ ବଳାତ୍କାର କଲେ ପିସିଆର କର୍ମଚାରୀ
ପୁରୁଷୋତ୍ତମପୁର୧୩।୨ (ସିମାଞ୍ଚଳ ମିଶ୍ର) ପୋଲିସ ଉପରେ ଲାଗିଲା କଳଙ୍କ ଦାଗ। ରକ୍ଷକ ସାଜିଲା ଭକ୍ଷକ। ଯେଉଁ ପୋଲିସ ପିସିଆର ଲୋକଙ୍କୁ ସୁରକ୍ଷା ଦିଏ ସେହି ପିସିଆରର କର୍ମଚାରୀ ନାବାଳିକାକୁ ବଳାତ୍କାର କରିବାକୁ ପଛାଇନାହିଁ। ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ଗଞ୍ଜାମ…
ଘରକୁ ଆସୁଥିଲେ: ୭ କି.ମି ଦୂରରେ ଚାଲିଗଲା ଜୀବନ
ସୋରଡ଼ା,୧୩।୨(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ ପଙ୍କଳବାଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହୁକୁମା ଗ୍ରାମର ଜୁରିଆ ପ୍ରଧାନଙ୍କ ପୁଅ ଜଗନ୍ନାଥ ପ୍ରଧାନ(୪୫)। ସେ ବ୍ରହ୍ମପୁରର…
ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ
ସୋରଡ଼ା,୧୩।୨(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡା ବ୍ଲକ ହୁକୁମା ପଞ୍ଚାୟତ ବି କୋଟିବାଡି ଗ୍ରାମରେ ସୋମବାର ଏକ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଛି। ହେଲେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗ୍ରାମର ପ୍ରଭାକର ସାବତଙ୍କ…
ମେଡିକାଲ କଲେଜରେ ର଼୍ୟାଗିଂ, ହଷ୍ଟେଲକୁ ଫେରୁଥିବା ବେଳେ ଛାତ୍ରଙ୍କୁ ପିଟିଲେ
ବ୍ରହ୍ମପୁର,୧୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜରେ ଗତ ୯ ତାରିଖ ରାତିରେ ଜଣେ ପ୍ରଥମ ବର୍ଷର ଏମ୍ବିବିଏସ୍ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣଙ୍କ ହଷ୍ଟେଲକୁ ଫେରୁଥିବା ବେଳେ ମେଡିକାଲ ପରିସରରେ ତାଙ୍କୁ…
ଅଧରାତିରେ ଗାଁ ଶେଷ ମୁଣ୍ଡରେ ଫୁଟିଲା ବୋମା, ପରେ…
ଧରାକୋଟ,୧୨ା୨ (ବିଷ୍ଣୁ କେଶରୀ ଆଚାର୍ଯ୍ୟ) ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତ କୁସରାବ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଗୋଟିଏ ବୋମା ଫୁଟିଥିବା ବେଳେ ପୋଲିସ ଗୋଟିଏ ଅଫୁଟା ବୋମା ଜବତ କରିଛି। ବୋମାମାଡରେ କାହାର କିଛି କ୍ଷତି…
ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…
ବ୍ରହ୍ମପୁର,୧୨ା୨(ତନୁଶ୍ରୀ ନାହାକ/ସ୍ମୃତିରଞ୍ଜନ ମହାଲିକ): କଥାରେ ଅଛି ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଠିକ୍ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଜୁଇରେ ନିଆଁ ଲାଗିବା ପୂର୍ବରୁ ମୃତ ବୃଦ୍ଧା ଜଣକ…
ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା
ପାତ୍ରପୁର,୧୨ା୨(ଉମା ଚରଣ ନେପାକ):ଗଞ୍ଜାମ ଜିଲା ଜରଡ଼ା ଥାନା ଆଦିବାସୀ ଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଟାଣିନେଇ ପିଟି ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। ମୃତକ ହେଲେ ଗୁରୁବାରିଆ ଡାକୁଆ।…
Archives


