ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…
ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା କରିଛନ୍ତି। ଜିଲାପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ଏନ୍ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ,…
ବିଧାୟକ ସୁବାସ ଚନ୍ଦ୍ର ବେହେରା ଖେଳିଲେ ହୋଲି
ଛତ୍ରପୁର,୨୬।୩(ଦିଲ୍ଲୀପ ସାମଲ ): ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସହରରେ ଲୋକେ ହୋଲିକୁ ଧୁମ୍ଧାମ୍ରେ ପାଳନ କରିଛନ୍ତି। ଛତ୍ରପୁର ଏନ୍ଏସିର ୯ଂ.…
ଗାଧୋଇବାକୁ ଯାଇ ଆଉ ଫେରିଲେନି…
ଛତ୍ରପୁର,୨୬।୩(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାସନାପୁଟି ଗ୍ରାମ ନିକଟ ଆଇଆର୍ଇଏଲ୍ ଡ୍ରେଜିଙ୍ଗ ଅଞ୍ଚଳରେ ଥିବା ଏକ ଗଭୀର ଖାତରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣକ ହେଲେ ବାସନାପୁଟି ଗ୍ରାମର ଖଲ୍ଲୀ ନାୟକ…
ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ଗଣମାଧ୍ୟମ ପ୍ରବେଶ ଉପରେ ଲାଗିଲା ରୋକୋ
ପୁରୁଷୋତ୍ତମପୁର,୨୬।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମଧ୍ୟ ରାତିରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗଛି। ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ…
ରାସ୍ତାରେ ଗାଡି ଚାଳକଙ୍କୁ ଅଟକାଇ ମାରଣାତ୍ମକ ଆକ୍ରମଣ, ମାମଲା ରୁଜୁ
ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ନିକଟରେ ଜାତୀୟ ରାଜପଥ ଉପରେ ଜଣେ ଟାଟା ଏସିଇ ଗାଡି ଚାଳକଙ୍କୁ ଅଟକାଇ ଜଣେ ଅଚିହ୍ନା ଯୁବକଧମକ ସହ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ…
ମୁମ୍ବାଇକୁ ହରାଇ ବ୍ରହ୍ମପୁର ଚାମ୍ପିୟନ
ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ମର୍ନିଂ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ୬ଷ୍ଠ ରାତ୍ରକାଳୀନ ଟେନିସ୍ ବଲ୍ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ରେ ମୁମ୍ବାଇ କଲ୍ୟାଣ ଋତୁଭି କି ଫେରାରି ଟିମ୍କୁ ୩୨ରନ୍ରେ ହରାଇ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଚାମ୍ପିୟନ ହୋଇଛି। ରବିବାର…
କାର୍କୁ ପିଟିଲା ବାଇକ୍: ୭ ଗୁରୁତର
ଛତ୍ରପୁର.୨୫।୩(ଦିଲୀପ ସାମଲ): ଗଞ୍ଜାମ ଜୟଶ୍ରୀ ଛକ ନିକଟ ଜାତୀୟ ରାଜପଥରେ ସୋମବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ୭ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ଏକ କାର୍(ନଂ.ଓଡି୦୨ଆର୍-୧୧୧୨) ଯୋଗେ ୫ଜଣ ବ୍ୟକ୍ତି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି…
ଛେଳି ଗୋଠରେ ବଜ୍ରପାତ
ଭଞ୍ଜନଗର/ସୋରଡ଼ା,୨୫।୩(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର…
ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା
ପୁରୁଷୋତ୍ତମପୁର/ଛତ୍ରପୁର.୨୫।୩(ସୀମାଞ୍ଚଳ ମିଶ୍ର/ଦିଲୀପ ସାମଲ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ସୋମବାର ଆରମ୍ଭ ହୋଇଛି। ଏଥିନେଇ ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲାରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପୁରୁଷୋତ୍ତମପୁର ସହରେ ଥିବା ୩ଟି ଦଣ୍ଡଯାତ୍ରା ଦଳ(…
ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ
ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଶନିବାର ବିଲମ୍ବିତ ରାତିରେ ଶଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି…
୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ
ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି। ଦୁଇଟି କାର୍, ପିକ୍ଅପ୍ ଗାଡ଼ି ଓ ଦୁଇଟି ବାଇକ୍ ଜବତ କରିଛି। ମୋଟ୍ ୨୪୦…
ବୃଦ୍ଧାଙ୍କୁ କଚାଡ଼ି ମାରିଲା ଷଣ୍ଢ
ଛତ୍ରପୁର,୨୩।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବି.ପୁରସ୍ତମଙ୍କ ସ୍ତ୍ରୀ ବି.କାମିଲି ପାତ୍ର, । କାମିଲି ସକାଳୁ ଘର…
Archives


