ଗଞ୍ଜାମ

ଚିକିଟି ମଦ ମୃତ୍ୟୁ ମାମଲା: ଅବକାରୀ ଅଧୀକ୍ଷକଙ୍କୁ ହଟାଇଲେ ସରକାର

ଭୁବନେଶ୍ୱର,୨୧ା୮: ଗଞ୍ଜାମ ଜିଲା ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ଅଧୀକ୍ଷକଙ୍କୁ କାର୍ଯ୍ୟରୁ ସରକାର ହଟାଇ ଦେଇଛନ୍ତି। ଏନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ

ଛତ୍ରପୁର,୨୧।୮ (ଦିଲୀପ ସାମଲ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ଗଞ୍ଜାମ…

ବିଷାକ୍ତ ମଦ ପିଇ ୨୩ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଚିକିଟି,୨୧।୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦ ପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ…

ଗଞ୍ଜାମରେ ପଡିଲାନି ଭାରତ ବନ୍ଦ ପ୍ରଭାବ

ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ): ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣଙ୍କୁ ନେଇ ଅଗଷ୍ଟ ୨୧ ଅର୍ଥାତ୍‌ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗଞ୍ଜାମ ସହରରେ ଭାରତ ବନ୍ଦର ପ୍ରଭାବ ପଡି ନ ଥିବା ପରିଲକ୍ଷିତ ହୋଇଛି…

୬ ମାସ ହୋଇନି ଦବିଗଲା ରାସ୍ତା

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କମାଳବାରି -ରାଇପଲ୍ଲୀ ରାସ୍ତାର ବଡ ନଦୀ ଉପରେ ପ୍ରାୟ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ହାଇଲେଭଲ ସେତୁ ନିର୍ମାଣ ହୋଇଥିଲା। ଗତ ସାଧାରଣ ନିର୍ବାଚନ…

ଗଞ୍ଜାମରେ ଅଘଟଣ: ଦେଶୀ ମଦ ପିଇ ୧୫ ଅସୁସ୍ଥ

ବ୍ରହ୍ମପୁର,୨୦।୮: ଗଞ୍ଜାମ ଜିଲା ଚିକିଟି କରବାଲୁଆ ଏବଂ ଜେନା ସାହି ଅଞ୍ଚଳରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ…

ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଖଲ୍ଲିକୋଟ,୧୯।୮(ପ୍ରଶାନ୍ତ କୁମାର ମିଶ୍ର): ରାକ୍ଷୀ ପୂର୍ଣ୍ଣିମାରେ ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରୁ ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା…

ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ

ଛତ୍ରପୁର,୧୯ା୮(ଦିଲ୍ଲୀପ ସାମଲ)-ସୁପ୍ରିମ କୋର୍ଟ ଦ୍ୱାରା ଆରକ୍ଷଣର ଉପ ବର୍ଗୀକରଣ ଓ କ୍ରିମିଲେୟର ଆଦେଶ ମଞ୍ଜୁର ନାହିଁ । ଏହାକୁ ତତ୍କାଳ ପ୍ରତ୍ୟାହାର କରିବା, କେନ୍ଦ୍ର ସରକାର ଶୀଘ୍ର ସମ୍ବିଧାନ ସଂଶୋଧନକରି ଆରକ୍ଷଣକୁ ସୁରକ୍ଷିତ କରିବା, ସରକାରୀ ଜମିରେ ଦୀର୍ଘ ଦିନ ଧରି…

ରାଖୀରେ ଅଘଟଣ: ଭଉଣୀଙ୍କୁ ଛୁରି ଭୁଶିଲେ ଭାଇ

ବ୍ରହ୍ମପୁର,୧୯।୮ (ସୁବାସ ଚନ୍ଦ୍ର ପାଢ଼ୀ): ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାଖୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ। କିନ୍ତୁ ଆଜି ଭଳି ଦିନରେ ଜଣେ ଭାଇ…

ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା

ବ୍ରହ୍ମପୁର,୧୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପତ୍ତି ଲୋଭରେ ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ କିନ୍ନର ବୋହୂ ମିଶି ହତ୍ୟା କରିଥିବା ଘଟଣା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବ୍ରହ୍ମପୁର ଅଯୋଧ୍ୟାନଗର ୩ୟ ଲେନ୍‌ର ତଥା ରାଜସ୍ବ ବିଭାଗର…

ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ସିନ୍ଦୂରପୁର ଗାଁରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ଶିବମନ୍ଦିର ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…

ଟ୍ରେନରୁ ପଡ଼ି ଆନ୍ଦ୍ରପ୍ରଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆନ୍ଦ୍ରପ୍ରଦେଶର ଭିଜିଆନଗରମ୍‌ଠାରେ ଚଳନ୍ତା ଟ୍ରେନରୁ ପଡି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଛତ୍ରପୁର ଥାନା ଅଧୀନ ରାଜନାପଲ୍ଲୀ ଗ୍ରାମର ସନ୍ତୋଷ ପଢ଼ିଆରୀ ଗତ ୪ ମାସ ହେଲା କଳାହାଣ୍ଡି ଜିଲା ଜୁନାଗଡ଼ର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri