କାଜୁ ଫ୍ୟାକ୍ଟ୍ରି, ପେଟ୍ରୋଲ ପମ୍ପ୍, ଦୋକାନରେ ଯାଞ୍ଚ: ଜରିମାନା ଆଦାୟ
ଛତ୍ରପୁର,୨୬ା୬(ଡି.ଏନ.ଏ)-ଛତ୍ରପୁର ଏନ୍ଏସି ରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଓ କାଜୁ ଫ୍ୟାକ୍ଟ୍ରିରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଟ୍ରେଡ୍ ଲାଇସେନ୍ସ, ମାପ…
୧୯ ଲକ୍ଷ ଟଙ୍କାର ହିସାବ ନ ଦେବାରୁ ପ୍ରଧାନଶିକ୍ଷକ ନିଲମ୍ବିତ
କବିସୂର୍ଯ୍ୟନଗର,୨୬ା୬-ବିଦ୍ୟାଳୟର ଉନ୍ନତିମୂଳକ ଖର୍ଚ୍ଚ ପାଇଁ ଆସିଥିବା ୧୯ ଲକ୍ଷ ଟଙ୍କାର ହିସାବ ଦେଇ ନ ଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଘବ ସେଠୀ ନିଲମ୍ବିତ ହୋଇଛନ୍ତି। ସ୍ଥାନୀୟ ବିଇଓ ନିରଞ୍ଜନ ମିଶ୍ର ତାଙ୍କୁ ନିଲମ୍ବନ…
ଡିବିରି ନିଆଁରୁ ଅଗ୍ନିକାଣ୍ଡ, ବାପପୁଅ ଗୁରୁତର
ତୁମୁଡ଼ିବନ୍ଧ,୨୬ା୬(ଡି.ଏନ୍.ଏ)-ତୁମୁଡ଼ିବନ୍ଧ ବ୍ଲକ ବେଲଘର ବଜାରସାହିରେ ସୋମବାର ରାତିରେ ଡିବିରିରୁ ନିଅଁା ବ୍ୟାପି ୨ ବଖରା ଜଳି ଯାଇଥିବାବେଳେ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରଘୁନାଥ ବେହେରା ଓ ପୁଅ ପ୍ରଦୀପ। ବିଜୁଳି ନ ଥିବାରୁ ରାତିରେ ଡିବିରି ଜାଳି…
୮ ଫୁଟର ଅଜଗର ଉଦ୍ଧାର
କୁକୁଡ଼ାଖଣ୍ଡି,୨୫।୬(ଡି.ଏନ.ଏ.)- ଆଙ୍କୁଶପୁର ସଦରଥାନା ସାମ୍ନା ଏକ ହୋଟେଲ ନିକଟରେ ୮ ଫୁଟର ଅଜଗର ସୋମବାର ମଧ୍ୟରାତ୍ରରେ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଏହାକୁ ନିକଟସ୍ଥ ଟାମଣା ଜଙ୍ଗଲରେ ଛଡ଼ା ଯାଇଥିବା ବ୍ରହ୍ମପୁର ବନ ବିଭାଗ ସୂଚନା ଦେଇଛି। ସଦର ଥାନା ସାମ୍ନା…
ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ
ପୁରୁଷୋତ୍ତମପୁର,୨୫।୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୦)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଧୋବାଡି ପାଟପୁର ଗ୍ରାମର…
ପ୍ରଧାନମନ୍ତ୍ରୀ ଫସଲ ବୀମା ଦଲାଲଙ୍କୁ ଗିରଫ ନିର୍ଦ୍ଦେଶ
ଛତ୍ରପୁର,୨୫।୬(ଡି.ଏନ.ଏ) – ଗଞ୍ଜାାମ ଜିଲାର କେତେକ ଅଞ୍ଚଳରେ ଖଳ ପ୍ରକୃତିର ଲୋକ ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦଲାଲଗିରି କରି ଚାଷୀ ମାନଙ୍କୁ ମିଥ୍ୟା ବୀମା ପରିଚୟପତ୍ର ପ୍ରଦାନ କରି ଅର୍ଥ ଆଦାୟ କରୁଥିବା ନେଇ ପ୍ରଶାସନ ଦୃଷ୍ଟିକୁ ଆସିଛି। ଏପରି…
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରୀଛାତ୍ର
ବ୍ରହ୍ମପୁର ଅଫିସ,୨୫ା୬- ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି ା ୫ ବର୍ଷିଆ ପାଠ୍ୟକ୍ରମରେ ନିୟମିତ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବାରମ୍ବାର ଅବହେଳା କରାଯାଉଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ପାଠକ୍ରମ ପରୀକ୍ଷା…
ବେସରକାରୀ ସ୍କୁଲରେ ତାଲା ପକାଇଲା ପ୍ରଶାସନ
ଜଗନ୍ନାଥପ୍ରସାଦ,୨୫ା୬(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକରେ ଶିକ୍ଷାର ଭିତ୍ତିଭୂମି ନ ଥାଇ ଜିଲା ଶିକ୍ଷା ବିଭାଗର ବିନା ଅନୁମତି ଓ ଗାଇଡ଼ ଲାଇନ ଉଲଂଘନ କରୁଥିବା ଘରୋଇ ସ୍କୁଲକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକର…
କାଟିଙ୍ଗିଆ ବନ୍ଦ ୪ର୍ଥ ଦିନରେ: ତହସିଲଦାରଙ୍କ ଅଧ୍ୟକ୍ଷତାରେ ଦ୍ୱିପାକ୍ଷିକ ଆଲୋଚନା
ଦାରିଙ୍ଗବାଡ଼ି,୨୫।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆରେ ଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଶୁକ୍ରବାର ଠାରୁ କାଟିଙ୍ଗିଆ ବନ୍ଦ କରିଛନ୍ତି। ସୋମବାର ଏହା ଚତୁର୍ଥ ଦିନରେ ପହଞ୍ଚତ୍ଛି। ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀତିଶ ତ୍ରୀପାଠୀଙ୍କ…
କେସି ହାଇସ୍କୁଲରୁ ଇଂଲିଶ୍ ମାଧ୍ୟମ ସ୍କୁଲ ସ୍ଥାନାନ୍ତର ଦାବି: ପୁଣି ତେଜିଲା ଆନ୍ଦୋଳନ
ବ୍ରହ୍ମପୁର ଅଫିସ,୨୫ା୬- ଗୋଷାଣୀନୂଆଗଁାସ୍ଥିତ ପୁରାତନ କେସି ହାଇସ୍କୁଲ ପରିସରରେ ଚାଲିଥିିବା ବେଆଇନ ଇଂଲିଶ ମାଧ୍ୟମ ସ୍କୁଲକୁ ଉଚ୍ଛେଦ ନେଇ ପୁଣି ତୀବ୍ର ବିରୋଧ ହୋଇଛି। ସୋମବାର ଏହାର ପ୍ରତିବାଦରେ ସାମାଜିକ ସଂଗଠନ ସଂସ୍କାରବାଦୀ ପକ୍ଷରୁ ପୁଣି ଧାରଣା ଦିଆଯାଇଥିଲା। କେସି ହାଇସ୍କୁଲ…
ହୃଦ୍ଘାତରେ ଓଡ଼ିଆ ଯବାନଙ୍କ ପରଲୋକ: ଶେଷ ସମ୍ମାନ ଜଣାଇଲେ ଆର୍ମି ଏଡି କଲେଜ ଯବାନ
ଗୋପାଳପୁର,୨୫ା୬: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନଙ୍କ ରବିବାର ସକାଳେ ହୃତ୍ଘାତରେ ପରଲୋକ ଘଟିଛି। ସେ ହେଲେ ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ପି. ରାମାରାଓ ରେଡ୍ଡୀ (୪୨)। ରାମାରାଓ ମହାରାଷ୍ଟ୍ର ପୁନେର ପୁଲଗାଁଓ ସିଏଡିରେ କାର୍ଯ୍ୟ କରୁଥିଲେ। ସୋମବାର…
କାମଦେଲା ଉପ ଜିଲାପାଳଙ୍କ ନିର୍ଦ୍ଦେଶ: ଜବରଦଖଲ ଉଚ୍ଛେଦ, ଡ୍ରେନ୍ ସଫା ଆରମ୍ଭ
ଭଞ୍ଜନଗର,୨୫।୬(ଡି.ଏନ.ଏ.)- ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କିଛିମାସ ହେଲା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତଥାପି ଏନ୍ଏସି ପ୍ରଶାସନ ଏହାର ସୁଧାର ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିଲେ। ଗତ ୩ ତାରିଖରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର…
Archives


