ଗଞ୍ଜାମ

ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ ମଙ୍ଗଳବାର…

5 years ago

ତୁହାକୁ ତୁହା ବର୍ଷାରେ ବେହାଲ ଗଞ୍ଜାମ ସହର

ଗଞ୍ଜାମ,୧୩।୧୦(ଡି.ଏନ୍‌.ଏ.): ଦୁଇଦିନ ହେଲା ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇପଡିଛି। ଏହା ଦ୍ୱାରା ଲୋକେ ଘରୁ ବାହାରକୁ ବାହାରି ପାରୁ ନ…

5 years ago

ଆସିକା ବସଷ୍ଟାଣ୍ଡରୁ ୬ ବସ୍ତା ଗଞ୍ଜେଇ ଜବତ : ୬ ଗିରଫ

ଆସିକା,୧୨ା୧୦(ଡି.ଏନ୍‌.ଏ.)-ଆସିକା ବସଷ୍ଟାଣ୍ଡରୁ ପୋଲିସ ରବିବାର ୬ଟି ବସ୍ତାରେ ଚାଲାଣ ହେବାକୁ ଥିବା ୧୩୪ କି.ଗ୍ରା. ଗଞ୍ଜେଇ ଜବତ କରିଛି ା ଏହି ଘଟଣାରେ ୬ ଜଣଙ୍କୁ ଗିରଫ…

5 years ago

ବିବାହର ପ୍ରତିଶ୍ରୁତି ଦେଖାଇ ନାବାଳିକାଙ୍କୁ ବଳାତ୍କାର

ଦିଗପହଣ୍ଡି,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କୌଶଳ କ୍ରମେ ଅପହରଣ କରିବା ପରେ ବିବାହର ପ୍ରତିଶ୍ରୁତି ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

5 years ago

ଗଞ୍ଜାମରେ ପାଳନ ହେବନି ଦୁର୍ଗାପୂଜା: ଜିଲାପାଳ

ଛତ୍ରପୁର,୧୨ା୧୦(ଡି.ଏନ୍‌.ଏ.): ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଆପଣମାନଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ…

5 years ago

ପୂଜାଛୁଟିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ଶିକ୍ଷକ: ଭିତ୍ତିଭୂମି ସଜାଡ଼ିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୧୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌ ପରିଚାଳନା ପାଇଁ ସ୍କୁଲଗୁଡ଼ିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ୍‌ କେୟାର ହସ୍ପିଟାଲ କରାଯାଇ କୋଭିଡ୍‌ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିଲା। ଉକ୍ତ ସେଣ୍ଟରଗୁଡ଼ିକ…

5 years ago

ସମ୍ଭାବ୍ୟ ବାତ୍ୟା ନେଇ ସମୁଦ୍ରକୂଳିଆ ଲୋକେ ଭୟଭୀତ

ଗଞ୍ଜାମ,୧୨ା୧୦(ଡି.ଏନ୍‌.ଏ.): ଫାଇଲିନକୁ ପୂରିଛି ଆଠ ବର୍ଷ। ଏହିପରି ପ୍ରତ୍ୟେକ ବର୍ଷ ଅକ୍ଟୋବରରେ କିଛି ନା କିଛି ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଧନ…

5 years ago

ହାତୀ ପାଇଁ ଜାତୀୟ ରାଜପଥ ଘଣ୍ଟାଏ ବନ୍ଦ

ଭଞ୍ଜନଗର,୧୧।୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ଚଳପ୍ରଚଳ ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରେ ୫୪ଟି ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରେ ତାରସିଂ…

5 years ago

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧ ଗୁରୁତର

ଗଞ୍ଜାମ, ୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମ ଚାନ୍ଦିନୀ ପାଖରେ ଏକ ମାଟି ଘର କାନ୍ତ ରବିବାର ଭୁଶୁଡ଼ି ପଡ଼ିଛି। ଏହି ସମୟରେ…

5 years ago

ଷ୍ଟିମ୍‌ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖି ବୁଜିଲେ ଯୁବ ଇଞ୍ଜିନିୟର

ଗଞ୍ଜାମ,୧୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ମେକାନିକ ପ୍ଲାଣ୍ଟର ଷ୍ଟିମ୍‌ ପାଇପ ଭାଲଭ୍‌ ଫାଟି ଯାଇଥିଲା। ଏଥିରେ କମ୍ପାନୀର ଜଣେ ଇଞ୍ଜିନିୟର ଅଭିଷେକ ପାଳ…

5 years ago