ଗଞ୍ଜାମ

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ…

5 years ago

ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ଗଞ୍ଜାମ,୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରକୁ ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତରେ ଆସି ମା’ ଙ୍କ ଦର୍ଶନ…

5 years ago

ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

ପୋଲସରା,୬।୭: ଗଞ୍ଜାମ ଜିଲା ପୋଲସରା ସହରର ରାଣୀପଡାସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ଟିକାକରଣ ଲାଗି…

5 years ago

କାହାକୁ ପଚାରି ଏମିତି କରିଛ: ବର୍ଷିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ ଥିବା ଅନସ୍ଲୋ ସରକାରୀ ହାଇସ୍କୁଲକୁ ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସ…

5 years ago

ଅନ୍‌ଲାଇନ୍‌ କ୍ଲାସରେ ସମସ୍ୟା :ବ୍ଲକ ଶିକ୍ଷା ଅଧିକାରୀଙ୍କ ନେଲେ ଅଭିନବ ପଦକ୍ଷେପ

ଛତ୍ରପୁର,୫।୭(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ଏବେ ସମସ୍ତ ସ୍କୁଲ ବନ୍ଦ ରହିଛି। ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେବେ ଗଞ୍ଜାମର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱର୍କ…

5 years ago

ଥମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା: ଆଜି ନେଲା ୫ ମୁଣ୍ଡ

ଛତ୍ରପୁର,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉ ନାହିଁ। ପୁଣି ଆଜି ଜିଲାରୁ ଆଉ ୩ ଜଣ ମହିଳାଙ୍କ ସହ ୫…

5 years ago

ଚର୍ଚ୍ଚରେ ରଶି ଲଗାଇଲେ ଫାଦର

ଗୋପାଳପୁର,୪ା୭: ଗୋପାଳପୁର ହିଲ୍‌ଟପ ରୋଡରେ ଥିବା ସେଣ୍ଟ ଭିନ୍‌ସେଣ୍ଟ ଚର୍ଚ୍ଚର ଫାଦର ପ୍ରଦୀପ ସରେନ(୩୦) ଆତ୍ମହତ୍ୟା କରିଛନ୍ତି। ଗୋପାଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୯/୨୧) ରୁଜୁ କରି…

5 years ago

ଦେଢ଼ଶୁରଙ୍କୁ କୋଡ଼ିରେ ହାଣି ହତ୍ୟା କଲେ ଭାଇବୋହୂ; ପ୍ରତିଶୋଧ ନେବା ପାଇଁ…

ଜଗନ୍ନାଥପ୍ରସାଦ,୪ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ବେଢାସାହି ଗ୍ରାମରେ ଶନିବାର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଭାଇବୋହୂ କୋଡ଼ିରେ ହାଣି ଦେଢ଼ଶୁରଙ୍କୁ ହତ୍ୟା…

5 years ago

ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦ ହଜାର…

5 years ago

ସ୍ତ୍ରୀ ହତ୍ୟା ଅଭିଯୋଗରେ ଡାକ୍ତର ଗିରଫ

ଗୋପାଳପୁର,୩।୭: ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶନିବାର କେଲୁଆପୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଛତ୍ରପୁର…

5 years ago