ଗଞ୍ଜାମ

୩୨୦୯୩ ହେକ୍ଟରରେ ସରିଛି ଧାନରୁଆ

ବ୍ରହ୍ମପୁର ଅଫିସ,୯ା୮:ଶ୍ରାବଣରେ ଡହ ଡହ ଖରା। ବର୍ଷା ଅଭାବରୁ ଗଞ୍ଜାମ ଜିଲାରେ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏଥିଯୋଗୁ ଚାଷଜମି ଫାଟି ଯାଇଥିବା ବେଳେ ଆଉ କେଉଁଠି…

2 years ago

ଗତ ୫ ବର୍ଷରେ ୯୪୬ ଡେଙ୍ଗୁ ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯ା୮:ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ। ଜିଲାବାସୀଙ୍କୁ ଏହାକୁ ନେଇ ଘାରିଛି ଚିନ୍ତା। ବ୍ରହ୍ମପୁର ସହରର ପରିମଳ ଅବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି ବଢ଼ିଯାଇଛି। କେଉଁଠି ନାଳ…

2 years ago

ବାପ ପୁଅଙ୍କ ଆକ୍ରମଣରେ ଚାଲିଗଲା ପଡ଼ୋଶୀଙ୍କ ଜୀବନ

ପୋଲସରା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

2 years ago

କେନାଲରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ

ବୁଗୁଡ଼ା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶିଆଳି ଗ୍ରାମର ନିଖୋଜ ଥିବା ଚାଷୀ ସନ୍ତୋଷ ରାଉତ (୫୭)ଙ୍କ ମୃତଦେହ କେନାଲରୁ ସୋମବାର ଉଦ୍ଧାର କରାଯାଇଛି। ପୋଲିସ…

2 years ago

ଭଡ଼ାଟିଆ ମହିଳାଙ୍କୁ ମାଡ଼ମାରି ଗିରଫ ହେଲେ ଘର ମାଲିକ

ଗୋପାଳପୁର,୭ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ମଦନମୋହନପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି…

2 years ago

ରେଳଧାରଣାରୁ ମୃତଦେହ ଜବତ: ଟ୍ରେନରୁ ଖସି ପଡ଼ିଥିବା ସନ୍ଦେହ

ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ରେଳବାଇ ପୋଲିସ ହଳଦିଆପଦର ଓଭରବ୍ରିଜ ଦେଇ ଯାଇଥିବା ରେଳଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ମୃତକଙ୍କ ପରିଚୟ ମିଳିପାରି…

2 years ago

ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ…

2 years ago

ଗର୍ଭବତୀଙ୍କ ୩ ଥର ଅଲ୍‌ଟ୍ରାସାଉଣ୍ଡ ମାଗଣା

ଛତ୍ରପୁର, ୭।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ମାତୃ ମୃତ୍ୟୁ ରୋକିବା ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ମେଡିକାଲରୁ ରେଫର…

2 years ago

ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି

ଗଞ୍ଜାମ,୬।୮(ଡି.ଏନ୍‌.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା…

2 years ago

ଚଢ଼ାଉ କରିବାକୁ ଯାଇଥିଲେ ତହସିଲଦାର, ଗୋଡ଼ାଇ ପିଟିଲେ ଗ୍ରାମବାସୀ

ପାତ୍ରପୁର,୬।୮(ଡି.ଏନ୍‌.ଏ.): ଏକ ଚଢ଼ାଉ ବେଳେ ତହସିଲଦାରଙ୍କ ସମେତ ଅବକାରୀ ବିଭାଗର ୩ ଅଧିକାରୀଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା…

2 years ago