ଗଞ୍ଜାମ

ଆଜି ହାଟର ଶୁଭାରମ୍ଭ: ରାସ୍ତାରେ ପଡ଼ିଛି କୁଢ଼କୁଢ଼ ଆବର୍ଜନା

ଗଞ୍ଜାମ,୩୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର କଲେଜ ରୋଡ୍‌ଠାରେ ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ। ଏଥିପାଇଁ ସେଠାରେ ଏକ ଫଳକ ନିର୍ମାଣ ହୋଇଛି। ଏହାର ଶୁଭାରମ୍ଭ…

9 months ago

ବିଧାନସଭା ଷ୍ଟାଣ୍ଡିଂ କମିଟିର ଗଞ୍ଜାମ ଜିଲା ଗସ୍ତ: ମେଗା ପାନୀୟ ଜଳ ପ୍ରକଳ୍ପର ମନ୍ଥରତାକୁ ନେଇ RWSS, କମ୍ପାନୀକୁ ତାଗିଦ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ)-ବିଧାନସଭା ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଟିମ୍‌ ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା…

9 months ago

ମନ୍ଦିର ପ୍ରତିଷ୍ଠାକୁ କେନ୍ଦ୍ରକରି ଜିଉରା ଗାଁ ଅଶାନ୍ତ; ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ

ଦିଗପହଣ୍ଡି, ୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମରେ ମା ' ରତ୍ନେଇ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ…

9 months ago

‘ସାକ୍ଷୀ ଦେଲେ ବାପାଙ୍କୁ ଜୀବନରୁ ମାରିଦେବୁ’; ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ପରିବାରର ଧମକ ପରେ…

ଦିଗପହଣ୍ଡି,୩୦ା୫(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଗତ ପ୍ରାୟ ୮ ମାସ ତଳେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏନେଇ…

9 months ago

ଗଞ୍ଜାମ ଏନ୍‌ଏସିରୁ ମୂଳପୋଛ ହୋଇଯିବ ବିଜେଡି! ପଦ୍ମ ଆଡେ ଢଳୁଛନ୍ତି ଆଗଧାଡ଼ି ନେତା…

ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ): ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ତଥା ଭାଜପା ସରକାରକୁ ଆସିବା ପରେ ଏନ୍‌ଏସି ବିଜେଡିରେ ରାଜନୈତିକ ସଙ୍କଟ ଦେଖା ଦେଇଛି l ଏହି…

9 months ago

ସାପ୍ତାହିକ ହାଟକୁ ନେଇ ତେଜୁଛି ରାଜନୀତି, ଆଜି ଶୁଭାରମ୍ଭ ହେବା ପୂର୍ବରୁ… 

ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦର ପୁର କଲେଜ ରୋଡ୍‌ଠାରେ ଶନିବାର ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ । ସହରରେ ପ୍ରାୟ ଚାଳିଶି ବର୍ଷ…

9 months ago

ଖାଉଥିବା ବେଳେ ଛେଳି ଚରାଳିଙ୍କ ଉପରେ ପଡ଼ିଲା ବଜ୍ରପାତ: ଆଉ ତା’ପରେ…

ଚିକିଟି,୩୦।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜଲା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅଧୀନ ବାତରପଲ୍ଲୀ ଗ୍ରାମ ନିକଟରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

9 months ago

ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବିନାଶ ମିଶ୍ର

ଦିଗପହଣ୍ଡି,୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ଏନ୍‌ଏସି ଅଧ୍ୟକ୍ଷ ପ୍ରଫଲ୍ଲ…

9 months ago

ନିଜ ଜନ୍ମକଲା ଝିଅଙ୍କୁ ଡରାଇ, ଧମକାଇ ଘରେ କରିଥିଲେ ବଳାତ୍କାର; ସଇତାନ ବାପାଙ୍କୁ ଏଭଳି ଦଣ୍ଡ ଦେଲେ…

ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ…

9 months ago

ରେଳ ଧାରଣାରୁ ମିଳିଲା ମୃତ ମୟୂର: ଚାଲାଣ କରାଯାଉଥିବା ସନ୍ଦେହ

ବ୍ରହ୍ମପୁର,୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳ ଷ୍ଟେଶନ ଦୁଇ ନମ୍ବର ପ୍ଲାଟଫର୍ମ ରେଳ ଧାରଣାରୁ ଶୁକ୍ରବାର ଏକ ମୃତ ମୟୂର ପକ୍ଷୀ ଜବତ ହୋଇଛି। ଷ୍ଟେଶନ କର୍ମଚାରୀ…

9 months ago