ବ୍ରହ୍ମପୁର, ୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଜାତୀୟସ୍ତରରେ ନିନ୍ଦା କରାଯାଉଛି। ନାବାଳିକା ବଳାତ୍କାର…
ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର) ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବନାଞ୍ଚଳ…
ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି।…
ଛତ୍ରପୁର,୧।୭(ଦିଲ୍ଲୀପ ସାମଲ): ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ. ହୃଷିକେଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତ। ପୂର୍ବତନ ଅଧ୍ୟକ୍ଷ…
ଛତ୍ରପୁର,୧।୭: ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋବା ଗ୍ରାମରେ ଗ୍ରାମ କମିଟି ଗଠନକୁ ନେଇ ସଂଘବଧ ଭାବେ ଆକ୍ରମଣ ହୋଇଛି । ଏଥିରେ ଜଣେ ଗୁରୁତର…
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି।…
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ଜାତୀୟ ଡକ୍ଟରସ ଦିବସ ମଙ୍ଗଳବାର ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ମଧ୍ୟ ଏହି ଦିବସ…
ସାତୁଳି,୧।୭,(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି…
ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ସବ ଡିଭିଜାଲ ଅଧୀନରେ ଦିନକୁ ଦିନ ବଳାତ୍କାର ଓ ଗଣବଳାତ୍କାର ବଢି ଚାଲିଛି। ଏହାକୁ ନେଇ ପୋଲିସ…
ଦିଗପହଣ୍ଡି,୩୦ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୧୧ନଂ ୱାର୍ଡ ଅଧିନ ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ନାୟକଙ୍କୁ ସୋମବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା…