ଗଞ୍ଜାମ

ଏନସିସି ଦିବସ ପାଇଁ ପ୍ରସ୍ତୁତି: କ୍ୟାଡେଟଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୨୦।୧୧(ବାବୁଲା ପ୍ରଧାନ): ପ୍ରତିବର୍ଷ ନଭେମ୍ବର ମାସ ୪ର୍ଥ ରବିବାର ଏନସିସି ଦିବସ ପାଳନ ହେଉଛି। ତେଣୁ ଉକ୍ତ ଦିବସକୁ ମନେ ପକାଇବା ପାଇଁ କ୍ୟାଡେଟଗୁଡିକ ମଧ୍ୟରେ ବିଭିନ୍ନ…

2 weeks ago

ମରିବୁ ପଛେ ଛାଡ଼ିବୁ ନାହିଁ କହିଲେ କୁନ୍‌ମୁନ୍‌ଙ୍କ ପରିବାର

ଗଞ୍ଜାମ,୨୦ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୩ ଗୌଡ଼ ସାହିରେ କୁନ୍‌ମୁନ୍‌ଙ୍କ ପରିବାର ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। କୁନ୍‌ମୁନ୍‌ଙ୍କ ପରିବାର କହିଲେ ସ୍ତ୍ରୀ…

2 weeks ago

ଚାଲିଥିଲା ବାପାଙ୍କ ଦଶାହ, ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପୁଅ: ଆଉ ତା’ପରେ ଘଟିଗଲା…

ଆସିକା,୨୦।୧୧: ଗଞ୍ଜାମ ଆସିକା ବ୍ଲକର ସିଦ୍ଧନଇ ପଂଚାୟତ ଅନ୍ତର୍ଗତ ଅତରଙ୍ଗ ଗ୍ରାମରେ ଗୁରୁବାର ଘଟିଛି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା। ବାପାଙ୍କ ମୃତ୍ୟୁର ଦଶାହରେ ପୁଅଙ୍କ…

2 weeks ago

ରାମାୟଣ ନାଟକରେ ଅଶ୍ଳିଳତା ପ୍ରଦର୍ଶନ ମାମଲା: ଥାନାରେ ହାଜର ହେଲେ ୧୦ରୁ ଊର୍ଦ୍ଧ୍ୱ କଳାକାର-କମିଟି ସଦସ୍ୟ

ଦିଗପହଣ୍ଡି,୧୯।୧୧(ଅଶେଷ ନାଥ ମିଶ୍ର): ଗତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ପ୍ରତିଯୋଗିତାମୂଳକ ୨ ଟି ନାଟ୍ୟ…

2 weeks ago

ବି.ଏଡ୍. ଛାତ୍ରୀଙ୍କ ଅକାଳ ବିୟୋଗ: ସହାୟତା ନ କରିବାରୁ ଶିକ୍ଷକଙ୍କ ଉପରେ ତୀବ୍ର ଅସନ୍ତୋଷ

ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବି.ଏଡ୍. କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଅକାଳ ମୃତ୍ୟୁକୁ ନେଇ କଲେଜରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁରୁତର ଅସୁସ୍ଥ…

2 weeks ago

ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା: ପୁଣି ରାଇପୁରରେ ବେଆଇନ ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

ପୁରୁଷୋତ୍ତମପୁର,୧୯ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲିମାଫିଆମାନେ ଦିନକୁଦିନ ସକ୍ରିୟ ହୋଇଉଠିଛନ୍ତି। ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ରୋକିବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ…

3 weeks ago

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ ଥିଲେ ଦେଶର ଚିତ୍ର ଅଲଗା ହୋଇଥାନ୍ତା’

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ…

3 weeks ago

ଜଗାଦର୍ଶନ ସାରି ଫେରୁଥିଲେ ହଠାତ୍‌ ଟ୍ରେନ୍‌ଭିତରେ ଛାତିରେ ହେଲା ଯନ୍ତ୍ରଣା , ଟଳିପଡିଲେ…

ଗଞ୍ଜାମ,୧୯।୨୫: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ହରିବନ୍ଧୁ ରାଓ (୫୫) ମଙ୍ଗଳବାର ପୁରୀରେ ଶ୍ରୀଜଗନ୍ନାଥଙ୍କ…

3 weeks ago

ଋଷିକୂଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ସମାଗମ, କଡ଼ାକଡ଼ି ହେଲା ପାଟ୍ରୋଲିଂ, ଖୁବ୍‌ଶୀଘ୍ର…

ଗଞ୍ଜାମ,୧୮।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଅଲିଭ ରିଡଲେ କଇଁଚ ମାନଙ୍କ ଧୀରେ ଧୀରେ ସମାଗମ ହୋଇଥିବା ଜଣାପଡ଼ିଛି ।…

3 weeks ago

ବନ୍ଦେ ମାତରଂ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ‘ବନ୍ଦେ ମାତରଂ’ କବିତାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ମଙ୍ଗଳବାର ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ…

3 weeks ago