ଗଞ୍ଜାମ

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ପାଇପ୍‌, ଜଳିଗଲେ ମହିଳା

ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ବି.ଜାନକୀ ପାତ୍ର(୫୫) ଶୁକ୍ରବାର ସାରେ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ଗ୍ୟାସ…

5 months ago

‘ଇଞ୍ଚେ ଜମି କାହାରି ଦଖଲକୁ ଛଡାଯିବ ନାହିଁ’: ରାଜମାତା ବିଦ୍ୟାଳୟର ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭାରେ…

ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ସଂଲଗ୍ନ ରାଜମାତା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ବିଦ୍ୟାଳୟ ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।…

5 months ago

ପରୀକ୍ଷା ଦେବାରୁ ଛାତ୍ରୀଙ୍କୁ ବାରଣ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଆପାର୍ଟମେଣ୍ଟରୁ ଡେଇଁ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା 

ଭଞ୍ଜନଗର,୨୫।୭(ବାବୁଲା ପ୍ରଧାନ)-ହାଇଦ୍ରାବାଦର ମୀରାପୁର  ଅଞ୍ଚଳରେ ଜଣେ  ଦଶମ ଶ୍ରେଣୀ ଓଡ଼ିଆ ମେଧାବୀ ଛାତ୍ରୀ ଗୁରୁବାର ପରିବାର ସହ ରହୁଥିବା ଆପାର୍ଟମେଣ୍ଟର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।…

5 months ago

ତାରାତାରିଣୀଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ: ସରକାର ନେଲେ ବଡ ପଦକ୍ଷେପ

ପୁରୁଷୋତ୍ତମପୁର,୨୫।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନଙ୍କୁ ଆଉ ଭୋକିଲା ହୋଇ ଫେରିବାକୁ ପଡିବନି। ଏଥିନେଇ ସରକାରଙ୍କ ପକ୍ଷରୁ…

5 months ago

ଜୁଆଆଡ୍ଡାରେ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କା ଜବତ, ୧୮ ଗିରଫ

ଜଗନ୍ନାଥପ୍ରସାଦ,୨୫ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ଥାନା ପୋଲିସ ଗୁରୁବାର ମଧ୍ୟ ରାତିରେ ଝାଡ଼ାଭୂମି ପଞ୍ଚାୟତର ବରକୋଳିଆ ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୮ଜଣଙ୍କୁ ଗିରଫ…

5 months ago

ସ୍କୁଟିରେ କରୁଥିଲେ ଗଞ୍ଜେଇ ଚାଲାଣ: ୨ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି,୨୪ା୭(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ଅବକାରୀ ଟିମ୍‌ ଗଜପତି…

5 months ago

ଜବରଦଖଲ ପାଇଁ ସହରରେ ପଶିଲା ବର୍ଷା ପାଣି, ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ…

ଭଞ୍ଜନଗର,୨୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ମଧ୍ୟ ଦେଇ ଯାଇଥିବା ଜଳସମ୍ପଦ ବିଭାଗର କେନାଲ ଗୁଡ଼ିକୁ ଲୋକେ ଧିରେ ଧିରେ ଜବରଦଖଲ କରିନେଲେଣି। କେତେକ ସ୍ଥାନରେ ସରକାର…

5 months ago

ଝାଡାବାନ୍ତି ପ୍ରଭାବିତ ଅଞ୍ଚଳରେ ବିଜେଡ଼ି, କଂଗ୍ରେସ ଟିମ୍‌: ସରକାରୀ ବିଫଳତା ସହ ଡାକ୍ତର ପଦବୀ ଖାଲି ନେଇ…

ଦିଗପହଣ୍ଡି/ପାଟପୁର,୨୪ା୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପାଖରେ ଗୁରୁବାର ରାଜ୍ୟ ବିଜେଡି ନେତୃମଣ୍ଡଳୀ…

5 months ago

ପରିତ୍ୟକ୍ତ ଅବସ୍ଥାରେ ଅଧାପନ୍ତରିଆ ଅଙ୍ଗନୱାଡି କେନ୍ଦ୍ର, ଛୋଟ ଶିଶୁମାନେ…

ବୁଗୁଡ଼ା,୨୪ା୭(କାଳିଚରଣ ଦାଶ)-ବୁଗୁଡ଼ା ଏନଏସି ଅନ୍ତର୍ଗତ ୫ନଂ ୱାର୍ଡରେ ଜନସଂଖ୍ୟା ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏଠାରେ ମାତ୍ର ଗୋଟିଏ ରହିଛି। ଏହି କେନ୍ଦ୍ରଟି ଅସଂପୂର୍ଣ୍ଣ ଥିବାରୁ କେନ୍ଦ୍ର…

5 months ago

ବୁଗୁଡ଼ାରେ ଚାଲିଥିଲା ଚୋରା ମଦ କାରବାର: ଚଢାଉରେ ୫ହଜାର ଲିଟର ପୋଚ, ୨ଶହ ଲିଟର ଦେଶୀମଦ ଜବତ

ବୁଗୁଡା,୨୪ା୭(କାଳିଚରଣ ଦାଶ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ ସହ ପ୍ରସ୍ତୁତିରେ ବ୍ୟବହୃତ…

5 months ago