ଫସଲ କ୍ଷତି ସହି ନ ପାରି କୀଟନାଶକ ପିଇଦେଲେ ଚାଷୀ
ମୋହନା,୫।୧୦: ( ମନ୍ମଥ ମିଶ୍ର ) ଲଘୁଚାପ ଜନିତ ପ୍ରବଳ ବର୍ଷା ଉଜାଡି ଦେଲା ପରିବା ଚାଷ। ଏହାକୁ ସହ୍ୟ କରି ନ ପାରି କୀଟନାଶକ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ…
ବିଜେଡିକୁ ବଡ଼ ଝଟ୍କା: ଦଳରୁ ଇସ୍ତଫା ଦେଲେ…
ଗଜପତି, ୪।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ବିଜେଡିକୁ ଲାଗିଛି ଏକ ବଡ଼ ଝଟକା। ୨୦୨୪ ସାଧାରଣ ନିର୍ବାଚନରେ ମୋହନା ବିଜେଡି ବିଧାୟକ ପ୍ରାର୍ଥୀ ଥିବା ଅନ୍ତର୍ଯ୍ୟାମୀ ଗମାଙ୍ଗ ବିଜେଡିକୁ କରିଛନ୍ତି ବାଏ ବାଏ। ସେ ୨୦୦୯ରେ ଭାଜପା ପକ୍ଷରୁ ମୋହନା ବିଧାୟକ…
ଘୋଡ଼ାକୋଣ ବ୍ରିଜ ଉପରୁ କାର ସହ ଭାସିଯାଇଥିଲେ ଯୁବକ, ମିଳିଲା…
ଗଜପତି,(ଗିରିଧାରୀ ପରିଛା)୪।୧୦: ପବଳ ବର୍ଷାରେ ରା.ଉଦୟଗିରି କାଳିଆ ତୋଟା ନଦୀରେ ଏକ କାର ଭାସିଯାଇଥିଲା। ତେବେ କାର୍ ସହ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପ୍ରତାପ ପଣ୍ଡା। ଆର୍. ଉଦୟଗିରି କାଳିଆତୋଟା ନଦୀରୁ କାର୍…
୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୧୦: ଗଜପତି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ୨ ମୃତକଙ୍କ…
ବିପଦପୂର୍ଣ୍ଣ ପ୍ରଖର ନାଳ ଦେଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆଣିଲେ ଅଗ୍ନିଶମ କର୍ମଚାରୀ
ଗଜପତି,୩।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ ବ୍ଲକ ପେକଟ ଗ୍ରାମ ନିକଟରେ ଭୁସ୍ଖଳନ ଘଟଣାରେ ବାପା ପୁଅଙ୍କ ନିଖୋଜ ମାମଲାରେ ଅନୁସନ୍ଧାନ କରୁଥିବା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ସାହାସିକତା ଦେଖାଇଛି। ପେକଟ ଗ୍ରାମ ନିକଟ ନାଳ ଆରପାରିରୁ ଜଣେ ଗର୍ଭବତୀ ମହିଳାଙ୍କୁ…
ଗାଈ ଚରାଇବାକୁ ଯାଇ ଆଉ ଫେରି ନ ଥିଲେ ଲକ୍ଷ୍ମଣ: ନଦୀ ପଠାରୁ ମିଳିଲା…
ମୋହନା,୩।୧୦(ମନ୍ମଥ ମିଶ୍ର): ଲଘୁଚାପଜନିତ ଲଗାଣ ଅତିପ୍ରବଳ ବର୍ଷାରେ ଗଜପତି ଜିଲାର ମୋହନା ଥାନା ଆନ୍ତର୍ଗତ ବନ୍ଧାଗୁଡା ଗାଁ ଲକ୍ଷ୍ମଣ ମଲ୍ଲିକ ଲୁଡୁରୁ ଗାଁକୁ ଗାଈ ଚରାଇବାକୁ ଯାଇ ନଦୀରେ ନିଖୋଜ ଥିବାର ସୂଚନା ମିଳିଥିଲା l ଗ୍ରାମବାସୀ କୌଣସି ଅନୁସନ୍ଧାନ ପାଇପାରି…
ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ
ମୋହନା, ୩।୧୦(ମନ୍ମଥ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ…
ଗାଈ ଚରାଇବାକୁ ଯାଇଥିଲେ ତ୍ରିନାଥ, ଧସିଲା ପାହାଡ଼: ଆଉ ତା’ପରେ…
ଗଜପତି,୩।୧୦(ପାରଳାଖେମୁଣ୍ଡି): ଗଜପତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାମ.ଉଦୟଗିରିରେ ଲଗାଣ ବର୍ଷାରେ ପାହାଡ ଧସି ଏକ ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବାବେଳେ ପାହାଡ଼ ଧସି ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରା.ଉଦୟଗିରି ଥାନା…
ଲଗାଣ ବର୍ଷାରେ ଧସିଲା ମାଟି: ଗାଡି ଚଳାଚଳ ଠପ୍
ମୋହନା,୨।୧୦(ମନ୍ମଥ ମିଶ୍ର): ବ୍ରହ୍ମପୁରଠାରୁ ରାୟଗଡା, ଜୟପୁର, କନ୍ଧମାଳ ଯାତାୟତ କରିବା ମୁଖ୍ୟ ରାସ୍ତା ୩୨୬ ଜାତୀୟ ରାଜପଥ ଠପ୍ ହୋଇପଡିଛି। କିଛିଦିନ ହେବ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତକାଲି ବୁଧବାର ଦିନଠାରୁ ଅତି ପ୍ରବଳ ବର୍ଷା…
ପ୍ରବଳ ବର୍ଷାରେ ବେହାଲ ଗଜପତି: ପାଣିରେ ଭାସିଲା ବୋଲେରା ଗାଡି
ମୋହନା, ୨।୨୫ ( ମନ୍ମଥ ମିଶ୍ର ): କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟର…
ବାପ ଘରେ ସ୍ତ୍ରୀ, ଏପଟେ ସ୍ବାମୀ ନେଲେ ଚରମ ନିଷ୍ପତ୍ତି
ମୋହନା,୨।୧୦( ମନ୍ମଥ ମିଶ୍ର ): ପାରିବାରିକ ଅଶାନ୍ତିରୁ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ନିକଟ ପଦାଗାଁରେ । ମୃତ ଯୁବକ ଜଣକ ହେଲେ ଜଗନ ରାଉତ। ସୂଚନା ପ୍ରକାରେ, ଗତ କିଛି…
ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ନିୟମ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ ଦେବୀଦେବତାଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ ସବୁ ପାଇଁ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବଦେବୀଙ୍କର ଆଶିଷ ଲାଭ ହେବା…
Archives


