ଗଜପତି

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର: ୫ ପରିବାର ବାସହରା

ପାରଳାଖେମୁଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ୫ଟି ଘର ଭାଙ୍ଗିଯାଇଛି। ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅଧୀନ ଅଢେଇ, କୁଣ୍ଢେଇସିଂ,…

2 years ago

ଆର.ଉଦୟଗିରିରେ ରେକର୍ଡ ବର୍ଷା

ଆର.ଉଦୟଗିରି,୯ା୯(ଡି.ଏନ.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ହାରାହାରି ୧୯୧.୮ ମିମି ବର୍ଷା ହୋଇଛି। ଆର.ଉଦୟଗିରି ବ୍ଲକରେ ସର୍ବାଧିକ ୪୩.୩ ମିମି ବର୍ଷା…

2 years ago

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୭ା୯: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ମାମଲାର…

2 years ago

ଆର.ଉଦୟଗିରି-ଶରଳାପଦର ରାସ୍ତା ମରଣଯନ୍ତା

ଆର.ଉଦୟଗିରି,୬ା୯(ଡି.ଏନ.ଏ.): ଆର.ଉଦୟଗିରି ଥାନା ଶରଳାପଦରରୁ ଆର.ଉଦୟଗିରି ରାସ୍ତା ମରଣଯନ୍ତା ପାଲଟିଛି। ୨୦୦୮ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା କାମ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ…

2 years ago

ମୋହନାରେ ୧୬ ଜଣିଆ ଡାକ୍ତରୀ ଟିମ୍‌

ପାରଳାଖେମୁଣ୍ଡିି/ଆର୍‌.ଉଦୟଗିରି, ୬ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ଡେଙ୍ଗୁଜ୍ୱର ଆତଙ୍କ ଦେଖାଦେଇଛି। ମାସକ ମଧ୍ୟରେ ଡେଙ୍ଗୁ ଲକ୍ଷଣଯୁକ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ…

2 years ago

ଡେଙ୍ଗୁ ଆତଙ୍କ: ପହଞ୍ଚିଲା ପ୍ରଶାସନିକ ଟିମ୍‌

ଆର.ଉଦୟଗିରି,୫।୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। କିଛିଦିନ ତଳେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଅଞ୍ଚଳର କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଏହି…

2 years ago

କିଚରଲିଙ୍ଗ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦାବି

ପାରଳାଖେମୁଣ୍ଡି, ୩ା୯ (ଡି.ଏନ୍‌.ଏ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀ କିଚରଲିଙ୍ଗ। ପାହାଡ଼ ବକ୍ଷରେ ବୋହି ଯାଉଥିବା ଝରଣା ସହ ପ୍ରକୃତିର ମନଲୋଭା ସୃଷ୍ଟିର…

2 years ago

ମୁଖ୍ୟରାସ୍ତାକଡ଼ରେ ଗୋଦାମ, ଟ୍ରାଫିକ୍‌ ସମସ୍ୟା

ପାରଳାଖେମୁଣ୍ଡି,୨ା୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା କଡରେ ଗୋଦାମଗୁଡିକ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରର ରାମସାଗର ରାସ୍ତାରୁ ଆରମ୍ଭ କରି ପୁରୁଣା ପାଟଣା ରାସ୍ତା ତଥା…

2 years ago

ଛାତ୍ରୀଛାତ୍ରଙ୍କୁ ପିଟିବା ଘଟଣା: ଥାନାରୁ ମୁକୁଳିଲେ ଅଭିଯୁକ୍ତ ଶିକ୍ଷକ

ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଡେଙ୍ଗାସଖାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ହୋଇ ଛାତ୍ରୀଛାତ୍ରୀଙ୍କୁ ମାଡ଼ମାରି କ୍ଷତାକ୍ତ କରିଦେଇଥିଲେ। ସଂପୃକ୍ତ…

2 years ago

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର

ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ମୋହନା ଥାନା ନାରୀଙ୍ଗୀ ଘାଟିରେ ଟ୍ରାକ୍ଟର ଓଲଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ ମୋହନା ଥାନା…

2 years ago