ଓ୍ବିଲିୟମ ହେନେଜ୍ଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା
ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ନିଜକୁ ନେତା, ମନ୍ତ୍ରୀ ଓ ନିଜକୁ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ୍ ହାଜତରେ ଥିବା ହାଇପ୍ରୋଫାଇଲ ଠକ…
ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ
ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଶ୍ରମ ବିଭାଗର ଚରମ ଅବହେଳା, ଉଦାସୀନତା ତଥା ଅବହେଳା ପାଇଁ ଦେବଗଡ଼ ଜିଲାରେ ବହୁ ଶ୍ରମିକ ବଞ୍ଚିତ ହୋଇଥିବା ବେଳେ ଶତାଧିକ ଶ୍ରମିକଙ୍କର କାର୍ଡ ନବୀକରଣ ହୋଇପାରୁନାହିଁ। ଏପରିକି ଅନ୍ଲାଇନ୍ ଯୋଗେ ଆବେଦନ କରିଥିଲେ ହେଁ ଶହଶହ…
ମନରେଗା ରାସ୍ତା ନିର୍ମାଣରେ ଅନିୟମିତା: ମେଶିନରେ ହେଉଛି କାର୍ଯ୍ୟ, ତଦନ୍ତ ଦାବି
ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତାଳକୁଣ୍ଡି ପଞ୍ଚାୟତରେ ବିନା ଶ୍ରମିକରେ ମେଶିନ ଯୋଗେ ରାତିଅଧିଆ ମନରେଗା ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ବିନା ସୂଚନାଫଳକରେ ଦିନ ଦ୍ୱି’ ପ୍ରହରରେ ଖୁଲମଖୁଲା ମେଶିନ ଲଗାଇ ରାସ୍ତା ନିର୍ମାଣ…
ବିପଦରେ ଦେଶର ସମ୍ବିଧାନ, ସୁରକ୍ଷା ପାଇଁ ରାଜନୈତିକ ଦଳ-ଜନସାଧାରଣ ଲଢ଼େଇ କରିବାର ଆବଶ୍ୟକତା ରହିଛି: ପିସିସି ସଭାପତି
ଦେବଗଡ, ୫ା୫ (ଶଶାଙ୍କ ଶେଖର ଝାଙ୍କର): କଂଗ୍ରେସ ପକ୍ଷରୁ ଦେବଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାବାର ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ…
ବସ୍କୁ ଧକ୍କା ଦେଲା ଟ୍ରକ୍,୨୦ରୁ ଊର୍ଦ୍ଧ୍ୱ ଆହତ
ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର): ଏନ୍ଏଚ୍ ୪୯ ନୂଆଭୂଇଁ ନିକଟରେ ସୋମବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେବଗଡ଼ରୁ କୁଚିଣ୍ଡା ଯାଉଥିବା ‘ହୋତା’ ନାମକ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା, ଯେଉଁଥିରେ ୨୩ ଜଣ ଯାତ୍ରୀ…
ଜିଲାସ୍ତରୀୟ ସନ୍ତରଣାଗାର ପାଇଁ ଜାଗା ଚିହ୍ନଟ
ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଖେଳପଡିଆ ସମ୍ମୁଖରେ ଜିଲାସ୍ତରୀୟ ସନ୍ତରଣାଗାର ପାଇଁ ଜାଗା ଚିହ୍ନଟ କରାଯାଇଛି। ରବିବାର ଜିଲା ପ୍ରଶାସନ ପକ୍ଷରୁ ରାଜସ୍ବ ଅଧିକାରୀ ହିମାଂଶୁ ଗୁରୁ ବିଭିନ୍ନ କ୍ରୀଡ଼ା ସଙ୍ଗଠନର କର୍ମକର୍ତ୍ତାଙ୍କୁ ଚିହ୍ନଟ ସ୍ଥାନ ବୁଲି ଦେଖାଇଥିଲେ।…
ବାଲ୍ୟ ବିବାହକୁ ବିରୋଧ: ଆର୍ଥିକ ଅନଗ୍ରସର ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ଜରୁରୀ
ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର)- ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମପଞ୍ଚାୟତ ଅଧୀନ ବୁଢିବିଲ ଆମ୍ବତୋଟାରେ ଗୋପାଳ ଚନ୍ଦ୍ରିକା ସମାଜ, କୁଶପଙ୍ଗା ଗ୍ରୁପ୍ର ବାର୍ଷିକ ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍ ସଭାପତି ଶୂନ୍ୟଚନ୍ଦ୍ର ବଣିଚୁଳଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ଉତ୍କଳ ଯାଦବ…
ବୈଜ୍ଞାନିକ ହେବା ମୋର ଲକ୍ଷ୍ୟ: ଜିଲାର ମ୍ୟାଟ୍ରିକ ଟପ୍ପର ଧନେଶ୍ୱର ବିଶି
ଦେବଗଡ,୩।୫(ଶଶାଙ୍କ ଶେଖର ଝାଙ୍କର): ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ । ଦେବଗଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଧନେଶ୍ୱର ବିଶି ସର୍ବାଧିକ ୯୩.୧୬ ପ୍ରତିଶତ ନମ୍ବର ହାସଲ କରି ଜିଲ୍ଲାର ଟପ୍ପର ହୋଇଛନ୍ତି। ରିଆମାଳ ବ୍ଲକ ଟୁହିଲାମାଳ ଗ୍ରାମ ପଂଚାୟତ…
ଶିକାରୀଙ୍କ ଗଳା କାଟି ହତ୍ୟା
ଦେବଗଡ଼,୩ା୫(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଜଣେ ବନ୍ୟଜନ୍ତୁ ଶିକାରୀଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ସୁରେଶ ଶବର(୫୯)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁରେଶଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ…
ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ
ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ‘ରାଷ୍ଟ୍ରୀୟ ସଂଗୋଷ୍ଠୀ ଏବଂ ସମ୍ମାନ ସମାରୋହ’ ଆୟୋଜନ କରାଯାଇଥିଲା ।…
‘ଏକ ଦେଶ, ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର
ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ସ୍ଥାନୀୟ ସେଣ୍ଟର ଫର୍ କଲ୍ଚର କଲ୍ୟାଣ ମଣ୍ଡପଠାରେ ‘ଏକ ଦେଶ… ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାଜପା ଜିଲା ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଭାଜପା ରାଜ୍ୟ ପ୍ରବକ୍ତା…
ଫେଡେରେଶନ୍ କପ୍ ସିନିୟର କବାଡ଼ି ପ୍ରତିଯୋଗିତା ପାଇଁ ଟେକ୍ନିସିଆନ୍ ଅଫିସିଆଲଙ୍କ ନାମ ଘୋଷଣା: ଓଡ଼ିଶାରୁ ରଞ୍ଜିତା ମିଶ୍ର ମନୋନୀତ
ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ଆମେଚର କବାଡ଼ି ଫେଡେରେଶନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ମହାରାଷ୍ଟ୍ର ଅମରାବତୀର ଗଡଗେବାବା ସମାଧି ମନ୍ଦିର ଖେଳପଡିଆଠାରେ ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ଫେଡେରେଶନ କପ୍ ସିନିୟର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର…
Archives


