ଦେବଗଡ଼

୭ ଦିନ ପରେ ବି ରହସ୍ୟ ଘେରରେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ଯୁବତୀଙ୍କ ପରିଚୟ ନପାଇ ମୃତଦେହ ପୋତିଲା ପୋଲିସ

ଦେବଗଡ,୮।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଠିଆନାଳ ଗ୍ରାମର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହେବାର ଇତି ମଧ୍ୟରେ…

5 months ago

ଭିନ୍ନ ଜାତିରେ ବିବାହ କରିଥିଲେ, ମୃତଦେହ ଛୁଇଁଲାନି ଜାତି ସମାଜ: ମଶାଣିରେ ପୋତିଲେ ସ୍ବେଚ୍ଛାସେବୀ

ଦେବଗଡ଼,୨ା୭(ଶଶାଙ୍କ ଶେଖର ଝାଙ୍କର):ଭିନ୍ନ ଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଜାତି ସମାଜର ଜନସାଧାରଣ। ପ୍ରାୟ ୩ ଘଣ୍ଟା ମୃତଦେହ ପଡ଼ିରହିବା ପରେ ସ୍ବେଚ୍ଛାସେବୀମାନେ ବୋହିନେଇ ମଶାଣିରେ…

5 months ago

ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ !

ଦେବଗଡ଼,୧।୭: ଦେବଗଡ଼ ଜିଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଠିଆନାଳ ଗାଁର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଚପଲ ଓ…

5 months ago

କୋରଡକୋଟ ଜଙ୍ଗଲରୁ ମିଳିଲା କଙ୍କାଳ: ତେବେ କାହାର ଏହି କଙ୍କାଳ ଏବେ…

ଦେବଗଡ,୨୯।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କୋରଡକୋଟ ଜଙ୍ଗଲ ମଧ୍ୟରେ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାପଡିଛି। କେତେକ ଲୋକ ଛତୁ ସଂଗ୍ରହ ପାଇଁ…

5 months ago

ଦିଅରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବିଧବା ଭାଉଜ, ସାନ ଯା’ଙ୍କୁ ମାରିଦେଲେ: ବାନ୍ଧିଲା ପୋଲିସ

ଦେବଗଡ,୨୪।୬(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମରେ ୨୦୨୩ ମସିହା ଜୁନ ମାସରେ ଘଟିଥିବା ବହୁ ଚର୍ଚ୍ଚିତ ପୂଜା ପ୍ରଧାନ ହତ୍ୟା…

5 months ago

ଜିଲାରେ ପାଳନ ହେଉନି ସରକାରୀ ନିୟମ: ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ଦେବଗଡ଼,୨୩ା୬(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲାରେ ସରକାରୀ ନିୟମ ପାଳନ ହେଉନି। ସରକାର ଭିଏଲ୍‌ଏଲ୍‌ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରିବାର ଡିଣ୍ଡିମ ପିଟିଥିଲେ ହେଁ ଅଧିକରୁ ଅଧିକ…

6 months ago

ଚାଲାଣ ହେବା ପୂର୍ବରୁ ଖସିଆସିଲେ ନାବାଳିକା, ବାପା-ଭାଇଙ୍କ ନାମରେ ଆଣିଲେ ଏମିତି ଅଭିଯୋଗ

ଦେବଗଡ଼,୧୬ା୬(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସଇଡ଼ା ପଞ୍ଚାୟତର ଶରଣକୋଟ ଗ୍ରାମରେ ଚାଲାଣ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ୧୫ ବର୍ଷର ନାବାଳିକା। ସରୁଆଳି…

6 months ago

କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼,୮ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଆଉଁଳିରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା କୈଳାସ…

6 months ago

ଘରକୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଯୁବକଙ୍କ ଜୀବନ

ଦେବଗଡ଼,୬ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣୀସ୍ଥିତ କ୍ରସର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ବାଇକ୍‌କୁ ଅଜଣା ଗାଡ଼ି…

6 months ago

ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ

ଦେବଗଡ,୨୭।୫(ଶଶାଙ୍କ ଶେଖର ଝାଙ୍କର): ସାମାଜିକ ବାସନ୍ଦ ଭୟରେ ଛୁଇଁଲେ ନିଜ ଆତ୍ମୀୟଙ୍କ ମୃତଦେହ । ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ । ସଭ୍ୟ ସମାଜକୁ ଲଜ୍ଜିତ…

6 months ago