କଟକ

ଯନ୍ତ୍ରୀ ନା ଜମିଦାର: ଯେତେ ଖୋଲୁଛି ସେତେ ବାହାରୁଛି ସୁନା

କଟକ,୫।୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା…

2 years ago

ଶ୍ବଶୁର କାଟିଦେଲେ ବୋହୂର ନାକ, ପୂରାଘଟଣା ଜାଣିଲେ…

ଆଠଗଡ଼,୫।୮: ବୋହୂର ନାକ କାଟିଦେଲେ ଶ୍ବଶୁର। ଶ୍ବଶୁରଙ୍କ ଛୁରାମାଡ଼ରେ ବୋହୂର ନାକ କଟିଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଗୁରୁଡିଝାଟିଆ ଥାନା…

2 years ago

୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୫ା୮: ୩ ବିଧାୟକଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ନେଇ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ବିନୀ ପାତ୍ର ଏବଂ ବ୍ୟୋମକେଶ ରାୟଙ୍କୁ ହାଇକୋର୍ଟ ନୋଟିସ୍‌ କରିବା…

2 years ago

ପାଣି ଉଠାଇବା ବେଳେ ଭାସିଯାଇଥିଲେ କାଉଡିଆ, ମୃତଦେହ ମିଳିବା ପରେ ଦୁଃଖରେ ଭାଙ୍ଗିପଡ଼ୁଛି ପରିବାର 

କଟକ,୫।୮: କଟକ ମହାନଦୀରେ ରବିବାର  ଭାସି ଯାଇଥିବା କାଉଡ଼ିଆ ବିଶ୍ୱଜିତ ବେହେରାଙ୍କ ମୃତଦେହ  ସେମବାର ଉଦ୍ଧାର ହୋଇଛି। ଭଦିମୂଳ ଘାଟ ନିକଟରୁ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର…

2 years ago

ଏସ୍‌ସିବିରେ ପାଳନ ହେଉନି ସ୍ବାସ୍ଥ୍ୟ ବିଭାଗ ନିୟମ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଏସ୍‌ସିବି)ମେଡିକାଲର ବିଭିନ୍ନ ସ୍ଥାନରେ ପାନ, ଗୁଟ୍‌ଖା ଛେପ ନ ପକାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

2 years ago

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ,୫ା୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ…

2 years ago

ବିଷ ପିଇ ମା’ବାପାଙ୍କ ମୃତ୍ୟୁ: ପୁଅ ଗୁରୁତର

କଟକ,୪।୮: କଟକ ସିଡିଏରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ରବିବାର ରାତିରେ ବିଷ ପିଇ ଗୋଟିଏ ପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ…

2 years ago

ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ,୪।୮: ମହାନଦୀର ଭଦିମୂଳ ଘାଟରେ ରବିବାର ଏକ ଅଘଟଣ ଘଟିଛି। ଘାଟରେ ପାଣି ଉଠାଇବା ବେଳେ ଜଣେ କାଉଡ଼ିଆ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ମିଳିପାରି…

2 years ago

ତ୍ରିଶୁଳିଆ ବ୍ରିଜ୍‌ ଉପରେ କାର, ଆଉ ଚପଲ: ନିଖୋଜ ପୂର୍ବରୁ ଘରକୁ ପଠାଇଲେ ସେଲଫି  

କଟକ,୨।୮(କାର୍ତ୍ତିକ ସାହୁ): କଟକ ତ୍ରିଶୁଳିଆ ବ୍ରିଜ୍‌ରୁ  ପୁଣି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ଜଣକ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ। ସେ ବ୍ରିଜ ଉପରେ…

2 years ago

ଶିଶୁପୁତ୍ରକୁ ଚୋରି କରି ନେଇଗଲେ ମାଉସୀ!

ଆଠଗଡ଼,୧ା୮: କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ…

2 years ago