ବୌଦ୍ଧ

ପାନୀୟଜଳ ଓ ବିଦ୍ୟୁତ୍‌ ସେବା ଉପରେ ଗୁରୁତ୍ୱ

ବୌଦ୍ଧ,୨୮ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ…

4 years ago

ପୁଣି ଫେରିଲେ ୧୩୧ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୮ା୫ (ସ୍ବ.ପ୍ର.)-ଗୁରୁବାର ବୌଦ୍ଧ ଜିଲାରେ ପୁଣି ୧୩୧ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୬୩୧ରେ ପହଞ୍ଚତ୍ଛିି। ସେହିପରି ୬୦୫…

4 years ago

ଜହ୍ନାପଙ୍କ ଅଞ୍ଚଳରେ କୂଆପଥର ବର୍ଷା

ଜହ୍ନାପଙ୍କ,୨୮।୫ (ଡି.ଏନ.ଏ.)-ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି କୂଆପଥର ବର୍ଷା…

4 years ago

ଗର୍ଭବତୀ କୌଶଲ୍ୟାଙ୍କୁ ସହାୟତାର ହାତ ବଢାଇଲେ ଡାକ୍ତର

ମନମୁଣ୍ଡା,୨୫।୫ (ଡି.ଏନ.ଏ)-ମନମୁଣ୍ଡା ଥାନା ଅଧୀନ ଗୁଡଭଙ୍ଗାର କୌଶଲ୍ୟା ସାହୁ ା ବୟସ ୩୫ ା ୫ଟି ସନ୍ତାନର ଜନନୀ ା ଏବେ ସେ ପୁଣି ୭ ମାସର…

4 years ago

ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ

ଜହ୍ନାପଙ୍କ,୨୪।୫ (ଡି.ଏନ.ଏ)- ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏହି ସାହିରେ ୨୦ ପରିବାରର ପ୍ରାୟ ୩୦୦ ଲୋକ…

4 years ago

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ ରହିଥିବା…

4 years ago

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-କରୋନା ନେଇ ସମସ୍ତେ ଭୟଭୀତ ଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରୟାସ ଚଳାଇଛନ୍ତି ା ବୌଦ୍ଧ ଜିଲାରେ ୧୦୧ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର…

4 years ago

ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ଼: ମାନିଲେନି ସାମାଜିକ ଦୂରତା

ବୌଦ୍ଧ,୨୧ା୫ (ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ା ତେବେ ଆସନ୍ତାକାଲି ସାବିତ୍ରୀ ବ୍ରତ ପଡୁଥିବାରୁ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇ ଗୁରୁବାର ଦୈନିକ…

4 years ago

ଖୋର୍ଦ୍ଧାର ୭ ଶ୍ରମିକ ସାଇକେଲରେ ଘରମୁହାଁ

ଜହ୍ନାପଙ୍କ,୨୧।୫ (ଡି.ଏନ.ଏ.)- ରାୟପୁରକୁ କାମ କରିବାକୁ ଯାଇଥିବା ଖୋର୍ଦ୍ଧା ଭାପୁର ଅଞ୍ଚଳର ୭ ଶ୍ରମିକ ସାଇକେଲରେ ଘରମୁହଁା ହୋଇଛନ୍ତି ା ସେଠାରୁ ବାହାରିବାର ତିନି ଦିନ ପରେ…

4 years ago

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର ପ୍ରଦାନ…

4 years ago