ଭଦ୍ରକ

ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଚଳ ଦାବି

ଭଦ୍ରକ ଅଫିସ/ଧାମନଗର, ୯ା୨(ଡି.ଏନ.ଏ): ଭଦ୍ରକ ଧାମରା ମଧ୍ୟରେ ପାସେଞ୍ଜର୍‌ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବୁଧବାର ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ସାକ୍ଷାତ…

1 year ago

ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା…

1 year ago

ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୬ ଆହତ

ଭଦ୍ରକ ଅଫିସ, ୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ଆଖୁଆପଦା ନିକଟରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ରାସ୍ତାରେ ଠିଆ…

1 year ago

ପୌରପାଳିକା କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର, ୬।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ ଉନ୍ନତୀକରଣ ପାଇଁ ମିଳୁଥିବା କାର୍ଯ୍ୟାଦେଶ ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ…

1 year ago

ଉଠାଦୋକାନୀଙ୍କୁ ଥଇଥାନ ଦାବି

ବାସୁଦେବପୁର,୬।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାର ରାସ୍ତାପାର୍ଶ୍ୱରେ ବହୁସଂଖ୍ୟକ ଉଠାଦୋକାନ ପାଇଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବାସୁଦେବପୁର ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଉଠାଦୋକାନ ଉଚ୍ଛେଦ…

1 year ago

ଭଡ଼ାଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ: ଅନୈତିକ ସମ୍ପର୍କରୁ ହତ୍ୟା

ବାସୁଦେବପୁର,୫।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ଗତ ଗୁରୁବାର ମିଳିଥିଲା। ଝିଅକୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା…

1 year ago

ରାସ୍ତାକଡ଼ରୁ ମିଳିଲା ମୃତଦେହ: ତଣ୍ଟିଚିପି ହତ୍ୟା ସନ୍ଦେହ

ଚାନ୍ଦବାଲି,୪।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ…

1 year ago

ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍‌, ଯୁବକ ମୃତ

ଭଦ୍ରକ ଅଫିସ, ୪।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋପବନ୍ଧୁପୁର ଛକ ନିକଟରେ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

1 year ago

ଜଳିଗଲା ୨୨ ପରିବାରର ୪୬ ବଖରା

ପଦ୍ମପୁର,୨ା୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାହୁସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୪୬ ବଖରା ଘର ଜଳି ଯାଇଛି।   ତହସିଲଦାର…

1 year ago

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ଭଦ୍ରକ ଅଫିସ,୨ା୨: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୁଧବାର ଜଣେ ନକଲି ଡାକ୍ତରଙ୍କୁ ଟାଉନ ପୋଲିସ ଗିରଫ କରିଛି। ଗିରଫ ଯାଜପୁର ଜିଲାର ରାଜୀବ ବୋଲି ଜଣାପଡ଼ିଛି।…

1 year ago