ଭଦ୍ରକ

ମଧ୍ୟାହ୍ନ ଭୋଜନ ଖାଉଥିଲେ ଛାତ୍ରୀ, ବାହାରିଲା ଜୋକ

ଭଦ୍ରକ,୨।୮: ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ…

2 years ago

ମଧ୍ୟାହ୍ନଭୋଜନରେ ଜୋକ

ବାସୁଦେବପୁର,୨ା୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଜୋକ ବାହାରିଛି।…

2 years ago

ଭଦ୍ରକ ସହରରୁ ହଟିଲା ଜବରଦଖଲ

ଭଦ୍ରକ,୧ା୮(ସନାତନ ରାଉତ): ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକଠାରୁ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ଗୁରୁବାର ଉଚ୍ଛେଦ ଆରମ୍ଭ କରିଛି। ଦୀର୍ଘଦିନ ଧରି କଚେରି ବଜାରରେ ରାସ୍ତାର…

2 years ago

ତଳମୁଣ୍ଡରେ ପହଞ୍ଚତ୍ପାରୁନି ପାଣି: ଦିନରେ ଖୋଲା ରାତିରେ ବନ୍ଦ

ତିହିଡ଼ି,୩୧।୭ (ସଞ୍ଜିତ ବଳ): ଦଶମୌଜା କେନାଲରେ ୫ ଦିନ ହେଲା ପାଣି ଛଡ଼ା ଗଲାଣି। କିନ୍ତୁ ଏଯାଏ ତଳମୁଣ୍ଡରେ ଟୋପାଏ ବ ପାଣି ପହଞ୍ଚି ପାରିଲାନି। ଏହାର…

2 years ago

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ତିହିଡ଼ି,୨୪।୭(ସଞ୍ଜିତ ବଳ): ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସରକାରୀସ୍ତରରେ ଉଦ୍ୟମ କରାଯାଉଛି। ମାତ୍ର ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ…

2 years ago

ଅସ୍ତିତ୍ୱ ହରାଇଲାଣି କାଡ଼ାନାଳ

ତିହିଡ଼ି,୨୩ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ମୌଜାରେ ଥିବା କାଡ଼ାନାଳ ସବୁ ଅସ୍ତିତ୍ୱ ହରାଇଲାଣି। ଯାହାଦ୍ୱାରା ତଳମୁଣ୍ଡରେ ଥିବା ଚାଷଜମି ଜଳସେଚିତ ହୋଇପାରୁ ନାହିଁ।…

2 years ago

କର୍ମଚାରୀ ଅଭାବରୁ ଝୁଲୁଛି ତାଲା

ଭଣ୍ଡାରିପୋଖରୀ,୧୭।୭(ରାଜେନ୍ଦ୍ର ଶତପଥୀ): ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣରେ ସହଯୋଗିତା ପାଇଁ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ଜଳ ଘନତ୍ୱ ମାପ ବିଭାଜନର ପୁରାତନ ଆଖୁଆପଦା ସେକ୍ସନରେ କର୍ମଚାରୀ ଅଭାବରୁ…

2 years ago

ଅଚାନକ୍‌ ଆହାର କେନ୍ଦ୍ରରେ ପହଞ୍ଚିଗଲେ ବିଧାୟକ, ପରେ….

ଭଦ୍ରକ, ୧୭।୭ (ସନାତନ ରାଉତ): ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପୌରପାଳିକାର ବିଭିନ୍ନ ୱାର୍ଡ ଓ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା…

2 years ago

ବିଦ୍ୟାଳୟରେ ବିବାହ ଉତ୍ସବ ପାଇଁ ଅନୁମତି ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ

ଭଣ୍ଡାରିପୋଖରୀ,୧୬ା୭(ରାଜେନ୍ଦ୍ର ଶତପଥୀ):ବିଦ୍ୟାଳୟ ପରିସରରେ ଏକ ବିବାହ ଉତ୍ସବକୁ ଅନୁମତି ଦେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ…

2 years ago

ଅନାବନା ଗଛରେ ପରିପୂର୍ଣ୍ଣ ବିଇଓଙ୍କ କାର୍ଯ୍ୟାଳୟ

ବାସୁଦେବପୁର,୧୩।୭(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବେ ସଫେଇ କାର୍ଯ୍ୟ ହେଉ ନ…

2 years ago