ଭଦ୍ରକ

ଗୋଚାଲାଣ ବେଳେ ଭୟଙ୍କର ଦୁର୍ଘଟଣା: ଜଳିଗଲେ ୧୨ ଗୋରୁ

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ନିକଟରେ ଓଲଟି ପଡିଲା ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର…

11 months ago

ସ୍ବାମୀ ଭୋଜି ଖାଇବାକୁ ଯାଇଥିଲେ, ଆସିଲା ବେଳକୁ  ସ୍ତ୍ରୀ ଝିଅଙ୍କୁ ବାନ୍ଧି

ପଦ୍ମପୁର,୧୮।୧୧(କାଳୀପଦ ରୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତ ପାଳସାହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର…

11 months ago

ଖେଳୁଖେଳୁ ପୋଖରୀରେ ପଡ଼ିଗଲେ ୨ ଶିଶୁ, ଚାଲିଗଲା ଦୁଇ ଜୀବନ

ତିହିଡ଼ି,୧୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଜାଫରାବାଦ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ସୋମବାର ମଧ୍ୟାହ୍ନରେ ୨ଶିଶୁଙ୍କ ମୃତ୍ୟୁ…

11 months ago

ପଶ୍ଚିମବଙ୍ଗ ଅଟୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ଭଦ୍ରକ,୧୭।୧୧(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଉତୁକୁଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି l…

11 months ago

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ ଏକ…

11 months ago

ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ, ଏଯାଏ ମିଳିନି ପତ୍ତା

ଧୂଷୁରୀ, ୧୫।୧୧ ( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ପାଳସାହି ପଞ୍ଚାୟତ ସ୍ଥିତ କୁଳସାହି ଗ୍ରାମର ଦୀନବନ୍ଧୁ ବିଶ୍ବାଳ (…

11 months ago

ଚାଲିଥିଲା ଯାତ୍ରା: ହଠାତ୍‌ ଦର୍ଶକ ମଞ୍ଚକୁ ଫିଙ୍ଗିଲେ ଚେୟାର, କଳାକାରଙ୍କୁ ମାରିଲେ ମାଡ଼…

ବାସୁଦେବପୁର,୧୨ା୧୧(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତରେ ଲାଲାଜୀ ଗୌଡ଼ିୟ ମଠ ନିକଟରେ ମଙ୍ଗଳବାର ରାତିରେ ଅପେରା ରାଜନନ୍ଦିନୀ ଦ୍ୱାରା ନାଟକ ପରିବେଷଣ କରାଯାଉଥିଲା।…

11 months ago

ଥାନାକୁ ଡାକି ନାବାଳକଙ୍କୁ ଥାର୍ଡ ଡିଗ୍ରୀ, ଶାର୍ଟ-ପ୍ୟାଣ୍ଟ ଖୋଲିବାକୁ ଧମକ; ନ୍ୟାୟ ପାଇଁ…

ତିହିଡ଼ି,୯।୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ନାବାଳକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି…

11 months ago

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଉପକରଣ ଜଳିପୋଡ଼ି ପାଉଁଶ

ବାସୁଦେବପୁର,୬।୧୧(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଗ୍ରାମର ରାଜେଶ ବିଶ୍ୱାଳ, ମଧୁସୂଦନ ବିଶ୍ୱାଳ,…

11 months ago

ନାବାଳିକା ପ୍ରେମିକାଙ୍କ ବାପାଙ୍କ ବେକ କାଟିଦେଲେ ଯୁବକ, ଆଉ ତା’ ପରେ…

ବାସୁଦେବପୁର,୫ା୧୧(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମର ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ବେକକୁ ବିଷ୍ଣୁବିନ୍ଧା ଗ୍ରାମରେ ଜଣେ…

11 months ago