ଭଦ୍ରକ

ଯୋଗଶିକ୍ଷା କରୁଛନ୍ତି ପ୍ରବାସୀ

ବନ୍ତ,୧୨।୫(ଡି.ଏନ.ଏ.)-କରୋନା ଲକ୍‌ ସମୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ର(ଟି.ଏମ୍‌.ସି)ରେ ପ୍ରବାସୀମାନେ ଯୋଗ ଶିକ୍ଷା କରୁଥିବା ଦେଖାଯାଇଛି। ସମୟର ସଦୁପଯୋଗ କରିବା ସହିତ…

6 years ago

ବନ୍ତରେ ପହଞ୍ଚତ୍ଲେଣି ୧୫୧ ପ୍ରବାସୀ ଓଡ଼ିଆ

ବନ୍ତ,୧୨।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୨୬ଟି ରାଜ୍ୟରୁ ଘରକୁ ଫେରିବା ୮୪୪୧ ଜଣ ପ୍ରବାସୀ ଓଡିଆ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ…

6 years ago

ଭଦ୍ରକ ଷ୍ଟେସନରେ ଅପରାହ୍ନରେ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ୍‌: ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଭଦ୍ରକ ଅଫିସ, ୧୨।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବ। ଏଥିପାଇଁ ପ୍ରଶାସନ ଓ ରେଲୱେ ପକ୍ଷରୁ ବ୍ୟାପକ…

6 years ago

ମାସ୍କ, ସାନିଟାଇଜର୍‌ ବଣ୍ଟନ

ବାସୁଦେବପୁର,୧୧ା୫(ଡି.ଏନ୍‌.ଏ.)-ବାସୁଦେବପୁର ଠାରେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ତାଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ କରୋନା ଯୁଦ୍ଧାଙ୍କୁ ମାସ୍କ, ସାନିଟାଇଜର୍‌, ଗ୍ଲୋବସ୍‌, କ୍ୟାପ ଆଦି ସାମଗ୍ରୀ ସୋମବାର ବଣ୍ଟନ…

6 years ago

ଟିକ୍‌ଟକ୍‌ ଛାଡ଼ି ଏବେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ କରୁଛନ୍ତି ଯୋଗାଭ୍ୟାସ

ଭଦ୍ରକ ଅଫିସ,୧୧ା୫ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ ଭିଡିଓ କିଛି ଦିନ ତଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।…

6 years ago

ଭଦ୍ରକ ଷ୍ଟେଶନରେ ଓହ୍ଲାଇବେ ପ୍ରବାସୀ ଓଡ଼ିଆ: ବ୍ୟାପକ ପ୍ରସ୍ତୁତି

ଭଦ୍ରକ ଅଫିସ,୧୧ା୫: ଭଦ୍ରକ ଷ୍ଟେଶନରେ ସୋମବାର ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଆସି ପହଞ୍ଚିବେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ…

6 years ago

ଭଦ୍ରକର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଳିଗଲା ୨୦ ବଖରା

ଭଦ୍ରକ ଅଫିସ,୧୧ା୫: ରବିବାର ବିଳମ୍ବିତ ରାତିରେ ଭଦ୍ରକର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୦ ବଖରା ଜଳିଯାଇଛି। ଭଦ୍ରକ ପୌରପାଳିକା ଜାନୁଗଞ୍ଜ ବଢିଆ ସାହିର…

6 years ago

ଧାନକଟା ମେଶିନ ପିଟି ହୋଇଯିବାରୁ ଚାଷୀଙ୍କ ପ୍ରାଣଗଲା

ଧାମନଗର, ୧୦ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଦିନାଜପୁର ଗ୍ରାମର ମାଧବ ରାଉତ(୪୦) ନାମକ ଚାଷୀ ଧାନକଟା ମେଶିନରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ଶନିବାର…

6 years ago

ଭୋକଉପାସରେ ଦିନ କାଟୁଛନ୍ତି ଅସହାୟ ମହିଳା

ବନ୍ତ,୧୦।୫(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ବହୁ ଲୋକ ଅସହାୟ ହୋଇପଡ଼ିଛନ୍ତି। ଦିନକୁ ଦୁଇ ଓଳି ଖାଇବାକୁ ପାଉ ନାହାନ୍ତି।…

6 years ago

ବନ୍ତକୁ ଫେରିଲେ ୯୨ ପ୍ରବାସୀ ଓଡ଼ିଆ, ଗୁଜରାଟରୁ ଫେରିଛନ୍ତି ସର୍ବାଧିକ

ବନ୍ତ,୧୦ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକକୁ ଶନିବାର ସୁଦ୍ଧା ୯୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ…

6 years ago