ଭଦ୍ରକ

ବନ୍ୟାଜଳରେ ଭାସିଯାଇ ନିଖୋଜ ଥିଲେ ହେମନ୍ତ: ଉଦ୍ଧାର ହେଲା ମୃତଦେହ

ଧାମନଗର,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦା ପଞ୍ଚାୟତ ଦକ୍ଷିଣ କୋରୁଆ ଗ୍ରାମର ହେମନ୍ତ ଜେନା ଶୁକ୍ରବାର ସନ୍ଧ୍ୟାରେ ବନ୍ୟାଜଳରେ ଭାସି ଯାଇ ନିଖୋଜ ଥିଲେ। ତେବେ…

4 years ago

ବୈତରଣୀରେ ବନ୍ୟା: କେତେ ଲୋକ ପ୍ରଭାବିତ, କିପରି ଯୋଗା ଯାଉଛି ପ୍ରଶାସନିକ ସହାୟତା ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଲଗାଣ ବର୍ଷାରେ ଭଦ୍ରକ ଜିଲାର ୧୧୮ଟି ପଞ୍ଚାୟତର ୧ଲକ୍ଷ ୫୬ ହଜାର ୧୧୩ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନର ପ୍ରାଥମିକ ଆକଳନରୁ ଜଣାପଡ଼ଛି ।…

4 years ago

ଭଦ୍ରକ ଜିଲାରେ ବଢ଼ିଚାଲିଛି ଲୋକାଲ୍‌ କେସ୍‌: ଆଜି ବି ୭୬ ପଜିଟିଭ୍‌

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲାରୁ ଶନିବାର ୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୬ରେ…

4 years ago

ବୈତରଣୀରେ କମୁଛି ବନ୍ୟାଜଳ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲା ବୈତରଣୀ ନଦୀରେ ବନ୍ୟାଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଶନିବାର ସକାଳ ୭ଟା ସୁଦ୍ଧା ୧୮.୧୩…

4 years ago

ଭଦ୍ରକ ଉପଜିଲାପାଳଙ୍କୁ କରୋନା: କିଏ ନେଲେ ତାଙ୍କ ଦାୟିତ୍ୱ ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶନିବାର ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ ଯୋଗେ ସୂଚନା…

4 years ago

ବନ୍ୟାରେ ଫସିଥିବା ଦୁଇ ଭାଇ, ଗର୍ଭବତୀଙ୍କୁ ଉଦ୍ଧାର କଲା ଏନ୍‌ଡିଆରଏଫ୍‌ ଟିମ୍‌

ଭଦ୍ରକ ଅଫିସ,୨୮ା୮: ବନ୍ୟାରେ ଫସି ରହିଥିବା ଦୁଇ ଭାଇ ଓ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛି ଏନ୍‌ଡିଆରଏଫ୍‌ ଟିମ୍‌। ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପାଣି ଘେରରେ ଥିବା…

4 years ago

ବନ୍ୟାସ୍ଥିତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଭଦ୍ରକ ଅଫିସ,୨୮ା୮: ବୈତରଣୀରେ ସୃଷ୍ଟି ହୋଇଥିବା ବନ୍ୟାର ସ୍ଥତିି ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ। ବୈତରଣୀରେ ବନ୍ୟା ଯୋଗୁ ଜିଲାର…

4 years ago

କମୁଛି ବୈତରଣୀ, ବଢୁଛି ଦୁର୍ଦ୍ଦଶା

ଭଦ୍ରକ ଅଫିସ,୨୮ା୮: ଭଦ୍ରକର ତଳିଆ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ। ପ୍ରାଥମିକ ଆକଳନ ଅନୁଯାୟୀ, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୧୩୦ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି।…

4 years ago

ଭଦ୍ରକରେ ବନ୍ୟା,୧୧୩ ଗାଁ ପ୍ରଭାବିତ

ଭଦ୍ରକ ଅଫିସ, ୨୮ା୮- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ…

4 years ago

ଭଦ୍ରକରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଭଦ୍ରକ ଅଫିସ,୨୭ା୮: ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କୁ ଖାଲୁଆ…

4 years ago