ଭଦ୍ରକ

ଜଣେ ନୁହେଁ ଦୁଇଦୁଇ ଜଣ ସରକାରୀ ଅଧିକାରିଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର/ବାସୁଦେବପୁର,୧୭।୫(କାଳିପଦ ରାୟ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨ ସରକାରୀ ଅଧିକାରୀ ଗିରଫ। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ ନେବା…

7 months ago

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବୋଲେରୋ: ୧୨ ଗୁରୁତର

ବାସୁଦେବପୁର,୧୭ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମୁଝାଡ଼ି ଧାମରା ରାସ୍ତାର ବେତଡ଼ା ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରକୁ…

7 months ago

ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍‌ପି-ଜିଲାପାଳ

ଭଦ୍ରକ, ୧୫।୫(ସନାତନ ରାଉତ): ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି l ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବୁଧବାର ଶୋଭଯାତ୍ରାର ଶୁଭାରମ୍ଭ…

7 months ago

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ,୧୨ା୫(ସନାତନ ରାଉତ): ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ…

7 months ago

ବାଣ ଗୋଦାମରେ ବିସ୍ଫୋରଣ ଘଟଣା: ପୂର୍ବରୁ ଯାଇଥିଲା ୨ ଜୀବନ, ଆଜି ଆଉ ୩ ଆଖି ବୁଜିଲେ

ଭଦ୍ରକ,୧୦ା୫(ସନାତନ ରାଉତ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଭଦ୍ରକ ପୌରପାଳିକା ୨୫ ନଂ ଓ୍ବାର୍ଡ ହଳଦୀ ବାଇପାସ ଠାରେ ଗତ ମଙ୍ଗଳବାର ଏକ ବାଣ ଗୋଦାମରେ ଘଟିଥିବା ବିସ୍ଫୋରଣରେ ଘଟଣା…

7 months ago

ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ…

7 months ago

ବାଣ ଦୋକାନରେ ବିସ୍ଫୋରଣ ଘଟି ଲାଗିଲା ନିଆଁ: ୨ ମୃତ, ୭ ଆହତ

ବାସୁଦେବପୁର,୬।୫(କାଲିପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ବାଇପାସ୍‌ ଚାନ୍ଦବାଲି ରାସ୍ତା ହଳଦିଡ଼ିହି ଛକରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ବାଣ ଦୋକାନରେ ଭୟଙ୍କର…

7 months ago

କିନ୍ନର ସମାଜ ପାଇଁ ଗୌରବର ବିଷୟ : ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୯ କିନ୍ନର

ଭଦ୍ରକ, ୩।୫(ସନାତନ ରାଉତ): କିନ୍ନର ସମାଜ ପାଇଁ ଗୌରବଆଣିଲେ ଭଦ୍ରକର ୯ କିନ୍ନର । ସଦ୍ୟ ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷାଫଳ ଅନୁସାରେ ଭଦ୍ରକ ଚରମ୍ପା ଅଂଚଳର…

7 months ago

ୟୁଟ୍ୟୁବ ଦେଖି ସ୍କୁଟର ତିଆରି କଲେ ମ୍ୟାଟ୍ରିକ ଛାତ୍ର: କହିଲେ ପୁରା ପ୍ରସ୍ତୁତିର କାହାଣୀ

ଭଦ୍ରକ,୩।୫(ସନାତନ ରାଉତ): ୟଟ୍ୟୁବ୍‌ ଦେଖି ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀ ସ୍କୁଟର ନିର୍ମାଣ କରି ବେଶ ଚର୍ଚ୍ଚାରେ । ସେହି ଛାତ୍ର ଜଣକ ହେଉଛନ୍ତି ଭଦ୍ରକ ଜିଲା ଚରମ୍ପା…

7 months ago

ଛାତ୍ରୀଛାତ୍ରଙ୍କ ପୋଷାକରେ ଅନିୟମିତତା: ଧାରଣାରେ ବସିଲା ମହିଳା ମଞ୍ଚ

ଭଦ୍ରକ,୧ା୫(ସନାତନ ରାଉତ): ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପୋଷାକ ଅନିୟମିତତା ବିରୋଧରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି…

7 months ago