ବରଗଡ଼

ଚାଷୀଙ୍କ ଦୁଃଖ ବଢ଼ାଇଲା ଅଦିନିଆଁ ବର୍ଷା: ଉଜୁଡ଼ିଲା ଧାନ, ଆଶଙ୍କାରେ କ୍ଷତିପୂରଣ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। କେତେବେଳେ ରୋଗପୋକ ତ ଆଉକେବେ ଅଦିନିଆଁ ବର୍ଷା ଚାଷୀଙ୍କ ଧାନ ଫସଲକୁ ଉଜାଡ଼ି ଦେଉଛି। ବର୍ତ୍ତମାନ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ଚାଷୀଙ୍କ ରବିଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ଅଦିନିଆଁ ବର୍ଷା…

ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ର ପାଣିଛତ୍ରରୁ ଜମୁର୍‌ ରାସ୍ତା ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି। ରବିବାର ବର୍ଷା ହେବା ପରେ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି…

ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶ ପାଇବାର କିଛି ସମୟ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖ ଏକ ଚା’ ଦୋକାନ ନିକଟରରେ ବୁଲାବୁଲି କରୁଥିବା ଏକ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା। ଶିଶୁ ଠିକ ଭାବେ ପରିଚୟ ଦେଇ…

ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍‌ରେ କହିପାରୁନି ଘର ଠିକଣା

ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ବରଗଡ଼- ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖ ଏକ ଚା’ ଦୋକାନ ନିକଟରେ ବୁଲାବୁଲି କରୁଥିବା ସମୟରେ ଶିଶୁ ଉଦ୍ଧାର ହୋଇଛି। ଶିଶୁକୁ…

ବର୍ଷାପାଣି ଘେରରେ କ୍ଷେତ, ଖଳାଧାନ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଛି। ଚାଷୀଙ୍କ କଟାଧାନ କ୍ଷେତ ଏବଂ ଅମଳ ଧାନ ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ପଡ଼ିଛି। ଏଭଳି ସ୍ଥଳେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି।…

ସାମାନ୍ୟ ବର୍ଷାରେ ସହର ସ୍ଥିତି ବେହାଲ୍‌: ଆଗକୁ ସ୍ଥିତି ଅସମ୍ଭାଳ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ୍‌ ଅବ୍ୟବସ୍ଥା ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି। ପ୍ରତିବର୍ଷ ଅବ୍ୟବସ୍ଥିତ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁ ସହର ଜଳାର୍ଣ୍ଣବ ହୋଇ ପଡ଼ିଥାଏ। ଏହାର ପ୍ରତିକାର ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖି ବୁଜି…

ବରଗଡ଼ରେ ବିଗୁଡୁଛି ଆଇନଶୃଙ୍ଖଳା: ପୋଲିସକୁ କିନ୍ନରଙ୍କ ଆକ୍ରମଣ, ଟ୍ରାଫିକ୍‌ ଅଧିକାରୀ ଲହୁଲୁହାଣ

ବରଗଡ଼,୨୫ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରି, ଲୁଟ୍‌ପାଟ, ନିଶା କାରବାର ବଢ଼ି ଚାଲି ଥିବା ଯୋଗୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ଏଠାରେ ଅସୁରକ୍ଷିତ ହୋଇପଡ଼ିଛି। ରବିବାର…

ଅମଳ କରି ନ ଥିବା ଚାଷୀଙ୍କ ନାଁରେ ଧାନବିକ୍ରି, କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ଼,୨୫ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉତ୍ପାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଚାଷୀମାନେ ଧାନ ଉତ୍ପାଦନ କରୁଛନ୍ତି। ମାତ୍ର ବିକ୍ରି ସମୟରେ ନାହିଁ ନ…

ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ

ଗାଇସିଲେଟ୍‌,୨୪।୫(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ଅଧୀନ ସେମେଲଗୁଡ଼ିଆ ଗ୍ରାମରେ ଏକ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିରୁ ହତ୍ୟାକାଣ୍ଡ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାଣ୍ଡରେ ଗ୍ରାମର କଳାକୁମର ମହାନନ୍ଦ(୫୫)ଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ…

ସିବିଏସଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି: ଅନଶନରେ ବସିଲେ ଛାତ୍ରୀଛାତ୍ର

ପଦ୍ମପୁର,୨୪।୫ (ପ୍ରଦୀପ୍ତ ଦାଶ):ସିବିଏସଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପରିଣାମ ଆସିବା ସପ୍ତାହେ ଉପରେ ହେଲାଣି, କିନ୍ତୁ ପଦ୍ମପୁର ଉପଖଣ୍ଡର ୬ଟି ସ୍କୁଲର ଛାତ୍ରୀଛାତ୍ରଙ୍କ ପରିଣାମ ଏଯାଏ ଆସି ନାହିଁ। ସହସ୍ରାଧିକ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ଅନ୍ଧକାର ଘେରରେ ରହିଛି।…

ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ

ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ…

ମୁଖ୍ୟ ପ୍ରବେଶପଥ ଜଗିଛି ପ୍ରଶାସନ, ହେଲେ ଗଳାବାଟ ଦେଇ ପଶୁଛି ଛତିଶଗଡ଼ ଧାନ

ବରଗଡ,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୭ଦିନ ବିତିଛି। ଜିଲାରେ ଚାଷୀଙ୍କ ଅମଳ ଧାନ ବିକ୍ରି ସରି ନାହିଁ। ଜିଲାର ଧାନ ବିକ୍ରି ସରିବାକୁ ଆହୁରି ପ୍ରାୟ ୨ମାସ ଲାଗିଯିବ। ଅନ୍ୟପଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri