ବରଗଡ଼

ଲକ୍‌ ଡାଉନ ନିୟମ ଉଲ୍ଲଂଘନ, ୨ ଦୋକାନ ସିଲ୍‌ କଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୨।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକୁଥିବା ଦୋକାନକୁ ବାଦ୍‌ ଦିଆଯାଇଛି । ମାତ୍ର କେତେକ ସ୍ଥଳେ ପ୍ରଶାସନର ଆଖିରେ ଧୂଳି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬୧ହଜାର ଦେଲେ

ବରଗଡ଼ ଅଫିସ୍‌,୨୨।୪: କରୋନା ମୁକାବିଲା ପାଇଁ ବରଗଡ଼ ଜିଲା କଣ୍ଟ୍ରାକ୍ଟରସ୍‌ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଆସୋସିଏଶନର କର୍ମକର୍ତ୍ତାମାନେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଜିଲାପାଳ ଜ୍ୟୋତିରଞ୍ଜନ…

କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିଧାୟକ, ଜିଲାପାଳ

ବରଗଡ଼ ଅଫିସ୍‌,୨୨।୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ ଘୂଣ୍ଣିଝଡ଼ ସହିତ ବର୍ଷା ଓ କରକାପାତ ହୋଇଥିଲା । ଏଥିରେ ଜିଲାର ଅତାବିରା, ବରଗଡ଼, ଭେଡ଼େନ, ଗାଇସିଲେଟ୍‌, ପଦ୍ମପୁର, ପାଇକମାଲ ଆଦି ଅଞ୍ଚଳରେ ବ୍ୟାପକ ଫସଲକ୍ଷତି ହୋଇଥିଲା । ଉଭୟ ଧାନ, ପରିବା…

ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା

ବିଜେପୁର, ୨୧।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ କିଛି ଅମାନିଆ ଏହାକୁ ଉଲଂଘନ କରୁଥିବା ଦେଖାଯାଉଛି।…

ମାସ୍କ ବାଣ୍ଟିଲା ନେହେରୁ ଯୁବକେନ୍ଦ୍ର

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବରପାଲି ବ୍ଲକ କୁଶନପୁରୀ ଗ୍ରାମରେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ବରଗଡ଼ର ନେହେରୁ ଯୁବକେନ୍ଦ୍ର ତରଫରୁ ସିଲେଇ ତାଲିମ କେନ୍ଦ୍ର ଖୋଲା ଯାଇଛି । ଏହି ତାଲିମ କେନ୍ଦ୍ରରେ ପ୍ରଶିକ୍ଷାର୍ଥିନୀମାନେ ମାସ୍କ…

ଶିବିରରେ ୩୨ୟୁନିଟ୍‌ ରକ୍ତ ସଂଗ୍ରହ ହେଲା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା କଦଲୀପାଲି ଗ୍ରାମରେ ମଙ୍ଗଳବାର ଭ୍ରାମ୍ୟମାଣ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୨ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ…

ଘରକୁ ବୁଲି ବହି ବାଣ୍ଟିଲେ

ସରଣ୍ଡା,୨୧।୪(ଡି.ଏନ.ଏ): କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଘରକୁ ସେମାନଙ୍କ ପାଠ୍ୟ ପୁସ୍ତକ ଯୋଗାଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି ।…

ବାଳାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ପରସିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ସହର ଉପକଣ୍ଠ ସିମେଣ୍ଟ ନଗର ନିକଟରେ ରହିଥିବା ବିମଳାଦେବୀ ଆଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କୁ ଖାଦ୍ୟ ପରଶିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବାପା…

ଫାଟିଲାଣି ଜୀରା ନଦୀ ବ୍ରିଜ୍‌

ଭେଡ଼େନ,୨୧।୪ (ଡ଼ି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଧୁବେନପାଲି ଓ ଜାଣ୍ଡୋଲ ମଝିରେ ଜୀରା ନଦୀରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ବିଜୁ ସେତୁରେ ଫାଟ ଦେଖା ଦେଇଛି। ୨୦୧୭ରେ ଏହି ବ୍ରିଜ ନିର୍ମାଣ ସମୟରେ କଂକ୍ରିଟ…

ଭେଡ଼େନରେ ମାସ୍କ ଧରପଗଡ଼

ଭେଡ଼େନ,୨୧୪ (ଡ଼ି.ଏନ.ଏ.): ବରଗଡ଼ ଜିଲା ଭେଡ଼େନଠାରେ ମଙ୍ଗଳବାର ପ୍ରଶାସନ ମାସ୍କ ପିନ୍ଧି ନ ଥିବା ଯାତ୍ରୀଙ୍କଠାରୁ ଫାଇନ ଆଦାୟ କରିଛି। ଭେଡ଼େନ ଟ୍ରେକର ଷ୍ଟାଣ୍ଡଠାରେ ତହସିଲଦାର ସୀମା ସବିତା କୁଲୁଙ୍କ ନେତୃତ୍ୱରେ ହୋଇଥିବା ଏହି ଧରପଗଡ଼ରେ ୩୦ ଜଣ ମାସ୍କ ପିନ୍ଧି…

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବୁଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ, ବୁଡ଼ାମାଲ ଗ୍ରାମର ପ୍ରକାଶ ବରିହା (୧୯) । ବୁଡ଼େନ ଥାନା…

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ: ୨୪୫ ଜଣଙ୍କଠାରୁ ୪୯,୩୦୦ ଟଙ୍କା ଜୋରିମାନା ଆଦାୟ

ବରଗଡ଼ ଅଫିସ୍‌,୨୧।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କ୍ରମରେ ବରଗଡ଼ ଜିଲାରେ ଏହି କଟକଣାର କାର୍ଯ୍ୟକାରିତାକୁ ଜିଲା ପୋଲିସ, ପ୍ରଶାସନ ଗୁରୁତ୍ୱର ସହିତ ନେଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri