ବରଗଡ଼

 ମାସେ ତଳେ ହୋଇଥିଲା ବିବାହ: ଯୌତୁକ  ପାଇଁ ନବବଧୂଙ୍କୁ ହତ୍ୟା

ପଦ୍ମପୁର,୨।୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା  ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଲପୁର ଥାନା ଲହଙ୍ଗିର ଗ୍ରାମରେ ନବବଧୂଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି…

1 year ago

ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା କଲେ ସାଂସଦ

ପଦ୍ମପୁର,୨।୫(ପ୍ରଦୀପ୍ତ ଦାଶ):ପଦ୍ମପୁର ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ପଦ୍ମପୁର ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନା କରିଛନ୍ତି । ବିଶେଷକରି…

1 year ago

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ସେବା ଠପ

ଅତାବିରା,୧।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡବତାସ ସହିତ ପ୍ରବଳ ବର୍ଷା ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ବଡ଼ବଡ଼ ଗଛ ଭାଙ୍ଗି…

1 year ago

ବାଘପାଲିରେ ଡବଲ ମର୍ଡର: ପୋଲିସର ତନାଘନା

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ବାଘପାଲି ଗ୍ରାମରେ ଗୁରୁବାର ଡବଲ ମର୍ଡର ହୋଇଛି। ଆକ୍ରମଣ, ପ୍ରତିଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ…

1 year ago

ସର୍ବୋପରି ରାଷ୍ଟ୍ର ଗଠନ ଆମର ମୁଖ୍ୟ ଲକ୍ଷ୍ୟ: ଏମପି ପ୍ରଦୀପ ପୁରୋହିତ

ପଦ୍ମପୁର,୧।୫ (ପ୍ରଦୀପ୍ତ ଦାଶ) ପଦ୍ମପୁରର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ…

1 year ago

ଅଖି ମୁଠି ଅନୁକୂଳ, କୃଷକଙ୍କ ବିକାଶକୁ ଗୁରୁତ୍ୱ

ବରଗଡ଼/ଅତାବିରା,୧।୫(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ବୁଧବାର ପୂର୍ବାହ୍ନରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ…

1 year ago

ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ମନ୍ଦିରରେ ଆସନ୍ତା ୭ ତାରିଖରୁ ବୈଶାଖ ମେଳା ଆରମ୍ଭ ହେବ। ଦୀର୍ଘ ୬ଦିନ ଧରି…

1 year ago

ଏମିତି ବି ଆସେ ମୃତ୍ୟୁ: ରୋଷେଇ କରୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ

ପଦ୍ମପୁର,୩୦ା୪(ପ୍ରଦୀପ୍ତ ଦାଶ): ଏମିତି ବି ଆସେ ମୃତ୍ୟୁ। ଘରେ ରୋଷେଇ କରୁଥିବାବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି…

1 year ago

ବିଞ୍ଚାଲ ସଭା ବୈଠକରେ ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର,୩୦/୪(ପ୍ରଦୀପ୍ତ ଦାଶ):ପଦ୍ମପୁର ସୱଲାଖ ବିନ୍ଧ୍ୟଗିରି ବିଞ୍ଛାଳ ସମାଜ ତରଫରୁ ବୁଧବାର ପଦ୍ମପୁର ବ୍ଲକ ଖଇରପାଲି ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ପଦ୍ମପୁର ଉପଖଣ୍ଡ ପୂର୍ବତନ ଲାଟ…

1 year ago

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ

ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ…

1 year ago