ଭଟଲି,୨୭।୭(ଡି.ଏନ୍.ଏ): ବରଗଡ଼ ଜିଲା ଭଟଲି ଥାନା କମଗାଁ ପଞ୍ଚାୟତ ଭିଏଲ୍ଡବ୍ଲ୍ୟୁ ସୌଭାଗ୍ୟ ପଧାନଙ୍କ ବାଇକ୍ ଚୋରି ଅଭିଯୋଗରେ ଭଟଲି ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।…
ଭଟଲି,୨୭।୭(ଡି.ଏନ୍.ଏ.): ବରଗଡ଼ ଜିଲା ଭଟଲି ଥାନା ପୋଲିିସ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣକ ହେଲେ ଲଟିପାଲି ଗ୍ରାମର ଟିକେଶ୍ୱର…
ବିଜେପୁର, ୨୭।୭ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍ରେ ଦିବ୍ୟାଙ୍ଗ ବୁରୁଧ୍ ବିରଞ୍ଚତ୍ ତାଣ୍ଡି ଅସାହା ହେଇ ପଡ଼ିରହିଥିଲେ।…
ବରଗଡ଼ ଅଫିସ୍,୨୭।୭ ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲରେ ଖୋଦ୍ ପ୍ରଧାନସେବକ ସ୍କୁଲର ସେବିକା ତଥା ଅନ୍ତେବାସିନୀ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି…