ବରଗଡ଼

ନିର୍ବାଚନରେ ଖାତା ଖୋଲିବାକୁ ଭାଜପାର କସରତ

ସରଣ୍ଡା,୨୫ା୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ତତ୍ପରତା ଦେଖିବାକୁ ମିଳୁଛି। ସହର ସାରା ଖେଳି ଗଲାଣି ଦଳୀୟ ପତାକା…

3 years ago

ପଥର ଖାଦାନରେ ବେଆଇନ ବିସ୍ଫୋରଣ

ଭେଡେନ,୨୪।୩(ଡି.ଏନ.ଏ.): ବରଗଡ ଜିଲା ଭେଡେନ ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ପଥର ଖାଦାନ, ପଥର ଚଟାଣ ଓ ପାହାଡ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି…

3 years ago

୭ ଘଣ୍ଟା ରାଜପଥ ଅବରୋଧ

ସୋହେଲା,୨୩।୩(ଡି.ଏନ.ଏ.): ସୋହେଲା-ବରଗଡ଼ ଜାତୀୟ ରାଜପଥର ଗର୍ଭଣାଠାରେ ଗୁରୁବାର ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ଗର୍ଭଣା ଗାଁର ଦୁଇ ଭାଇ ତନ୍ମୟ ପଧାନ…

3 years ago

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନୋତ୍ତର

ବରଗଡ଼ ଅଫିସ୍‌,୨୨ା୩: ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା…

3 years ago

ବରଗଡ଼ ଗୁଳିକାଣ୍ଡ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୨ା୩: ବରଗଡ଼ ସହରର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗତ ୯ ତାରିଖ ରାତିରେ ସଂଘଟିତ ଗୁଳିକାଣ୍ଡ, ଭୁଜାଲି ମାଡ଼ ଘଟଣାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତଙ୍କୁ…

3 years ago

ଟଙ୍କା ପୈଠ କଲେ, ଖୋଳାଯାଉନି ଗଭୀର ନଳକୂପ

ବରଗଡ଼ ଅଫିସ୍‌,୨୨ା୩: ଅଣଜଳସେଚିତ ଅଞ୍ଚଳର ଜମିକୁ ପାଣି ମଡ଼ାଇ ଚାଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରିହାତିରେ ଗଭୀର ନଳକୂପ ଖନନ ଯୋଜନା ହାତକୁ ନେଇଛନ୍ତି। ମାତ୍ର…

3 years ago

୨୫ଦିନରେ ଧାରଣା, ମିଳୁନି ସୁଫଳ

ବରଗଡ଼ ଅଫିସ୍‌,୨୨ା୩: ବରଗଡ଼ ଜିଲା ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କର୍ମଚାରୀ ସଂଘ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ…

3 years ago

ବର୍ଷାରେ ବସଷ୍ଟାଣ୍ଡ ବେହାଲ

ବରଗଡ଼ ଅଫିସ,୨୦।୩: ବରଗଡ଼ ସହରର ମୁଖ୍ୟ ପେଣ୍ଠସ୍ଥଳୀରେ ରହିଛି ସରକାରୀ ବସଷ୍ଟାଣ୍ଡ। ଏହି ବସ୍‌ଷ୍ଟାଣ୍ଡରୁ ଜିଲା ସମେତ ଜିଲା ବାହାରକୁ ଅନେକ ସରକାରୀ ଯାତ୍ରୀବାହୀ ବସ୍‌ ଚଳାଚଳ…

3 years ago

ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୩: କୃଷିକ୍ଷେତ୍ରକୁ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ଛାଡ କର, ଟାଟା ପାୱାର ଦାଦାଗିରି ବନ୍ଦ କର, ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି କର…

3 years ago

ବିବାହରେ ବିଫଳ ହେବାରୁ ପ୍ରେମିକାଙ୍କୁ ହତ୍ୟା

ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାଇପାଲି ଗ୍ରାମର ଏକ କୂଅ ଭିତରୁ ଶନିବାର ଜଣେ ଯୁବତୀ ପଦ୍ମିନୀ ଛତ୍ରିଆ(୨୫)ଙ୍କ ମୃତଦେହ ଉଦ୍ଧାର…

3 years ago