ବାଲେଶ୍ୱର

୬୦କି.ମି. ଚିଠି ଆସିବାକୁ ଲାଗିଲା ୨ମାସ ୫ ଦିନ

ଖଇରା,୨୬।୯(ଉତ୍କଳବନ୍ଧୁ ପଣ୍ଡା): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲାର ଫଇସଲା ପାଇଁ ଜିଲା ଅତିରିକ୍ତ ଜିଲାପାଳଙ୍କ ତରଫରୁ ଅଭିଯୋଗକାରୀଙ୍କୁ ମିଳିଥିବା ଚିଠିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଚିଠିରେ…

2 years ago

୨୦୦ ବର୍ଷର ମନ୍ଦିରରେ ତାଲା

ବାହାନଗା,୨୫ା୯(ଅରୂପ୍‌ କୁମାର ଦାସ):ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣି ଗ୍ରାମରେ ଥିବା ୨ଶହ ବର୍ଷର ମା’ ଦୁର୍ଗା ମନ୍ଦିରରେ ବର୍ଷେ ହେଲା ବିବାଦ ଲାଗିରହି ତାଲା ପଡ଼ିଛି।…

2 years ago

ବାଲେଶ୍ୱରରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଏକ୍ସପ୍ରେସ୍‌’

ବାଲେଶ୍ୱର, ୨୪।୯(ମାନସ ବିଶ୍ୱାଳ): ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବ ସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ…

2 years ago

ଜିଲା ଦାବିରେ ଅକ୍ଟୋବର ୩ ନୀଳଗିରି ବନ୍ଦ

ନୀଳଗିରି, ୨୪।୯(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କଠାରେ ଦାବି ହୋଇଆସୁଛି। ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ ତୁରନ୍ତ…

2 years ago

ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ ମାନ୍ୟତା

ବାଲେଶ୍ୱର,୨୩|୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍‌) ‘ଏ’ ଗ୍ରେଡ ମାନ୍ୟତା ମିଳିଛି। ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ…

2 years ago

ବିର୍ଲା ଟାୟାର୍ସ ଖୋଲିବା ନେଇ ଆଶା ସଞ୍ଚାର

ବାଲେଶ୍ୱର,୨୩।୯(ମାନସ ବିଶ୍ୱାଳ): ଦୀର୍ଘ ଦିନ ହେବ ବନ୍ଦ ପଡ଼ିଥିବା ବାଲେଶ୍ୱର ଜିଲାର ବୃହତ୍‌ ଶିଳ୍ପ ବିର୍ଲା ଟାୟାର୍ସ ଚାଲୁହେବା ନେଇ ଆଶା ସଞ୍ଚାର ହୋଇଛି। ଆସନ୍ତା ଅକ୍ଟୋବର…

2 years ago

ବିଦ୍ୟୁତ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଆହତ ଘଟଣା: ୪ ଦଫା ଦାବି ନେଇ ଧାରଣାରେ ବସିଲେ ସମିତିସଭ୍ୟ

ସିମୁଳିଆ,୨୧ା୯(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ପଙ୍ଗିଆ ଅଞ୍ଚଳର ସାବିତ୍ରୀ ମିଶ୍ର ନାମକ ଜଣେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ କର୍ମଚାରୀ ଆକ୍ରମଣ…

2 years ago

ଦବିଲା ୨୦ବର୍ଷର ପୁରୁଣା ପୋଲ

ଖଇରା, ୨୦।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର ଅଚ୍ୟୁତପୁର ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ୩ ଗ୍ରାମକୁ ସଂଯୋଗ କରୁଥିବା ମୁଣିଦା-ନଛିପୁର ରାସ୍ତା ମଝିରେ ଥିବା ଏକ…

2 years ago

କଟୁରି ଚୋଟରେ ପରିବାରର ୩ ଗୁରୁତର

ଲଙ୍ଗଳେଶ୍ବର,୧୮ା୯(କମଳାକାନ୍ତ ଦାସ): ବାଲେଶ୍ବର ଜିଲା ସିଂଲା ଥାନା ଅଧୀନ ଲଙ୍ଗଳେଶ୍ବର ଗ୍ରାମରେ ଘରୋଇ କଳହକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ ଘଟିଛି। ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ…

2 years ago

୧୨ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଭୋଗରାଇ, ୧୭ା୯(ପ୍ରଦୀପ ଦାସ)ତାମିଲନାଡୁ ରାଜ୍ୟର ଚେନ୍ନାଇରୁ ନିଖୋଜ ହୋଇଯାଇଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଫୁଲବାଣୀ ଗ୍ରାମର ସୁକୁମାର ଦଳେଇ ନାମକ ବୃଦ୍ଧ ଦୀର୍ଘ ୧୨ବର୍ଷ ପରେ…

2 years ago