ବାଲେଶ୍ୱର

ଏଫଏମ କଲେଜ ଘଟଣା: ରାଗିଗଲେ ସୋଫିଆ, କହିଦେଲେ ବଡ଼କଥା

ବାଲେଶ୍ୱର,୧୩।୭: ଫକୀର ମୋହନ ଅଟୋନୋମସ କଲେଜରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି…

1 year ago

ଏଫଏମ କଲେଜ ଘଟଣା: ସାଂଘାତିକ ଖୁଲାସା କଲେ ଛାତ୍ରୀଙ୍କ ସହପାଠୀ

ବାଲେଶ୍ୱର,୧୩।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସହପାଠୀ କଶିଷ୍‌ ଦାସ କହିଛନ୍ତି, କଲେଜରେ ଯୋଗଦେବା ପରେ କ୍ଲାସରେ…

1 year ago

ଯେମିତି ଡାକୁଥିଲା ମୃତ୍ୟୁ, ଥରେ ମରଣ ମୁହଁରୁ ଫେରି, ପୁଣି ସମାନ ସେଇ ଯାଗାରେ…

ଧର୍ମଶାଳା,୧୨।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ରୋଡ଼ ଥାନା ଯୋକଡିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ଅଛନ୍ତି। ଯୁବକ ଜଣକ ସ୍ଥାନୀୟ…

1 year ago

କରୁଥିଲେ କେନାଲ କାମ: ପଡ଼ିଲା ବଜ୍ରପାତ

ନୀଳଗିରି,୧୨।୭:(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବରହମପୁର ଥାନା ରାଇପାଳ ଅଞ୍ଚଳରେ ଏକ ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଶନିବାର ବଜ୍ରପାତ…

1 year ago

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ: ପ୍ରିନ୍ସିପାଲ ଏଚ୍‌ଓଡି ନିଲମ୍ବିତ

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ) FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରିନ୍ସିପାଲ ଓ ଶିକ୍ଷା ବିଭାଗ ଏଚ୍‌ଓଡି ଙ୍କୁ ନିଲମ୍ବନ କରାଯାଇଛି। ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, ଏଚ୍‌ଓଡି…

1 year ago

ସାମ୍ନାକୁ ଆସିଲେ ଅଧ୍ୟାପକ: ଟାଣିଟାଣି ନେଲା ପୋଲିସ

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ): ସାମ୍ନାକୁ ଆସିଲେ ଅଧ୍ୟାପକ। ଟାଣିଟାଣି ନେଲା ପୋଲିସ। ବାଲେଶ୍ବର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ ରହିଛନ୍ତି। ଶିକ୍ଷା ବିଭାଗର ମୁଖ୍ୟ ସମୀର…

1 year ago

ଅଧ୍ୟାପକ କରିଥିଲେ ଦୁର୍ବ୍ୟବହାର: କଲେଜ ଆଗରେ ନିଜକୁ ଜାଳିଲେ …

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା…

1 year ago

ସୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ

ବାଲେଶ୍ୱର,୧୨ା୭(ବାଞ୍ଛାନିଧି ଦେ): ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ…

1 year ago

ଭାଇଙ୍କ ତଣ୍ଟି କାଟି ହତ୍ୟା କଲେ ଭାଇ

ଭୋଗରାଇ, ୧୧।୭(ପ୍ରଦୀପ ଦାସ):ରାତି ଅଧରେ ମଝିଆ ଭାଇଙ୍କୁ ଘରୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି ବଡ଼…

1 year ago

ସ୍କୁଟି ଆରୋହୀଙ୍କୁ ଚାପିଦେଲା ବିଧାୟକଙ୍କ ଗାଡ଼ି

ସିମୁଳିଆ,୯ା୭(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫ କି.ମି. ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ କାର୍‌(WB 12BK…

1 year ago