ସୁକତେଲ ନଦୀରୁ ମିଳିଲା ନରକଙ୍କାଳ : ଖୋଳତାଡ କରୁଛି ପୋଲିସ
ବଲାଙ୍ଗୀର,୨୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା କୁମିଆପାଲି ଗାଁ ନିକଟ ସୁକତେଲ ନଦୀ ଗର୍ଭରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛ। ଏହି ନରକଙ୍କାଳ ଟି କାହାର ଜଣାପଡିନାହିଁ । ଆଜି ସ୍ଥାନୀୟ ଲୋକେ ନଦୀ ଖଣ୍ଡିରେ ଏହି କଙ୍କାଳ...
ଭାଉଜକୁ ଛୁରି ଭୁସି ଫେରାର ହୋଇଯାଇଥିଲେ ଦିଅର: ୪ ବର୍ଷ ପରେ…
ବଲାଙ୍ଗୀର,୨୨।୧୧(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସାହାଜପାଣି ଗ୍ରାମର ଅନିଲ ମେହେର(୨୯) ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ୫ ବର୍ଷ ପରେ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ଅନିଲଙ୍କୁ ପୋଲିସ ଶୁକ୍ରବାର ପାଟଣାଗଡ଼ କୋର୍ଟ...
ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ପରଲୋକ
ବଲାଙ୍ଗୀର,୨୧ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାର (୬୩)ଙ୍କ ଶୁକ୍ରବାର ପରଲୋକ ହୋଇଛି। ସ୍ଥାନୀୟ ମହାରାଣୀ ସାଗର ଆଡ଼ିବନ୍ଧରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିବା ବେଳେ ସେ ପଡ଼ିଯାଇ ଗୁରୁତର...
ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା: ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ…
ବଲାଙ୍ଗୀର, ୨୧।୧୧ (ସୁନିଲ କୁମାର ମହାନ୍ତି): ପ୍ରତିଷ୍ଠିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମୁନାହିଁ। ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ତାଙ୍କର ଦୁଇ ଜଣ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ବିରୁଦ୍ଧରେ ବଲାଙ୍ଗୀର ଟାଉନ...
ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ: ସହରରେ ବିଗିଡିଲାଣି ଆଇନ ଶୃଙ୍ଖଳା
ବଲାଙ୍ଗୀର,୨୧।୧୧: ବଲାଙ୍ଗୀର ସହର ଭିତରେ ଗୋଷ୍ଠୀ ସଂଘର୍ଷ। ଜଣେ ଯୁବକ ହେଲେ ଗୁରୁତର। ବଲାଙ୍ଗୀର ଆନନ୍ଦନଗର ପଡ଼ାରେ ଦୁଇଟି ଗ୍ରୁପରେ ପ୍ରାୟ ଦଶ ଜଣ ଯୁବକ ମାଡ଼ ପିଟ ହେଇଥିଲେ। ଦୁଇ ଗୋଷ୍ଠୀ ଭିତରୁ ଭାସ୍କର ପରିଛା ନାମକ ଜଣେ...
ସୂଚନା କମିଶନଙ୍କୁ ଅଯୋଗ୍ୟ କହି ଅର୍ଡର ସିଟ୍ ପୋଡ଼ିଲେ ସୂଚନା ଅଧିକାରୀ କର୍ମୀ
ବଲାଙ୍ଗୀର,୨୦ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ ସହ ସୂଚନା କମିଶନରଙ୍କ କିଛି ରାୟ ବା ଅର୍ଡର ସିଟ୍କୁ ପୋଡ଼ିଛନ୍ତି। ସୂଚନା ଅଧିକାର ଆଇନ ୨୦୦୫କୁ ଖିଲାପ...
ତୁର୍ଲା ଗାଁ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ
ବଲାଙ୍ଗୀର,୧୯ା୧୧(ସୁନିଲ କୁମାର ମହାନ୍ତି): ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ବଲାଙ୍ଗୀର ଲୋକ ସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ସଚିବ ଏସ୍ଏନ୍ ଗିରିଶ, ଓରମାସ ଡାଇରେକ୍ଟର, ଦାଦନ ଟାକ୍ସ ଫୋର୍ସ ଟିମ ସଦସ୍ୟ, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା,...
ବଲାଙ୍ଗୀରରେ ବାଲାଂଦେଶୀମାନଙ୍କୁ ଚିହ୍ନଟ କରି ବିତାଡ଼ିତ କର, ଏସ୍ପିଙ୍କୁ ଦାବିପତ୍ର ପତ୍ର ପ୍ରଦାନ କଲେ…
ବଲାଙ୍ଗୀର,୧୮।୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ଆରକ୍ଷୀ ଅଧକ୍ଷକଙ୍କୁ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ଯେ ଅନେକ ଦିନ ଧରି ବଲାଙ୍ଗୀର ଜିଲା ଦେଓଗାଁଠାରେ...
ଜନ୍ମମାଟିରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର
ବଲାଙ୍ଗିର/ସଇଁତଲା,୧୮।୧୧(ସୁନିଲ ମହାନ୍ତି,ରାଖାଲ ପ୍ରସାଦ ଶତପଥୀ): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋମବାର ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ସାରା ଓଡ଼ିଶା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ତାଙ୍କ ମରଶରୀରକୁ ଏକ ଆସୁଲାନ୍ସରେ ନିଜ...
ଭୂଇଁରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛନ୍ତି, ଧନ ତୁ ଫେରିଆରେ କହି ଲୋଟି ପଡ଼ୁଛନ୍ତି ଡେଙ୍ଗ ଗାଁ ଲୋକେ
ଭୁବନେଶ୍ୱର/ବଲାଙ୍ଗୀର,୧୮।୧୧( ସୁନିଲ କୁମାର ମହାନ୍ତି): ସବୁଦିନ ପାଇଁ ଆଖି ବୁଜିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଚିର ନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ। ତାଙ୍କୁ ଭଲ ପାଉଥିବା ପ୍ରତ୍ୟୋକଟି ଲୋକଙ୍କ ଆଖିରେ ଅସରନ୍ତି ଲୁହ। ଯେମିତି ଆଖିର ଲୁହ ବୋଲ ମାନୁନି। ଜନ୍ମମାଟି...
ଜନ୍ମସ୍ଥାନ ଟିଟିଲାଗଡ଼ରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ
ଭୁବନେଶ୍ୱର,୧୮।୧୧: ସୋମବାର ରାତିରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଜନ୍ମ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରର ଦେବନ୍ଦପଡାରେl ସେ...
ଆର୍ଥିକ ଅଭାବରୁ ପୁଅର ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ବୃଦ୍ଧା ମହିଳା, ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା
ବଲାଙ୍ଗୀର, ୧୭।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲଟି ୧୮ନମ୍ବର ୱାର୍ଡ ତୁଳସୀନଗର ନିବାସୀ ଜଣେ ଗରିବ ବିଧବା ବୟସ୍କା ମହିଳା ସୁମତି ବିଶିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ ଓ ତୁଲସୀନଗର ପଡାବାସୀ । କିଛିଦିନ...
Archives


