ବାଟବଣା ବ୍ୟକ୍ତି ଆଶ୍ରୟସ୍ଥଳରେ ରହିଲେ
ଲାଠୋର,୩୧।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍ ଅଧୀନ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗାଁ ମୁଣ୍ଡରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ରଖା ଯାଇଛି। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ପୋଲସାରା ଗ୍ରାମର ହିନ ପୋଲେଇ। ସେ…
ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ବଲାଙ୍ଗୀର ଅଫିସ/ଟିକ୍ରାପଡା, ୩୦ା୩ (ଡି.ଏନ୍.ଏ.): କରୋନା ସଂକ୍ରମଣ ମୁକାବିଲା ପାଇଁ ଲକ୍ ଡାଉନ୍ ସମୟରେ ଅନେକ ସ୍ଥାନରେ ନାନା ସମସ୍ୟା ଦେଖାଦେଇଛି । ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗଁା ଗୁରୁକୁଳ ସପ୍ତର୍ଷି ସେବାଶ୍ରମରେ ଅନାଥ ଅନ୍ତେବାସୀଙ୍କୁ ସରକାରୀ ଅଧିକାରୀ ଓ ସ୍ବେଚ୍ଉାବେୀମାନେ…
ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର
ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ ପଥର, ରୁଦ୍ରାକ୍ଷ ବିକ୍ରି କରିବାକୁ ବଲାଙ୍ଗୀର ଆସିଥିଲେ । ଏମାନେ ସହର ଭିତର ବିଭିନ୍ନ…
ଭୋକିଲା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ଆଦିବାସୀ ସଂଘ
ଲୋଇସିଂହା, ୩୦ା୩(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହାରେ ଫସି ରହିଥିବା ଜିଲା ତଥା ରାଜ୍ୟ ବାହାର ଲୋକଙ୍କୁ ଆାଦିବାସୀ ସଂଘ ପକ୍ଷରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ା ସଂଘ ସୂଚନାମତେ କେନ୍ଦୁଝର, ଢେଙ୍କାନାଳ ଅଞ୍ଚଳର କେତେକ ପରିବାର ଲକ୍ଡାଉଉନ ଯୋଗୁ ଲୋଇସିଂହାରେ ଫସି…
ମାକ୍ସ ପ୍ରସ୍ତୁତ କରି ସୁରକ୍ଷିତ ରହିବାର ବାର୍ତ୍ତା ବାଣ୍ଟୁଛିି ଏସ୍ଏଚ୍ଜି
ଲୋଇସିଂହା, ୩୦।୩(ଡି.ଏନ.ଏ): ମାରମତ୍କ କରୋନା ଭାଇରସ୍ ସଂକ୍ରମ଼ଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ଗାଁର ମା’ଶକ୍ତିରୂପା ସ୍ବୟଂ ସହାୟକ ଗୋଷ୍ଠୀ ଗତ ୧୩ଦିନ ହେଲା ମାକ୍ସ ତିଆରି କରି ଡାକ୍ତରଖାନା ଓ ବ୍ୟବସାୟୀଙ୍କୁ ଯୋଗାଉଛନ୍ତି।…
ଜିଲା ପ୍ରଶାସନ, ବିଡିସିସି ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ବଲାଙ୍ଗୀର ଅଫିସ, ୩୦ା୩: କରୋନା ସଂକ୍ରମଣ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ (ବିଡିସିସି) ପକ୍ଷରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠିକୁ ପ୍ରଦାନ କରାଯାଇଛି । କୋଭିଡ୍-୧୯ ମୁକାବିଲା…
ମାଗଣା ପରିବା ବାଣ୍ଟିଲେ ଚାଷୀ
ଖପ୍ରାଖୋଲ, ୩୦ା୩(ଡି.ଏନ.ଏ.): ସାରା ଦେଶରେ ଲକ୍ ଡାଉନ ଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ଏହି ଅବସରରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁର ଚାଷୀ ଲକ୍ଡାଉନ ସ୍ଥିତିରେ ୨୪ଘଣ୍ଟା ସେବା ଯୋଗାଉଥିବା ପୋଲିସ୍,…
ତାମିଲନାଡୁରେ ଫସି ରହିଛନ୍ତି ୧୮ ଦାଦନ ଶ୍ରମିକ
ଖପ୍ରାଖୋଲ, ୩୦ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୧୮ଜଣ ଦାଦନ ଶ୍ରମିକ ପରିବାର ତାମିଲନାଡୁର ତିରିପୁରରେ ଫସି ରହିଛନ୍ତି। ସେମାନେ ତିରିପୁରର ଏକ ଟେକ୍ସଟାଇଲ କାରଖାନାରେ କାମ କରୁଥିଲେ । ହେଲେ ଲକ୍ଡାଉନ ଯୋଗୁଁ ସେମାନେ ଘରକୁ ଫେରି ନ…
ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ
ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ବଲାଙ୍ଗୀରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିଭାଗକୁ ବଦନାମ…
ମାସ୍କ ତିଆରି କରି ଗରିବଙ୍କୁ ବାଣ୍ଟିଲେ
ଟିଟିଲାଗଡ, ୩୦।୩ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ମା’ କୁଦୁରକୁଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାସ୍କ ତିଆରି କରି ବିକ୍ରି କରିବା ସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ନିଃସହାୟଙ୍କୁ ମାଗଣାରେ ବଣ୍ଟନ କରାଯାଉଛି।…
ଖାଉଟି ସାମଗ୍ରୀ ଚଢା ଦର ଉପରେ ଲାଗିଲା ଅଙ୍କୁଶ
ଗୁଡଭେଲା,୩୦।୩(ଡିଏନଏ):କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ବ୍ଳକର ବିଭିନ୍ନ ଅଞ୍ଚଳର ବଜାର ବନ୍ଦ ରହିଥିବା ବେଳେ ଖାଉଟି ସାମଗ୍ରୀ, ଔଷଧ ଓ ପନିପରିବା ଦେକାନକୁ ଛାଡି ଅନ୍ୟ ସମସ୍ତ ଦେକାନ ବଜାର ବନ୍ଦ କରାଯାଇଛି ା ଏହାର ସୁଯୋଗ…
ଏନ୍ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ
ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି। ୧୩ଟି ପଞ୍ଚାୟତର ୧୩ଟି ସ୍ଥାନରେ ଅସ୍ଥାୟୀ ଶିବିର କରାଯାଇଛି। ୩୪୫ଟି ଶଯ୍ୟା ବବସ୍ଥା ହୋଇଛି।…
Archives


