ମିଳୁନି ଦରମା , ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଇସି ସଦସ୍ୟା
ବଲାଙ୍ଗୀର,୨୩।୯(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକର ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟାଙ୍କୁ କମିଟି ବୈଠକକୁ ଡକାଯାଉନଥିବା ଏବଂ ମାସିକ ଦରମା ଦିଆଯାଉନଥିବା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି...
ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲ ଫୋନକୁ ଫେରାଇଲା ପୋଲିସ
ବଲାଙ୍ଗୀର, ୨୨/୯ (ସୁନିଲ ମହାନ୍ତି): ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୩୧ ମୋବାଇଲ ଫୋନ ଉଦ୍ଧାର କରି ଟାଉନ ଥାନା ପୋଲିସ ଲୋକଙ୍କୁ ଫେରାଇଛି। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଲୋକଙ୍କୁ ଚୋରି ମୋବାଇଲ ଫେରାଇ...
ଫାଟିପଡ଼ିବ ଛାତି: ଏକା ସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର,କାନ୍ଦୁଛି
ବଲାଙ୍ଗୀର,୨୨।୯(ସୁନୀଲ ମହାନ୍ତି): ଦାଉ ସାଧିଲା ଦଇବ। ଏକାସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର। ବଜ୍ରପାତରେ ପ୍ରାଣ ହରାଇଲେ ଶଳା ଭିଣୋଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଡୁଡୁକାମାଲ ଗ୍ରାମରେ। ସୂଚନାଯୋଗ୍ୟ, ଗାଧୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ଶଳା...
ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ପାଚିକା-ସହାୟିକା
ବଲାଙ୍ଗୀର,୨୨ା୯(ସୁନୀଲ କୁମାର ମହାନ୍ତି): ମଧ୍ୟାହ୍ନଭୋଜନ ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ବୃଦ୍ଧି, ବର୍ଷକୁ ୧୨ ମାସର ପାରିଶ୍ରମିକ ପ୍ରଦାନ ଦାବିରେ ସୋମବାର ପାଚିକା ସହାୟିକା ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।...
ବଲାଙ୍ଗୀର-ସୋନପୁର ରାସ୍ତାରେ ଦୁର୍ଘଟଣା: ବାଇକ ଆରୋହୀଙ୍କ ମୃତ୍ୟୁ, ରାସ୍ତାରୋକ
ବଲାଙ୍ଗୀର,୨୧।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ଏନଏଚ ୫୭ର ରଣ୍ଡା ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ପିକଅପ ଭ୍ୟାନର ଧକ୍କାରେ କୁଲେରବାହାଲି ଗ୍ରାମର ଯୁବକ ଜଗଦୀଶ ମଟାରିଙ୍କର ଘଟଣାସ୍ଥଳରେ...
ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ବଲାଙ୍ଗୀର,୨୦।୯: ବଲାଙ୍ଗୀର ସହର ଏନ୍ଏଚ୍ ୨୬ ବିଜାଖମନ ନିକଟରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଦୁର୍ଘଟଣା ପରେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ...
ରକ୍ତମୁଖା ସହର: ଦିନ ଦୁଇପହରରେ ମା’ ଆଗରେ ପୁଅକୁ ହାଣି ହତ୍ୟା
ବଲାଙ୍ଗୀର,୨୦।୯(ସୁନିଲ ମହାନ୍ତି): ବଲାଙ୍ଗୀର ସହର ଖଦାଲ ପଡ଼ାରେ ଜଣେ ଯୁବକଙ୍କୁ ଦିନ ଦୁଇପହରେ ଘରୁ ଡ଼ାକି ମା’ ସମୂଖରେ ଧାରୁଆ ଅସ୍ତ୍ରରେ ହାଣିଦେଲେ ଦୁଇ ଯୁବକ। ମୃତ ଯୁବକ ଜଣକ ହେଲେ ରାଜ ବେହେରା (୨୧)ମୃତଙ୍କ ମାଆ ଥାନାକୁ ଯାଇ...
ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…
ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି ନେତା ଓ କର୍ମୀମାନେ ଚାଷୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ...
ବଲାଙ୍ଗିରରେ ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ଜବତ, ଦୁଇ ଅଭିଯୁକ୍ତ ଅଟକ
ବଲାଙ୍ଗିର,୧୮ା୯: ବଲାଙ୍ଗିର ବନ ଖଣ୍ଡ ବିଭାଗ ପକ୍ଷରୁ ବିଜାଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଏକ ଟ୍ରକ (WB 25N 9883) ଜବତ କରାଯାଇଛି। ସକାଳ ୬:୩୫ରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ପେଟ୍ରୋଲିଂ ବେଳେ ବନ...
ସାରର ଅଭାବୀ ବିକ୍ରି, କଳା ବଜାରକୁ ନେଇ ତାତିଲା ବିଜେଡି, କୃଷି କାର୍ଯ୍ୟଳୟ ଘେରାଉ କରି ଦେଲା କଡ଼ା ଚେତାବନୀ
ବଲାଙ୍ଗୀର,୧୮।୯( ସୁନିଲ ମହାନ୍ତି): ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ଜିଲାରେ ସାର ଅଭାବୀ ସାର କଳା ବଜାରକୁ ନେଇ ପ୍ରତିବାଦ କରାଯାଇ ଜିଲା କୃଷି କାର୍ଯ୍ୟାଳୟକୁ ବୁଧବାର ଘେରାଉ କରାଯାଇଥିଲା। ମାନ୍ୟବର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ...
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବା ଉଦ୍ୟମ, ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ବଲାଙ୍ଗୀର,୧୮ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ହଇଚଇ ସୃଷ୍ଟି କରିଥିବା ନକଲି ଜାଲ ସାର୍ଟିଫିକେଟ୍ ନେଇ ପୁଣି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଜିଲାରେ ଡେରା ପକାଇଥିଲେ ଏବଂ ବିଭିନ୍ନ ଅଫିସକୁ ଯାଇ ନକଲି...
ମନ ମୋହୁଛି ଭଳିକି ଭଳି ମେଢ: ଚାରିଆଡ଼େ ଉତ୍ସାହ
ବଲାଙ୍ଗୀର, ୧୮।୯ (ସୁନିଲ ମହାନ୍ତି) ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବଲାଙ୍ଗୀର ନୂତନ ବସ ଚର୍ମିନାଲଠାରେ ଘରୋଇ ବସ ମାଲିକ ସଂଘ, ସହରର ଆଇନ ମହାବିଦ୍ୟାଳୟ ସ୍ଥିତ ରାସ୍ତାକଡ...
Archives


