ବଲାଙ୍ଗୀର

ଦୌଡକୁଦ ପ୍ରତିଯୋଗିତାରେ ପ୍ରୀୟଙ୍କାଙ୍କୁ ସଫଳତା: ରାଜ୍ୟସ୍ତରକୁ ମନୋନୀତ

ଲୋଇସିଂହା,୧୮।୧୦ (ସୁଶାନ୍ତ ବାରିକ)- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ବେଲଗାଁ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଗତ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ…

2 months ago

ଏହି ଦିନ ବଡ଼ ଧୂମ୍‌ଧାମରେ ପାଳନ ହେବ ବଲାଙ୍ଗୀର ଦିନ: ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ପି.ପି.ଏକାଡେମୀ ସ୍କୁଲଠାରେ ବଲାଙ୍ଗୀର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ…

2 months ago

ଭଡ଼ାଘରେ ଝୁଲିପଡ଼ିଲେ ଯୁବକ, ଘର ଲୋକେ କବାଟ ଖୋଲିବାରୁ…

ବଲାଙ୍ଗୀର,୧୭ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍‌ ଭୋଇ(୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ…

2 months ago

ଓଲଟିଲା ଚାଉଳ ବୋଝେଇ ଟ୍ରକ, ବସ୍ତାବସ୍ତା ଚାଉଳ ବୋହିନେଲେ ଗାଁ ଲୋକେ, ପୋଲିସ ବିଳମ୍ବରେ ପହଞ୍ଚିବାରୁ…

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସଦର ବ୍ଲକ ଭୁତିଆରବାହାଲ ବାରପୁରିଆ ଗାଁ ରାସ୍ତା ରଜା ମୁଣ୍ଡା ଟ୍ରନିଂ ଛକଠାରେ ଶୁକ୍ରବାର…

2 months ago

ପରିବାର ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଶ୍ୱଶୁର ଘରୁ ଫେରୁଥିବାବେଳେ…

ବଲାଙ୍ଗୀର,୧୬।୧୦ ( ସୁନିଲ ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା କୁଥୁର୍ଲା ଠାରେ ଏକ ଦୁର୍ଘଟଣାରେ ଭୂତିଆର ବାହାଲ ମଦନ ବାରିକଙ୍କ (୩୫ ) ମୃତ୍ୟୁ ଘଟିଛି ।…

2 months ago

ବଢ଼ିଲା ଅନାହାର ଫେରିବା ଆଶଙ୍କା

ବଲାଙ୍ଗୀର,୧୬ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାକୁ ପୁଣି ଫେରିପାରେ ଅନାହାରଜନିତ ସମସ୍ୟା। ଏହି ଜିଲାର ୮୦,୩୩୨ ଜଣ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ହୋଇ ନ ଥିବାରୁ…

2 months ago

ଭାଜପା ବିରୋଧରେ ବଲାଙ୍ଗୀର ବିଜେଡିର ଗର୍ଜନ, ପଦଯାତ୍ରା କରି…

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୯ରୁ ନଭେମ୍ବର ୯ ରାଜ୍ୟବ୍ୟାପୀ ଜନସମ୍ପର୍କ…

2 months ago

କୃଷି ଋଣ ଠକେଇର ଶିକାର ହେଲେ ପକ୍ଷାଘାତ ପୀଡ଼ିତ ଚାଷୀ

ଲୋଇସିଂହା,୧୪।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ବୁର୍ଡା ଗ୍ରାମର ଜଣେ ପକ୍ଷାଘାତ ପିଡୀତ ଚାଷୀ କୃଷି ଋଣ ଠକେଇର…

2 months ago

ମଧ୍ୟପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ, ପୋଲିସ ହାବୁଡ଼ରେ ପଡ଼ିବାରୁ…

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଏକ ମହେନ୍ଦ୍ର ବୋଲେରୋ ଗାଡ଼ି ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ୧୪ ପ୍ୟାକେଟ ଗଞ୍ଜେଇକୁ ପୋଲିସ ଜବତ କରିଛି।…

2 months ago

ପରିତ୍ୟକ୍ତ ୟୁରିନାଲରୁ ମିଳିଲା ୩ କଙ୍କାଳ

ବଲାଙ୍ଗୀର/ପାଟଣାଗଡ,୧୨।୧୦(ସୁନିଲ ମହାନ୍ତି, ସଚିଦାନନ୍ଦ କହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଭାଇଁସା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ତିନିଟି କଙ୍କାଳ ଠାବ ହୋଇଛି।…

2 months ago