ବଲାଙ୍ଗୀର

ପାଠ ପଢ଼ାଇବା ନାଁରେ ଛାତ୍ରାବାସରେ ଚାଲୁଛି ବେଆଇନ ଧର୍ମାନ୍ତରୀକରଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗିର,୫।୮(ସୁନିଲ ମହାନ୍ତି): ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଅନ୍ତର୍ଗତ ବାଞ୍ଜୀ ପାଲିଗ୍ରାମରେ ବେଆଇନ ଭାବେ ଚାଲୁଥିବା ଛାତ୍ରାବାସରେ ଧର୍ମାନ୍ତରୀକରଣ କରାଯାଉଛି। ଏହାକୁ ବନ୍ଦ କରିବା ନିମନ୍ତେ…

6 months ago

ବାସହୀନଙ୍କୁ ମିଳିଥିବା ଘରଡିହ ଉପରେ ହେଲିପ୍ୟାଡ ର୍ନିମାଣକୁ ବିରୋଧ….

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିରେ ବସବାସ କରୁଥିବା ବାସହୀନ ପରିବାରଙ୍କୁ ପୂର୍ବ ସରକାରଙ୍କ ସମୟରେ ମିଳିଥିବା ଘରଡିହ ଉପରେ ବର୍ତ୍ତମାନର ଡବଲ ଇଞ୍ଜିନ ଭାଜପା ସରକାର…

7 months ago

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ଏନଏସି: ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡ ମୁହାଁମୁହିଁ

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏ…

7 months ago

ମଧ୍ୟାହ୍ନଭୋଜନରେ ଝିଟିପିଟି, ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ବଲାଙ୍ଗୀର/ଟିଟିଲାଗଡ଼,୨ା୮(ସୁନୀଲ ମହାନ୍ତି/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡ଼ିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ…

7 months ago

ମିଳୁନାହିଁ ଜଏନିଂ ଅର୍ଡର, ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗୀର, ୩୧।୭ (ସୁନୀଲ ମହାନ୍ତି): ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗୀର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଇଓ ରଞ୍ଜିତ ଭୋଇ…

7 months ago

ଗଛ ନ ଲଗାଇବା ଯୋଗୁ ୧୧ ଜଣ BEOଙ୍କ ଦରମା ବନ୍ଦ କଲେ ଜିଲା ଶିକ୍ଷାଧିକାରୀ

ବଲାଙ୍ଗୀର, ୩୦।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।…

7 months ago

ସରକାରୀ ସୁବିଧାରୁ ବଞ୍ଚିତ ୫୦ ବୁଣାକାର ପରିବାର : ଘରୋଇ କାମ କରି ଶୋଷଣର ଶିକାର

ଲୋଇସିଂହା,୩୦।୭(ସୁଶାନ୍ତ ବାରିକ):ଦୀର୍ଘ ୨ ଦଶନ୍ଧି ପରେ ପୁଣି ମଙ୍ଗାଶାଳକୁ ଫେରିଥିଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦଳିତ ବସ୍ତିର ବୁଣାକାର ପରିବାର। ବସ୍ତିର…

7 months ago

ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର: ହସ୍ପିଟାଲ୍‌ରେ ଭର୍ତ୍ତି, ମାତ୍ର ୨୦ ହଜାରେ ଟଙ୍କାରେ…

ଟିଟିଲାଗଡ,୨୮।୭(ଶରତ ମିଶ୍ର): ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି l ଶିଶୁ କନ୍ୟାକୁ…

7 months ago

ମାତ୍ର ଏତିକି ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରିଦେଲେ ମା’ ବାପା, ଘଟଣାକୁ ନେଇ…

ଟିଟିଲାଗଡ୨୭।୭(ଶରତ ମିଶ୍ର): ବୁଝିଲେନି ସମ୍ପର୍କ। ୨୦ ହଜାରରେ ଶିଶୁ କନ୍ୟାଙ୍କୁ ବିକ୍ରି କରିଦେଲେ ମା’ବାପା। ଏଭଳି ଘଟଣା ଟିଟିଲାଗଡ ବ୍ଲକର ବାଗଡେର ଗାଁରେ ଦେଖିବାକୁ ମିଳିଛି। ଏକ…

7 months ago

ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ, ଏହିଦିନ ହେବ ପାଳନ…

ବଲାଙ୍ଗୀର,୨୭ା୭(ସୁନୀଲ ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଚଳିତ ବର୍ଷର ନୂଆଖାଇ ପର୍ବ ପାଳନ କରାଯିବ।…

7 months ago