ଅନୁଗୋଳ

କମ୍ପାନୀ କର୍ମଚାରୀଙ୍କ କଲୋନୀରେ ସରକାରୀ ବାବୁ, ପୋଲିସ; ନାଲ୍‌କୋ ଉପରେ ଚାପ ଚର୍ଚ୍ଚା

ଅନୁଗୋଳ ଅଫିସ/ବଅଁରପାଳ, ୧।୭(ଡି.ଏନ.ଏ.)  କର୍ମଚାରୀଙ୍କ ପାଇଁ କଲୋନୀ ନିର୍ମାଣ କରିଛି ନାଲ୍‌କୋ। ହେଲେ ପ୍ରାୟ ଶତାଧିକ କ୍ୱାର୍ଟର୍ସରେ ରହୁଛନ୍ତି ସରକାରୀ ଅଧିକାରୀ ଓ ପୋଲିସ। ଭଡ଼ା ଦେଉଥିଲେ ବି…

7 years ago

ଗୋଦାମରେ ଅଗ୍ନିକାଣ୍ଡ:ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବଅଁରପାଳ,୩୦।୬(ଡି.ଏନ.ଏ.)-ନାଲ୍‌କୋ ଥାନା କୁଲାଡ଼ ଏଫସିଆଇ ଛକ ନିକଟରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି। ରବିବାର ଦୋକାନ ବନ୍ଦ ରହିଥିଲା। ଅପରାହ୍ନରେ…

7 years ago

ଚେତିଲେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ : ରିଫିଲିଂ ପାଇଁ ଗଲା ୮୧ ଅଗ୍ନି ନିର୍ବାପକ ସିଲିଣ୍ଡର

ଅନୁଗୋଳ ଅଫିସ, ୩୦।୬ - ବିଳମ୍ବରେ ହେଲେ ବି ଚେତିଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଡାକ୍ତରଖାନାରେ ଲାଗିଥିବା ୮୧ଟି ଅଗ୍ନି ନିର୍ବାପକ ସିଲିଣ୍ଡରକୁ ରିଫିଲିଂ…

7 years ago

ବିଳମ୍ବ ହେଉଛି ରାସ୍ତା ସମ୍ପ୍ରସାରଣ କାମ : ଥଇଥାନ ହୋଇ ପାରୁନାହାନ୍ତି ବ୍ୟବସାୟୀ

ବଇଣ୍ଡା,୨୯।୬(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ୨ ଲେନ ବିଶିଷ୍ଟ ରାସ୍ତାକୁ ୪ ଲେନ କରି ସମ୍ପ୍ରସାରଣ କରାଯାଉଥିବାବେଳେ…

7 years ago

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା ବେଳେ…

7 years ago

ପ୍ରତିଶ୍ରୁତିରେ ଦିନ ଗଡାଉଛନ୍ତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ:ଖଣିବନ୍ଦ ଆନ୍ଦୋଳନରେ ଜରଡାବାସୀ

କଣିହାଁ, ୨୯ା୬ (ଡି.ଏନ.ଏ.)ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଧିକାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଜରଡା ଗ୍ରାମବାସୀ।…

7 years ago

୮ରେ ମା’ ହିଙ୍ଗୁଳାଙ୍କ ରତ୍ନମୁଦ ଉତ୍ସବ:ଏକ ଲକ୍ଷ ଭକ୍ତଙ୍କ ହେବ ସମାଗମ

ତାଳଚେର,୨୯ା୬(ନି.ପ୍ର.) ଆଗାମୀ ଜୁଲାଇ ୮ ହେରା ପଞ୍ଚମୀ ଦିନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏହି…

7 years ago

ଅବକାରୀ ଚଢାଉ: ୭ ଗିରଫ

ବଇଣ୍ଡା,୨୮।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବିଭିନ୍ନ ଗ୍ରାମରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୫ ଲିଟର ଦେଶୀ ମଦ କରାଯାଇଛି। ଏହି ଘଟଣାରେ ତଲେଇପଥର…

7 years ago

ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବଅଁରପାଳ,୨୮।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ୫୫ନଂ ଜାତୀୟ ରାଜପଥ ବନ୍ଦା ଓଭରବ୍ରିଜ୍‌ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ…

7 years ago

ଥର୍ମାଲ ଡିଏଭି ସ୍କୁଲରେ ତାଲା ପକାଇଲେ ଅଭିଭାବକ

ତାଳଚେର, ୨୮ା୬(ନି.ପ୍ର.) : ତାଳଚେର ଥର୍ମାଲ ସ୍ଥିତ ଡିଏଭି ସ୍କୁଲରେ ଅଭିଭାବକ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ତାଲା ପକାଇ ଦିଆଯାଇଛି। ଅଧ୍ୟକ୍ଷଙ୍କ ବଦଳି,…

7 years ago