ଅନୁଗୋଳ ଅଫିସ୍/ତାଳଚେର, ୭ା୪- ଅନୁଗୋଳ ଜିଲା ତାଳଚେର ଗୋପାଳଗଡ଼ସ୍ଥିତ ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ନିରାଡମ୍ବର ଭାବେ ପାଳନ କରାଯାଇଛି। ବିନା ଶ୍ରଦ୍ଧାଳୁ…
ଛତ୍ରପୁର, ୭ା୪(ଡି.ଏନ୍.ଏ.)- ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ମଙ୍ଗଳବାର ଲାଠି ଧରି ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଓ ବାଇକ ଚାଳକଙ୍କ ଠାରୁ ଜରିମାନା…
ବନ୍ତ,୭ା୪(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ମଙ୍ଗଳବାର ସାମାଜିକ ଦୂରତା ରକ୍ଷା କରାଯାଇ ହିତାଧିକାରୀ ମାନଙ୍କୁ ପିଡିଏସ୍ ସାମଗ୍ରୀ ପ୍ରଦାନ କରାଯାଇଛି। ବାଇଧର ରାଜଙ୍କ ନିଳୋକ…
ରାଇକିଆ,୭ା୪(ଡି ଏନ ଏ)- କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ଆଗକୁ ଆସୁଛନ୍ତି। କିଏ ସଚେତନତା କରୁଛି ତ ଆଉକିଏ ଆର୍ଥିକ ସହଯୋଗ କରୁଛନ୍ତି। ମଙ୍ଗଳବାର ରାଇକିଆ…
ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ…
ଧମା, ୭।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍ ଖିଣ୍ଡା ଗ୍ରାମର ଖଲିଆବନ୍ଧ ନିକଟରୁ ଧମା ବନ ବିଭାଗ ମଙ୍ଗଳବାର ସକାଳେ ଏକ ଆହତ ସମ୍ବରକୁ ଉଦ୍ଧାର…
ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ ଦାରିଙ୍ଗବାଡ଼ି…
ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ତଥା ଓଡିଶାର ପ୍ରସିଦ୍ଧ ଦୈବିପୀଠ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍ଯାପିତ ହୋଇଯାଇଛି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଗଞ୍ଜାମ ଜିଲାପାଳ…
ବ୍ରହ୍ମପୁର ଅଫିସ,୭ା୪- କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ଓଡ଼ିଶାରେ ବଢିବାକୁ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ…
ବେଗୁନିଆପଡା,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ବେଗୁନିଆପଡ଼ା ବ୍ଲକ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅସ୍ଥାୟୀ ସଙ୍ଗରୋଧ ଗୃହ ପରିଦର୍ଶନ କରିଛନ୍ତି। ଭୁବେନଶ୍ବର ଫେରନ୍ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା…